Daily Archives

ଶାନ୍ତି ତପୋବନ ଆଶ୍ରମରେ ଯୋଗ ଶିବିର ଉଦଯାପିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଚକରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମ ପରିସରରେ ଚାଲିଥିବା ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଆଶ୍ରମରେ ବସବାସ କରୁଥିବା ମାତୃଛାୟା, ବାନପ୍ରସ୍ଥ ଅନ୍ତେବାସୀ ମାନେ ଅଂଶ ଗ୍ରହଣ କରିଥିଲେ । ଆର୍ଟ ଅଫ୍‌ ଲିଭିଙ୍ଗ୍‌
Read More...

ପୋଲ ତଳୁ ମହିଳାଙ୍କ ଶବ ଉଦ୍ଧାର ଘଟଣା : ସନ୍ଦେହରେ ଥିବା ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମହଦା ଗ୍ରାମ ରାଞ୍ଜ ଜୋର ପୋଲ ତଳୁ ଗତକାଲି ଏକ ମହିଳାଙ୍କ ଶବ ମିଳିଥିଲା । ତେବେ ଉକ୍ତ ମହିଳା ଜଣକ ବରପାଲି ବ୍ଲକ ରକସା ପଞ୍ଚାୟତ ତେଜଙ୍ଗ ଗ୍ରାମର ଅନ୍ଧାରୀ ଦୀପ ବୋଲି ଜଣା ପଡିଥିଲା ଏନେଇ ବରପାଲି ଥାନାରେ ଏକ ହତ୍ୟା ମାମଲା
Read More...

ବାଲିଗୁଡ଼ା ବ୍ଲକ୍ ଜନ ପ୍ରତିନିଧିଙ୍କୁ ବିଡିଓଙ୍କ ଅଣଦେଖା ଅଭିଯୋଗ : ବିଧାୟକଙ୍କ ନେତୃତ୍ୱରେ ବିଡିଓଙ୍କୁ ମିଳିମିଶି…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ବିଡିଓ ଅଧ୍ୟକ୍ଷାଙ୍କୁ ଅଣଦେଖା କରୁଥିବା ଅଭିଯୋଗରେ ବିଡ଼ିଓଙ୍କୁ ଘେରିଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ବ୍ଲକ୍ ଅଧ୍ୟକ୍ଷା ମିଶାବତୀ
Read More...

କବ୍‌ଜା ପକ୍ଷରୁ ସ୍ୱର୍ଗତ ଦୂର୍ବାକ୍ଷ ବସ୍ତିଆଙ୍କ ସ୍ମୃତିଚାରଣ ସଭା

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍‌ଜା)ର ପୂର୍ବତନ ସଭାପତି ଦୂର୍ବାକ୍ଷ ବସ୍ତିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କଣ୍ଟାମାଳ ସାମ୍ବାଦିକ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ବରିଷ୍ଠ ଉପଦେଷ୍ଟା ଦିବ୍ୟ
Read More...

ହୁମ୍ମା ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାସ : ଦୁଇ ଅଭିଯୁକ୍ତଙ୍କୁ କୋଟ ଚାଲାଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ହୁମ୍ମା ଫାଣ୍ଡି ଅନ୍ତର୍ଗତ ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି ହୁମ୍ମା ଫାଣ୍ଡି ପୋଲିସ ।ଉକ୍ତ ଚୋରି ଘଟଣାର ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନେ ହେଲେ ହୁମ୍ମା ତଳ ସାହିର ଶ୍ରୀଧର
Read More...

ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରାହଳୟ ପରିସରରେ ବିଶ୍ୱ ମାତୃ ଦିବସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମା'ର ମମତା ସର୍ବଶ୍ରେଷ୍ଠ, ଜୀବନ ପାଇଁ ତାଙ୍କର ଅବଦାନ ଅତୁଳନୀୟ ସେଥିପାଇଁ ମା' ସମାଜରେ ସର୍ବଦା ଆଦରଣୀୟା ଓ ପୂଜନୀୟା ବୋଲି ବିଶ୍ୱ ମାତୃ ଦିବସ ପାଳନ ଅବସରରେ ସମାଜସେବୀ କାଶୀନାଥ ମହାପାତ୍ରଙ୍କ ଆବାହକତ୍ୱରେ ଶ୍ୟାମସୁନ୍ଦର ପାଠାଗାର ଓ ସଂଗ୍ରାହଳୟ
Read More...

ମେଡିକାଲ କଲେଜ ଛାତ୍ର ମୃତ୍ୟୁ ଘଟଣା : ବିଳମ୍ବିତ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କଲା ବଲାଙ୍ଗିର ଏକ୍ସନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ହରିୟାଣାର ନିଶାନ୍ତ କୁମାରଙ୍କ ଅସ୍ୱାଭାବିକ ମୃତ୍ୟୁର ତଦନ୍ତରେ ହେଉଥିବା ବିଳମ୍ବରେ ଅସନ୍ତୋଷ ପ୍ରକାଶ କରି, ଆଜି ବଲାଙ୍ଗିର ଏକ୍ସନ କମିଟିର ଏକ ପ୍ରତିନିଧି ମଣ୍ଡଳ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ
Read More...

ରମାକାନ୍ତ ଖୁଆସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରଠାରେ ଇଂ ରମାକାନ୍ତ ଖୁଆସଙ୍କ ବିୟୋଗରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ସଭାପତି ଡ. ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଇଂ ରମାକାନ୍ତଙ୍କ ବିସେଷ ଗୁଣାବଳୀ ବିଷୟରେ
Read More...

ତାଲପାଲିପଡାରେ ରାଧାକୃଷ୍ଣ ଉନ୍ନୟନ ପରିଷଦର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ୱାର୍ଡ ନଂ.୪ ପୌରାଞ୍ଚଳ ତାଲପାଲିପଡା ପିଏଚ୍‌ଡି ପାଣିଟାଙ୍କି ନିକଟରେ ଗଢି ଉଠିଥିବା ନୂତନ ଜନବସତିରେ ରିଟାୟଏଡ୍‌ ପୋଲିସ ଆସିଷ୍ଟାଣ୍ଡ ସବ୍‌ ଇନସପେକ୍ଟର ବସନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅଞ୍ଚଳର ଡାକ
Read More...

ବିଧାୟକ ସରୋଜ ମେହେରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ଉପନିୟୋଜନ କାର୍ଯ୍ୟାଳୟରେ ତାଲା

ଦରମା ମିଳୁଛି ଭତ୍ତା ତ ମିଳୁଛି ଅଫିସ ନ ଗଲେ ଚଳିବ ନୀତିରେ ଅଧିକାରୀ : କ୍ଷୋଭ ପ୍ରକାଶ କଲେ ବିଧାୟକ ସରୋଜ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଗତକାଲି ବିଧାୟକ ଶ୍ରୀ ମେହେର
Read More...