Daily Archives

ଝାରବନ୍ଧରେ ଅକ୍ଷୟ ତୃତୀୟା ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଭଇଁସାଦର୍ହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଳାପାଣି ଠାରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଝାରବନ୍ଧ ତରଫରୁ ଅଖିମୁଠି ଅନୁକୂଳ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏବିଡିଓ ଭୀଷ୍ମଦେବ ମାଝୀ,
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୨ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୨୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ଶ୍ରମିକ ଦିବସ ୨୦୨୨ ମହାସମାରୋହରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ଶ୍ରମିକ ଦିବସ ୨୦୨୨ ମହାସମାରୋହରେ ପାଳିତ ହୋଇଯାଇଛି । ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଓ ରାଉରକେଲା ଅତିରିକ୍ତ
Read More...

ବରିକେଲଠାରେ ରାଜ୍ୟ ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ପାଳନ କଲା ରାଜ୍ୟ କୃଷକ ମୋର୍ଚ୍ଚା : ଯବାନ ଓ କିଷାନ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବରିକେଲ ଗ୍ରାମରେ ରାଜ୍ୟସ୍ତରୀୟ "ଅକ୍ଷୟ ତୃତୀୟା" ଉତ୍ସବ ପାଳିତ ହୋଇଯାଇଛି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜମିକୁ ବିଧି ଅନୁଯାୟୀ
Read More...

ବ୍ରହ୍ମପୁରା ସ୍କୁଲ ସମ୍ମୁଖରୁ ୨ଟି ଷ୍ଟ୍ରିଟ ଲାଇଟ ଚୋରି ନେଇ ଥାନାରେ ଏତଲା ଦେଲେ ଯୁବ ପତ୍ରକାର ସଂଘର ସମ୍ପାଦକ ବିମଳ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଭିନ୍ନ ଏକ ଚୋରି ମାମଲା ଦାୟର ହୋଇଛି ଆଜି ପାଟଣାଗଡ ଥାନାରେ । ମାମଲା ହେଉଛି ୨ଟି ଷ୍ଟ୍ରିଟ ଲାଇଟ ଚୋରି । ଏହି ମାମଲା ଦୟାର କରିଛନ୍ତି ପାଟଣାଗଡର ଯୁବ ପତ୍ରକାର ସଂଘର ସମ୍ପାଦକ ବିମଳ କୁମାର ବାଗ । ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ଘଡ଼ଘଡ଼ି, ପବନ ସହ
Read More...

ଅଖିଳ ଭାରତୀୟ ଗୋଣ୍ଡ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅଖିଳ ଭାରତୀୟ ଗୋଣ୍ଡ ସମାଜର ଶ୍ରୀ ଶ୍ରୀ ନୃସିଂହନାଥ ସ୍ଥିତ ବଡଦେଓ ମଣ୍ତପଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଶ୍ରୀ ବୁଢାଦେଓ ଠାରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ନନ୍ଦ କିଶୋର
Read More...

ଶିରାବାହାଲରେ ପୋଢ଼ ବଳି

କଳାହାଣ୍ଡି, (ନରୋତ୍ତମ ସେଲମା) : ପବିତ୍ର ଅକ୍ଷୟ ତୃତୀୟାରେ ପଡିଛି ପୋଢ଼ ବଳି । ଆଦିବାସୀଙ୍କ ଭକ୍ତି ଓ ବିଶ୍ୱାସ ତଥା ଗ୍ରାମବାସୀଙ୍କ ସମ୍ମିଳିତ ସହଯୋଗରେ ଗ୍ରାମର ମଙ୍ଗଳ ଓ କୃଷିର ଉନ୍ନତି ପାଇଁ ଗ୍ରାମର ଧରଣୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚନା ସହ ଗାଁ ଶେଷ ମୁଣ୍ଡରେ ପୋଢ଼ ବଳି ଦିଆଯାଇଥାଏ ।
Read More...

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମହାକବି ଜୟଦେବ ଜୟନ୍ତୀ ସମାରୋହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଉଦିତନଗରସ୍ଥିତ ମହାନଗର ପାଠାଗାରଠାରେ ମହାକବି ଜୟଦେବଙ୍କ ଜୟନ୍ତୀ ସମାରୋହ ପାଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକ ସଂପର୍କ ଅଧିକାରୀ ସୀମା ଫତିମା ଏକ୍କାଙ୍କ
Read More...

ରାଉରକେଲା ବିକାଶ ମଞ୍ଚର ଜନ ସଚେତନତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ମଇ ଏକ ତାରିଖ ଦିନ ରାଉରକେଲା ବିକାଶ ମଞ୍ଚ ତରଫରୁ ଅନ୍ୟ ଏକ ଜନ ସଚେତନତା ଶିବିର ବାସନ୍ତୀ କଲୋନୀର ଜଗନ୍ନାଥ ମନ୍ଦିର ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ତଥା ଜଗନ୍ନାଥ ମନ୍ଦିରର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ଏହି ସମାବେଶରେ
Read More...

ଗ୍ରୀଷ୍ମରେ ଭୀମଡୁଙ୍ଗୁରି ପର୍ଯ୍ୟଟନକ୍ଷେତ୍ରରେ ବୋଟିଂର ମଜାନେଉଛନ୍ତି ପର୍ଯ୍ୟଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜିଲ୍ଲା ଦେଓଗାଁ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ହୋଇଚାଲିଛି । ରାଜ୍ୟସରକାରଙ୍କ ଜଙ୍ଗଲବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଅନେକଗୁଡିଏ ଉନ୍ନୟନ କାମ ଚାଲିଛି । ସେଥିମଧ୍ୟରେ ଭୀଢମପାହାଡର
Read More...