pakka

ରମାକାନ୍ତ ଖୁଆସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରଠାରେ ଇଂ ରମାକାନ୍ତ ଖୁଆସଙ୍କ ବିୟୋଗରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ସଭାପତି ଡ. ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଇଂ ରମାକାନ୍ତଙ୍କ ବିସେଷ ଗୁଣାବଳୀ ବିଷୟରେ କସ୍ତୁରୀ ରଥ, ମଦନ ମୋହନ ରଥ, ହୃଷିକେଶ ପୁରୋହିତ, କପିଳ ପତି, ଅରୁଣ ଖୁଆସ ସ୍ମୃତିଚାରଣ କରିଥିଲେ । ଏ ସଭାରେ ଚୁଡେନ୍ଦ୍ର କୁମାର ବେହେରା, ସୁନାଧର ବନଛୋର, ଦୁର୍ଗା ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 − 11 =