pakka

ପାଟଣାଗଡ଼ ରେଂଜ ଅଧିନସ୍ଥ ଦେଷଣ୍ଢ ଜଙ୍ଗଲରୁ ୩ ଟ୍ରାକ୍ଟର ଭର୍ତ୍ତି ବିପୁଳ ପରିମାଣର କାଠ ସହ ୭ଟି ବିଜା କାଠ ଗଣ୍ଡି ଜବତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବନଖଣ୍ଡ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ପାଟଣାଗଡ଼ ରେଂଜ ଅଧିନସ୍ଥ ଦେଷଣ୍ଢ ଜଙ୍ଗଲରୁ ୭ଟି ବିଜା କାଠ ଗଣ୍ଡି ଜବତ କରାଯାଇଥିବା ନେଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଏହି ଦଳରେ ବନପାଳ ସୁନୀଲ କୁମାର ମିଶ୍ର, ଅଶୋକ କୁମାର ନାୟକ, ନବ କିଶୋର ଦାସ ଓ ସୁଧୀର ଜେନାଙ୍କ ସହିତ ବନ୍ଧପଡା ସେକ୍ସନର ବନପାଳ ପ୍ରଫୁଲ୍ଲ ଜେନା ଓ ବନରଖି ଗଣେଶ ରାମ ସାହୁ ସାମିଲ ଥିଲେ ।

Leave A Reply

Your email address will not be published.

ten − five =