Daily Archives

ଫେଲ୍‌ ମାରିଲା ମହାପ୍ରୟାଣ : ସଂକଳ୍ପ ରଥରେ ବୁହାହେଲା ଶବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ମୃତ ଶରୀର ଏକ ହୋଟେଲ ପରିସରରୁ ଉଦ୍ଧାର ହେବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଗତକାଲି ଶବ ବ୍ୟବଛେଦ ହୋଇନପାରି ଆଜି ସକାଳେ ଅର୍ଥାତ ମଙ୍ଗଳବାର ଦିନ ଗୋଟାଏରେ ଶବ ବ୍ୟବଚ୍ଛେଦ ପରେ ଝିଅର
Read More...

ପାଟଣାଗଡ଼ ରେଂଜ ଅଧିନସ୍ଥ ଦେଷଣ୍ଢ ଜଙ୍ଗଲରୁ ୩ ଟ୍ରାକ୍ଟର ଭର୍ତ୍ତି ବିପୁଳ ପରିମାଣର କାଠ ସହ ୭ଟି ବିଜା କାଠ ଗଣ୍ଡି ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବନଖଣ୍ଡ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ପାଟଣାଗଡ଼ ରେଂଜ ଅଧିନସ୍ଥ ଦେଷଣ୍ଢ ଜଙ୍ଗଲରୁ ୭ଟି ବିଜା କାଠ ଗଣ୍ଡି ଜବତ କରାଯାଇଥିବା ନେଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଏହି ଦଳରେ ବନପାଳ ସୁନୀଲ କୁମାର ମିଶ୍ର, ଅଶୋକ କୁମାର
Read More...

ସୁବର୍ଣ୍ଣରେଖାର ନିର୍ମାଣ କାର୍ଯ୍ୟ ଲୋକାର୍ପିତ ଓ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ସୁବର୍ଣ୍ଣରେଖାର ନିଜସ୍ଵ ପରିସରରେ ସଦ୍ୟ ସମାପ୍ତ କମ୍ୟୁନିଟି ହଲ୍ ରାଉରକେଲାର ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ କର କମଳରେ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବତନ
Read More...

ଓଡିଶା ସମ୍ମନ୍ୱିତ ପ୍ରକଳ୍ପରେ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଜିଲ୍ଳାସ୍ତରୀୟ କର୍ମଶାଳା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଓଇପିକ୍ରା ଯୋଜନା ଉପରେ ଆଧାରିତ ଏକ କର୍ମଶାଳା ସହାଭାଗୀ ଅନୁଷ୍ଠାନ ଆଇଆର୍‌ଡିଏମ୍‌ଏସ୍‌, ଜୋନ୍‌ -୫ ଦ୍ୱାରା ଆୟୋଜିତ କରାଯାଇଥିଲା । ଏହି କର୍ମଶାଳାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)
Read More...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାମ ନିମ୍ନମାନ ହୋଇଥିବା ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ସରକାର ରାସ୍ତାଘାଟ, ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି । ହେଲେ ସରକାରୀ ବାବୁ ଓ ଠିକାଦାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ଅତି ନିମ୍ନମାନର କାମ ହେଉଥିବାର ଲୋକେ ଅଭିଯୋଗ କରୁଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ
Read More...

ରବି ଋତୁର ଧାନ ସଂଗ୍ରହ ପାଇଁ ଯୋଗାଣ ସଚିବଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୋଗାଣ ବିଭାଗ ପରିଚାଳନା ନିର୍ଦ୍ଦେଶକ ଶୁଭମ୍
Read More...

କଣ୍ଟାବାଞ୍ଜିରେ ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ନୂଆପଡାର ରାଧାରମଣ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ୪୧ତମ ଚବିଶ ପ୍ରହର ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ଥିବା ନାମଯଜ୍ଞ ଚଳିତ ବର୍ଷ ଶୁକ୍ରବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ନଗର କୀର୍ତ୍ତନ ସହିତ
Read More...

ଜେଲରେ ବିଚାରାଧିନ କଏଦୀଙ୍କ ଆତ୍ମହତ୍ୟା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ସବ୍‌ଜେଲରେ ଏକ ଅଭାବନୀୟ ଘଟଣା ଘଟିଛି । ଭୋର୍‌ ସାଢେ ୪ଟା ବେଳେ ଜଣେ ବିଚାରାଧିନ କଏଦୀ ଗଳାରେ ଗାମୁଛା ଭିଡି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ମେଲଛାମୁଣ୍ଡା ଥାନା ଅଧୀନ ପେଟୁପାଲି ଗ୍ରାମର ମନମୋହନ ରାଉତିଆ(୨୬) । ମୃତକ ଜଣକ ସ୍ତ୍ରୀଙ୍କୁ
Read More...

ମଇ ୧୮ରେ ବଲାଙ୍ଗିର ଠାରେ ମିନି ନିଯୁକ୍ତି ମେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ମଇ ମାସ ୧୮ ତାରିଖରେ ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ ପରିସରରେ ଏକ ମିନି ନିଯୁକ୍ତି ମେଳା ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳାରେ ବୟନ ଶିଳ୍ପ ସଂସ୍ଥା, ସୁରକ୍ଷା ସଂସ୍ଥା, ହୋଟେଲ ସଂସ୍ଥା, ନିର୍ମାଣ ସଂସ୍ଥା, ସୂଚନା ଓ ପ୍ରଯୁକ୍ତି
Read More...

ଶ୍ରୀପୁରୁଷୋତ୍ତମପୁର ଓ ଜେନାପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଡିଓ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ଶ୍ରୀପୁରୁଷୋତ୍ତମପୁର ଓ ଜେନାପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସ୍ଥିତି ଓ ଅଗ୍ରଗତି ଉପରେ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ଉଭୟ ପଞ୍ଚାୟତ ପରିଦର୍ଶନ କରିବା ସହ
Read More...