Daily Archives

ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ପୌରାଧ୍ୟକ୍ଷା ଲିକା ସାହୁ : ଏଣୁ ଏଣିକି ସନ୍ଧ୍ୟା ସମୟରେ ବି ହାଟପଦାଠାରେ ଥିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଣୁ ଏଣିକି ସନ୍ଧ୍ୟା ସମୟରେ ବି ହାଟପଦାଠାରେ ଥିବା ପାର୍କ ଖୋଲିବ । ପୂର୍ବରୁ ଏହି ପାର୍କକୁ ପରିଦର୍ଶନ କରି ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ପାର୍କରେ ଆଉ ବିଜୁଳିର ସମସ୍ୟା ରହିବ ନାହିିଁ ଏବଂ ସନ୍ଧ୍ୟା ସମୟରେ ବି ପାର୍କ ଖୋଲିବ ବୋଲି ପ୍ରତିଶୃତି
Read More...

ୱାର୍ଡ ନମ୍ବର ୯ର ବେହେରାପାଲିକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୯ର ବେହେରାପାଲିକୁ ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ଶ୍ରୀମତୀ ସାହୁ ପରିଦର୍ଶନ କରି ବେହେରାପାଲି ପୋଖରୀରର ପୁନରୁଦ୍ଧାର ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଚାଉଳ ବଣ୍ଟନ
Read More...

ଟାଇ ବକ୍ସିଂରେ ଚାମ୍ପିୟନ କୃତି ପ୍ରତିଯୋଗୀଙ୍କୁ ବଲାଙ୍ଗିର ରେଳ ଷ୍ଟେସନରେ ଜିଲ୍ଲା ଉସୁ ସଂଘ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରେଳ ଷ୍ଟେସନ ଠାରେ ଟାଇ ବକ୍ସିଂରେ ଚାମ୍ପିୟନ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ବଲାଙ୍ଗିର ଜିଲ୍ଲା ଉସୁ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ସୂଚନା ଅନୁସାରେ ଗତକାଲି ଭୁବନେଶ୍ୱର ସ୍ଥିତ କୁମ୍ୟନିଟି ସେଣ୍ଟର ଠାରେ ରାଜ୍ୟରେ ପ୍ରଥମ କରି
Read More...

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହର ଉଦ୍‌ଘାଟନ କଲେ ମାନ୍ୟବର ଉପରାଷ୍ଟ୍ରପତି

ରାଷ୍ଟ୍ରର ବିକାଶ ପାଇଁ ଶିକ୍ଷା ହେଉଛି ସବୁଠୁ ଶକ୍ତିଶାଳୀ ମାଧ୍ୟମ- ମାନ୍ୟବର ଉପରାଷ୍ଟ୍ରପତି ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଧୁନିକ ହେବ ଏବଂ ବୈଶ୍ୱିକ ନାଗରିକ ସୃଷ୍ଟି କରିବ : ଧର୍ମେନ୍ଦ୍ର ପ୍ରଧାନ• ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷା ଅନୁଷ୍ଠାନ ନୁହେଁ, ଲୋକଙ୍କ ଭାବାବେଗ ସହ
Read More...

ବଲାଙ୍ଗିର ପୌର ପାଳିକାରେ ଶ୍ରମିକ ଦିବସ ପାଳିତ : ଦଳିତ ନେତା ଦ୍ରୋଣ କୁମ୍ଭାର ସଫେଇ କର୍ମଚାରୀ ସଂଘର ନୂତନ ସଭାପତି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୌର ପାଳିକା ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସଫେଇ କର୍ମଚାରୀ ସଂଘ ଦ୍ୱାରା ପାଳିତ ଏହି ଶ୍ରମିକ ଦିବସ ଅବସରରେ ଦଳିତ ନେତା ଦ୍ରୋଣ କୁମ୍ଭାରଙ୍କୁ ସର୍ବସମ୍ମତିକ୍ରମେ ନୂତନ ସଭାପତି ଭାବେ ମନୋନିତ
Read More...

ରେଲୱେ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ସଂଗଠନ ବଲାଙ୍ଗିର କାର୍ଯ୍ୟାଳୟ ପରିସରରେ ଆର୍ନ୍ତଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଅଛି । ଏ ଉପଲକ୍ଷେ ସଂଗଠନର ସଭାପତି ସାଥୀ ମଧୁ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ କାର୍ଯ୍ୟାଳୟ ପରିସରରେ
Read More...

ଜୁନାଗଡ଼ଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ୍‌ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଓ ଜୁନାଗଡ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ
Read More...

ଉଡାର ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାରରେ ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଓଗାଁ, ଜରାସିଂହା, ନୂଆଁପାଲି, ବଲାଙ୍ଗିର, ପଣ୍ଡେଲ, କୁତୁର୍ଲା, ବଞ୍ଜିପାଲି, ଉଡ଼ାର ମୋଟ ୮ଟି ଦଳ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାର
Read More...

ବନ୍ଧପଡା ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ବନ୍ଧପଡା ସ୍ଥିତ ହାଇସ୍କୁଲରେ ଶନିବାର ଦିନ ପୁରାତନ ଛାତ୍ରଙ୍କ ଦ୍ଵାରା ଆଲୁମିନି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଂସ୍କୃତ ଶିକ୍ଷକ ଯୁଗେଶ୍ୱର୍ ନାଏକଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ
Read More...

ଦେଓଗାଁ ବ୍ଲକ୍ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ବ୍ଲକ୍ ସଭାପତି ଭାବେ ଦିନବନ୍ଧୁ ମନହିରା, ସମ୍ପାଦକ ସମ୍ପଦ ପୋଢ଼, ଉପସଭାପତି ମନୋଜ ଚନ୍ଦନ, କାର୍ଯ୍ୟକାରୀ ସଭାପତି ଶଙ୍କର ମଲ୍ଲିକ, ସହ ସମ୍ପାଦକ ପରମେଶ୍ୱର ରାଉତ, କୋଷାଧ୍ୟକ୍ଷ ପ୍ରଶାନ୍ତ
Read More...