Daily Archives

ସରୋଜିନୀ ରେସିଡେନ୍ସି ଠାରେ ରୋଟାରୀ ଇଲାଇଟ୍‌ ବଲାଙ୍ଗିର ତରଫରୁ ୧୧ ତମ ଚାର୍ଟର ଡେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରୋଟାରୀ ଇଲାଇଟ୍‌ ବଲାଙ୍ଗିର ତରଫରୁ ୧୧ ତମ ଚାର୍ଟର ଡେ ସ୍ଥାନୀୟ ସରୋଜିନୀ ରେସିଡେନ୍ସି ଠାରେ ପାଳିତ ହୋଇଯାଇଛି । ସର୍ବପ୍ରଥମେ ଏହି କାର୍ଯ୍ୟକ୍ରମରେ ସେକ୍ରେଟାରୀ ନୂତନ ନାୟକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରେସିଡେଣ୍ଟ ସଂଦୀପ
Read More...

କର୍ଲାପିଟା ଗ୍ରାମରୁ ପୁଲା ପୁଲା ବିସ୍ଫୋରକ ସାମାଗ୍ରୀ ଜବତ ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଅଧିନସ୍ଥ ହଲଦୀ ଗ୍ରାମପଂଚାୟତ ଅନ୍ତର୍ଗତ ଜଙ୍ଗଲଗେଡା ଭିତରେ ରହିଥିବା କର୍ଲାପିଟା ଗ୍ରାମରୁ କେତେକ ଘରୁ ମୁରିବାହାଲ ପୁଲିସ ଆଠ ଗୋଟି ପୂରୁଣା ବନ୍ଧୁକ, କିଛି ଗୋଲି ସମେତ କିଛି ବିସ୍ଫୋରକ ସମାମାଗ୍ରୀ ଜବତ କରିଥିବା ବେଳେ ଏହି
Read More...

ଜିଲ୍ଲା ପାଠାଗାରରେ ଜୟଦେବ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କୋଶଲ କଳା ମଣ୍ଡଳ ସ୍ଥିତ ଜିଲ୍ଲା ପାଠାଗାରରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ରଙ୍କ ସଭାପତିତ୍ୱରେ ଜୟଦେବ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ
Read More...

ମ.ରାମପୁର ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ : ମେଧା ବୃତ୍ତି ପରୀକ୍ଷାରେ କୃତିତ୍ୱ

ମ. ରାମପୁର, (ହେମନ୍ତ ସାହୁ) : ଶିକ୍ଷା ବିକାଶ ସମିତି ଓଡିଶା ଦ୍ୱାରା ପରିଚାଳିତ ହେଉଥିବା ପଞ୍ଚମ ଶ୍ରେଣୀ ପ୍ରାଦେଶିକ ଭାରତୀକୃଷ୍ନ ଗଣିତ ମେଧା ବୃତ୍ତି ପରୀକ୍ଷାରେ ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ହୋତା ସଫଳତା ପାଇଛନ୍ତି । ପିତା ଶିକ୍ଷକ
Read More...

ସୁନାମୁଦି ଗୌନ୍ତିଆଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନାମୁଦି ଗ୍ରାମର ଗୌନ୍ତିଆ ତଥା ପାଟଣାଗଡ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ(୨୦୦୨-୨୦୦୭) ନଟବର ଧରୁଆଙ୍କ ୯୫ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ଶ୍ରୀ ଧରୁଆ ଜଣେ ଆଜୀବନ କଂଗ୍ରେସ କର୍ମୀ, ଭୁଦାନ ଯଜ୍ଞର ସଦସ୍ୟ, ଖଦୀ ପ୍ରଚାର ପ୍ରସାର କମିଟିର ସଭ୍ୟ,
Read More...

