Daily Archives

ମାସିକ ପତ୍ରିକା ‘ବିଶ୍ୱଖବର’ର ବୈଶାଖ ମେଳା ସଂଖ୍ୟା ଲୋକାର୍ପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପାଇକମାଲ ନିକଟରେ ଥିବା ପଶ୍ଚିମ ଓଡ଼ିଶାର ସର୍ବବୃହତ ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଦୁଇଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ପାରା ମିଲିଟାରୀ ଫୋର୍ସର ୧୦୭ଟି କ୍ୟାଂଟିନ୍‌ରେ ଖଦି ଉତ୍ପାଦର ବିକ୍ରି ଆରମ୍ଭ

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପାରା ମିଲିଟାରୀ ଫୋର୍ସର ୧୦୭ଟି କ୍ୟାଂଟିନ୍‌ରେ ଖଦି ଉତ୍ପାଦ ବିକ୍ରିର ଶୁଭାରମ୍ଭ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କର “ସ୍ୱଦେଶୀ” ଅଭିଯାନକୁ ଅଖିଳ ଭାରତୀୟ ସ୍ତରରେ ବ୍ୟାପକ କରିବା ନିମନ୍ତେ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକରେ
Read More...

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ‘ଉତ୍କର୍ଷ ମହୋତ୍ସବ’ରେ କେନ୍ଦ୍ରମନ୍ତ୍ରୀ : ସଂସ୍କୃତ କେବଳ ଏକ ଭାଷା ନୁହେଁ ଆମର…

• ଆମର ସଭ୍ୟତାକୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଆଗକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ• ଆମର ପୁଞ୍ଜି ହେଉଛି ଜ୍ଞାନ, ଶିକ୍ଷା, ମାନବିକତା ଏବଂ ବୌଦ୍ଧିକ କ୍ଷମତା• ରାଷ୍ଟ୍ରୀୟ ଶିକ୍ଷା ନୀତିରେ ସଂସ୍କୃତ ସମେତ ସବୁ ଭାରତୀୟ ଭାଷାକୁ ପ୍ରଧାନ୍ୟ ଦିଆଯାଇଛି• ଭାରତୀୟ ଶିକ୍ଷା ବ୍ୟବସ୍ଥାରେ
Read More...

ନିଆଁ ଲାଗି ଜଳିଗଲା ୨ ଘର

କଳାହାଣ୍ଡି, (ପି.କେ. ସାହୁ) : କଲହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରର ସାଗରପାଲ୍‌ ଛକରେ ଗତକାଲି ସୋମବାର ଦିନ ୧.୩୦ ସମୟରେ ନିଆଁ ଲାଗି ଦୁଇ ଗୋଟି ଘର ସମ୍ପୂର୍ଣ୍ଣ ପୋଡି ଛାରଖର ହୋଇଯାଇଛି । ସୂଚନା ଅନୁସାରେ ଅର୍ଜୁନ ଭୋଇ ଓ ବିବାହିତ ଦୁଇ ଝିଅ ସରସ୍ୱତୀ ଭୋଇ ଓ ବାସନ୍ତୀ
Read More...

ଦେଓଗାଁ ପୁଲିସକୁ ମିଳିଲା ବଡ଼ ସଫଳତା : ଡକାୟତ ଘଟଣାର ୪ ଅଭିଯୁକ୍ତ ଗିରଫ, କମ୍ପାନୀ କର୍ମଚାରୀ ଥିଲେ ମାଷ୍ଟର ମାଇଣ୍ଡ

୨.୪୦ଲକ୍ଷ ଟଙ୍କା ସହ ବାଇକ୍, ମୋବାଇଲ, ଲାପଟପ୍, କ୍ୟାମେରା ଜବତ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ଘଟଣାର ପର୍ଦାଫାସ କରିଛି ଦେଓଗାଁ ପୁଲିସ । ଦେଓଗାଁ ପୁଲିସକୁ ମିଳିଛି ବଡ ସଫଳତା । ୪ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ
Read More...

ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ସାହିତ୍ୟିକ ସମାଲୋଚକ, ପ୍ରାବନ୍ଧିକ, ଉତ୍କଳ ସମ୍ମିଳନୀର ରାଜ୍ୟ ଉପ-ସଭାପତି, ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଛତ୍ରପୁରରେ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ଜଣେ ଦକ୍ଷିଣ
Read More...

ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ଛତା ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂପ୍ରତି ଇସ୍ପାତ ନଗରୀ ରାଉରକେଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ୪୪ଡିଗ୍ରୀ ରହିଥିବା ବେଳେ ରାସ୍ତା କଡରେ ବସୁଥିବା ବୁଲା ବିକାଳୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ "
Read More...

ହୋଟେଲରେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ରେଳ ଷ୍ଟେସନ ନିକଟ ବିଜୟ ନାମକ ଏକ ହୋଟେଲରେ ଗତକାଲି ଜଣେ ନାବାଳିକା(୧୭)ଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ ବରଗଡ଼ ଜିଲା ଗାଇସିଲେଟ ଥାନା ଭେଲୁଆପଦର ଗ୍ରାମର ବୋଲି ଜଣାପଡିଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ
Read More...

ବରବେଶରେ ଗିରଫ ହେଲେ ବଳାତ୍କାର କରିଥିବା ଅଭିଯୁକ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ଗଭର୍ବତୀ କରିବା ଅଭିଯୋଗରେ ଗତ ୨୦୧୭ ମସିହାରୁ ଫେରାର ଥିବା ଅଭିଯୁକ୍ତଙ୍କୁ ସୋମବାର ବରବେଶରେ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଭଟଲି ଥାନା କେଲେଣ୍ଡାପାଲି ପଞ୍ଚାୟତ
Read More...