Daily Archives

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୮ ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଜିଲ୍ଲାପାଳଙ୍କ ଅଚାନକ ତୁରେକେଲା ଡାକ୍ତରଖାନାକୁ ଗସ୍ତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅଞ୍ଚଳ ଏକ ମାଓ ପ୍ରବଣ ଅଞ୍ଚଳ ଅଟେ । ଗତକାଲି ଜିଲ୍ଲାପାଳ ଅଚାନକ ତୁରେକେଲା ଡାକ୍ତରଖାନାକୁ ଗସ୍ତ କରି କିପରି ଭାବେ ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା କରୁଛନ୍ତି ଓ ଔଷଧ ବଣ୍ଟନର ବ୍ୟବସ୍ଥା କରାଯାଉଛି ତାହା ଟିକିନିଖି ଭାବେ ତଦନ୍ତ
Read More...

ସାନ୍ଦୁଲ ନଦୀ ପାଖରେ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ବାଲିପଡା ପଟରୁ ରୁପ୍ରା ପଟକୁ ଗତକାଲି ସନ୍ଧ୍ୟାରେ ଆସୁଥିବା ଏକ ଖାଲି ହାଇୱା ଟ୍ରକ୍ ଭଟାଖମାର ନିକଟ ସାନ୍ଦୁଲ୍ ନଦୀର ବ୍ରିଜ୍ ପାଖରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ବେଳେ ଅଳ୍ପକେ ଚାଳକ ବର୍ତ୍ତି ଯାଇଛନ୍ତି । ସୂଚନା
Read More...

ଛେଳି ପାଇଁ ଯୁବକ ଜୀବନ ଗଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ଥାନା ମିଠାପାଲି ଗ୍ରାମ ପଞ୍ଚାୟତ ଲଉଡମାଲ ଗ୍ରାମରେ ସେହି ଗ୍ରାମର ଲକ୍ଷ୍ମଣ ଭୁଏ (୨୪) ନାମକ ଜଣେ ଯୁବକ ଛେଳି ପାଇଁ ଡାଳ କାଟୁଥିବା ବେଳେ ୩୩ କେଭି ବିଜୁଳି ସଂସ୍ପର୍ଷରେ ଆସି ତାଙ୍କ ମୃତ୍ୟୁ ହୋଇଯାଇଛି । ମୃତଦେହ ଏକ ଗଛରେ ଝୁଲୁଥିବା କିଛି ଲୋକ
Read More...

ହାଇକୋର୍ଟ ବେଂଚ ସ୍ଥାପନକୁ କଟକ ବାର ଆସୋସିଏସନର ବିରୋଧକୁ କଂଟାବାଂଜି ଓକିଲ ସଂଘର ନିନ୍ଦା ପ୍ରସ୍ତାବ : ହାଇକୋର୍ଟକୁ…

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଓକିଲ ସଂଘ ଗୁରୁବାର ଦିନ କଟକ ବାର ଆସୋସିଏସନ ହାଇକୋର୍ଟ ବେଂଚ ସ୍ଥାପନକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପ୍ରକାଶ ଥାଉକି କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରାଜୁ
Read More...

ମହାନଦୀ ଜଳ ବିବାଦରେ ପ୍ରତିକ୍ରିୟା ରଖିଲେ ନରସିଂହ

ଉଭୟ ବିଜେଡି ଓ ବିଜେପିର ଷଡଯନ୍ତ୍ର ପାଇଁ ଓଡିଶାରେ ମହାନଦୀ ଶୁଖି ଯାଉଛି, କଂଗ୍ରେସ ନୁହେଁ ମହାନଦୀ ପାଇଁ ବିଜେପି କାନ୍ଦୁଛି କୁମ୍ଭୀର କାନ୍ଦଣା : ନରସିଂହମହାନଦୀ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାନଦୀ ଜଳ ବିବାଦରେ
Read More...

ଷୋହଳ ପ୍ରହର ନାମଯଜ୍ଞର ଦ୍ଵିତୀୟ ଦିବସରେ ମହାମନ୍ତ୍ର ଧ୍ୱନିରେ ପ୍ରବାହିତ ପୁରେନା ଗ୍ରାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ପୁରେନା ଗ୍ରାମରେ ତିନି ଦିନ ବ୍ୟାପୀ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ନାମଯଜ୍ଞ ଆରମ୍ଭରୁ ପ୍ରହର ଅନୁସାରେ ଭଗବାନଙ୍କଠାରେ ଭୋଗ ସହ ହୋମ ଅନୁଷ୍ଠିତ ହୋଇଅଛି । ମହାମନ୍ତ୍ର ଧ୍ୱନିରେ
Read More...

୧୯୬ ବୋତଲ ନକଲି ବିଦେଶୀ ମଦ ଜବତ : ବିଦେଶୀ ମଦ ଦୋକାନରେ କାମ କରୁଥିବା ୨ କର୍ମଚାରୀ ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ଼ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରାମବ୍ରତ ସାହୁ ଓ ଗୌତମ ମହନ୍ତ । ମିଳିଥିବା ରିପୋର୍ଟ
Read More...

ପୁଣି ଏକ ଦାଦନ ଶ୍ରମିକଙ୍କ ଶବକୁ ଇଟା ଭାଟି ମାଲିକ ପୋଡ଼ି ଦେଇଥିବା ଅଭିଯୋଗ : ତଦନ୍ତ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ସରୁନି ଦାଦନ ଦୁଃଖ । ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, କେରଳ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ହେଲେ ଦୁଃଖର
Read More...

ଜିଲ୍ଲା ଟୀକା ଭଣ୍ଡାର ଉଦ୍‌ଘାଟନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍‌ପିଟାଲ ପରିସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଜିଲ୍ଲା ଟୀକା ଭଣ୍ଡାରର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇଯାଇଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ନୂତନ ପ୍ରକାର ଭୂତାଣୁ ଜନିତ ରୋଗର
Read More...