ଟୋପାଏ ପାଣି ପାଇଁ କଲବଲ ହେଉଛନ୍ତି ଅରାକାମ୍ବା ଗ୍ରାମର ୭୦ରୁ ଅଧିକ ପରିବାର

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟବାସୀ ଏବେ ଛଟପଟ । ଘରେ ହେଉ ବା ବାହାରେ ସବୁଠି ଗରମରୁ ଟିକେ ରକ୍ଷା ପାଇବା ପାଇଁ କଲବଲ ହେଉଛନ୍ତି । ସେପଟେ ଗାଁ ଠୁ ସହର ସବୁଠି ଦେଖାଗଲାଣି ଜଳକଷ୍ଟ । ଜଳାଶୟ ଗୁଡିକରୁ ପାଣି ଶୁଖିଗଲାଣି । ସେପଟେ ଟୋପେ
Read More...

ବିଦ୍ୟୁତ ବିଭ୍ରାଟକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଅସନ୍ତୋଷ ପ୍ରକାଶ

ପୂର୍ବ ବିଭାଗୀୟ କାର୍ଯ୍ୟାଳୟଠାରେ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ସହିତ ବୈଠକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷର ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପ୍ରଭାବରେ ବଲାଙ୍ଗିର ଜିଲ୍ଲା ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ପୁରୁଖା କଂଗ୍ରେସ
Read More...

ବଲାଙ୍ଗିର ରାମଜୀପଡା ରାମଲୀଳା ଉଦ୍‌ଯାପିତ : ଛଉ ନୃତ୍ୟ ଓ ସଙ୍ଗୀତରେ ଦୁଲୁକିଲା ମଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜଗନ୍ନାଥ ମନ୍ଦିର ସମ୍ମୁଖରେ ରାମଜୀ ନାଟକ ସଂସ୍ଥା ପକ୍ଷରୁ ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି ରାମଲୀଳା ନାଟକ । ବଲାଙ୍ଗିର ସାଂସ୍କୃତିକ ଅଭ୍ୟୁଦୟ ଉପରେ ଲିଳାଗୁରୁ ତଥା ନିର୍ଦ୍ଦେଶକ ବାଳମକୁନ୍ଦ ବେହେରା ସୂଚନା ଦେଇଥିଲେ ଯେ ପ୍ରାୟ ୧୫୦ ବର୍ଷ
Read More...

ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ପାଟଣାଗଡ଼ ବ୍ରାହ୍ମଣ ଏକତା ମଞ୍ଚ ପକ୍ଷରୁ ଶୋଭାଯାତ୍ରା

ବାସ୍ତବରେ ବ୍ରାହ୍ମଣ ଷୋଡ଼ଶ ସଂସ୍କାରବାଦୀ ଓ ମାନବ ସମାଜ ମଧ୍ୟରେ ଶ୍ରେଷ୍ଠ, ନିଜର ବୁଦ୍ଧି ବିବେକର ଉପଯୋଗ କରି ସମାଜକୁ ଆଗକୁ ନେବା ସହ ଶ୍ରେଷ୍ଠ ସମାଜ ଗଠନ କରିବାରେ ଭୂମିକା ନେବା ଆବଶ୍ୟକ : ବ୍ରାହ୍ମଣ ଏକତା ମଞ୍ଚ ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ରେ ବ୍ରାହ୍ମଣ ଏକତା
Read More...

ସିମେଣ୍ଟ ନଗରକୁ ଲମ୍ବି ଯାଇଥିବା ରାସ୍ତାକୁ ସହୀଦ ପଦ୍ମଲୋଚନ ମାଝୀଙ୍କ ନାମରେ ନାମିତ

ବରଗଡ, (ନିରୋଜ କୁମାର ପାଣୀ) : ସବ କଲେକ୍ଟର ବରଗଡ଼ଙ୍କ ପତ୍ର ସଂଖ୍ୟା ୧୨୮/୩୦-୦୪-୨୦୨୨ଙ୍କ ଆଦେଶ କ୍ରମେ ଆଜି ବରଡୋଲ କେନାଲ ଛକରୁ ସିମେଣ୍ଟ ନଗରକୁ ଲମ୍ବି ଯାଇଥିବା ରାସ୍ତାକୁ ସହୀଦ ପଦ୍ମଲୋଚନ ମାଝୀଙ୍କ ନାମରେ ନାମିତ କରାଗଲା । ଏହି ଅବସରରେ ଶହୀଦ ପରିବାରରୁ ପଦ୍ମଲୋଚନଙ୍କ ମାତା ଶର୍ମିଳା
Read More...