Daily Archives

ବଲାଙ୍ଗିର ପୌରପରିଷଦ କାର୍ଯ୍ୟାଳୟରେ ପୌରାଧ୍ୟକ୍ଷା ଲିକା ସାହୁଙ୍କୁ ସାକ୍ଷାତ କଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଜୁ ଛାତ୍ର ଜନତା ଦଳ ତରଫରୁୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ପୌରପରିଷଦ କାର୍ଯ୍ୟାଳୟରେ ପୌରାଧ୍ୟକ୍ଷା ଲିକାସାହୁଙ୍କୁ ସାକ୍ଷାତ କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପାର୍କ ନିର୍ମାଣ, ରାଜେନ୍ଦ୍ର
Read More...

୪ ବର୍ଷ ତଳେ ସଫେଇ ବେଳେ ଭାଂଗି ଯାଇଥିଲା ଡ୍ରେନ୍‌, ଆଉ ମରାମତି ହେଲାନି : ଏବେ ଭଂଗା ଡ୍ରେନ୍‌ ପାଲଟିଛି ଡଷ୍ଟ୍‌ବିନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪ ବର୍ଷ ତଳେ ବଲାଙ୍ଗିର ପୌରପାଳିକା ପକ୍ଷରୁ ଜେସିବି ଦ୍ୱାରା ଡ୍ରେନ୍‌ ସଫେଇ ଚାଲିଥିବା ବେଳେ ଭାଂଗି ଯାଇଥିଲା ଡ୍ରେନ୍‌ । କିନ୍ତୁ ଭଂଗା ଡ୍ରେନ୍‌ ଆଉ ମରାମତି ହେଲାନାହିଁ । ସ୍ଥାନୀୟ ଲୋକେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଗୁହାରି କରି କରି ହାଲିଆ ହୋଇ
Read More...

ରାସ୍ତା ଉପରେ ନର୍ଦ୍ଦମା ପାଣି ବହୁଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ରାସ୍ତା ପ୍ରଧାନ ଟିକିରା(ଡାଙ୍ଗ) ନିକଟରେ ରାସ୍ତା ଉପରେ ନର୍ଦ୍ଦମା ପାଣି ବହୁଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ରାସ୍ତା ମଝିରେ ନର୍ଦ୍ଦମା ପାଣି ବହୁଥିବାରୁ
Read More...

ଗାଇସିଲେଟ କେନ୍ଦୁପତ୍ର ଡିଭିଜନରେ ଶିଶୁ ଶ୍ରମିକ ପ୍ରସଙ୍ଗ ତଦନ୍ତ ସାପେକ୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ବହୁ ଜନାଭିମୁଖୀ କାର୍ଯ୍ୟକ୍ରମ କରୁଛନ୍ତି । ଶିକ୍ଷାକୁ ଅନିବାର୍ଯ୍ୟ ଓ ସାର୍ବଜନିକ କରିବା ପାଇଁ ଶିକ୍ଷା ଅଧିକାର ଆଇନ କରାଯାଇଛି । ୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ଶିକ୍ଷା ପାଇବା ତାର ମୌଳିକ ଅଧିକାର । ତାକୁ କେହି ସେ ଅଧିକାରରୁ ବଂଚିତ
Read More...

ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଚାଲିଥିବା ହନୁମାନ ପ୍ରତିଷ୍ଠା ମହୋତ୍ସବ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଷ୍ଠା ମହୋତ୍ସବ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ସରବତ ବଣ୍ଟନ ଓ ର୍ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭୁବନେଶ୍ୱର କଳା ପରିଷଦ ଇଂସାର
Read More...

ଖପ୍ରାଖୋଲ ଅଞ୍ଚଳରେ ଚୋରଙ୍କ ଉତ୍ପାତ ବଢୁଥିବା ଅଭିଯୋଗ : ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ବିଜେପି ପକ୍ଷରୁ ଥାନା…

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଅଞ୍ଚଳରେ ଚୋରମାନଙ୍କର ପ୍ରାଦୂର୍ଭାବ ବଢ଼ିବାରେ ଲାଗୁଥିବା ହେତୁ ଅଞ୍ଚଳରେ ଦିନକୁ ଦିନ ଲୁଟ ଡକାୟତି ମାରପିଟ୍ ରାହାଜାନୀ, ଗଞ୍ଜେଇ, ସଟ୍ଟା, ବେଆଇନ ନିଶା କାରବାର ଗଣଧର୍ଷଣ ଭଲି ଘଟଣା ବୃଦ୍ଧି ପାଉଛି । ଯାହାଫଳରେ ଲୋକେ ଭୟଭୀତ ଅବସ୍ଥାରେ
Read More...

କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟା ଘଟଣା : ହତ୍ୟାକାରୀକୁ ଧରିବାରେ ପୋଲିସ ବିଫଳ ନେଇ ସରପଞ୍ଚ ସଂଘରୁ ଉପଜିଲ୍ଲାପାଳଙ୍କୁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର କାର୍ଯ୍ୟରତ ଶାନ୍ତ ଶିଷ୍ଟ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଦେହ ଚଳିତ ମାସ ୫ ତାରିଖରେ ସୋଲବନ୍ଦ ପଞ୍ଚାୟତ ଅନ୍ତର୍ଗତ ବନକାବିରର ଏକ କପା କିଆରୀରୁ ଉଦ୍ଧାର କରାଯାଇଥିଲା । ଉକ୍ତ ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ
Read More...

ଶିଶୁ ପାଇଁ ଦିନଟିଏ ଓ ଜିଲ୍ଲା ଟାସ୍କ ଫୋର୍ସ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଳରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ତଥା ବାଲ୍ୟ ବିବାହ ନିରାକରଣ ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀମତୀ
Read More...

ପିଏମ୍‌କେଏସ୍‌ୱାଇ ଜଳ ବିଭାଜିକା ସକାଶେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଇଁଷା ଗ୍ରାମରେ ପାଟଣାଗଡ ବ୍ଲକର ସାତ ଗୋଟି ଗ୍ରାମ ପଞ୍ଚାୟତର ୨୩ ଗୋଟି ଗ୍ରାମରେ ଆରମ୍ଭ ହେବାକୁ ଯାଉଥିବା ପିଏମ୍‌କେଏସ୍‌ୱାଇ ଜଳ ବିଭାଜିକା ସକାଶେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର
Read More...

ବଲାଙ୍ଗିରର ପ୍ରତିଯୋଗୀଙ୍କୁ ସର୍ବ ଭାରତୀୟ ଶକ୍ତି ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛତିଶଗଡ ସ୍ପୋର୍ଷ୍ଟ ପାୱାର ଲିଫ୍‌ଟିଂ ଆସୋସିଏସନ ଦ୍ୱାରା ଆୟୋଜିତ ୪୭ ତମ ସର୍ବ ଭାରତୀୟ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରତିଯୋଗୀମାନେ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ଲାଭ କରିଛନ୍ତି । ଚାରିଦିନ ବ୍ୟାପି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୬୫୦ ଜଣ
Read More...