csstore

କର୍ଲାପିଟା ଗ୍ରାମରୁ ପୁଲା ପୁଲା ବିସ୍ଫୋରକ ସାମାଗ୍ରୀ ଜବତ ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଅଧିନସ୍ଥ ହଲଦୀ ଗ୍ରାମପଂଚାୟତ ଅନ୍ତର୍ଗତ ଜଙ୍ଗଲଗେଡା ଭିତରେ ରହିଥିବା କର୍ଲାପିଟା ଗ୍ରାମରୁ କେତେକ ଘରୁ ମୁରିବାହାଲ ପୁଲିସ ଆଠ ଗୋଟି ପୂରୁଣା ବନ୍ଧୁକ, କିଛି ଗୋଲି ସମେତ କିଛି ବିସ୍ଫୋରକ ସମାମାଗ୍ରୀ ଜବତ କରିଥିବା ବେଳେ ଏହି ଘଟଣାରେ ୪ଜଣ କର୍ଲାପିଟା ଗ୍ରାମର ଗ୍ରାମବାସୀଙ୍କୁ ମଧ୍ୟ ଗିରଫ କରିଛି ମୁରିବାହାଲ ପୋଲିସ ବୋଲି ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.