pakka

ସରୋଜିନୀ ରେସିଡେନ୍ସି ଠାରେ ରୋଟାରୀ ଇଲାଇଟ୍‌ ବଲାଙ୍ଗିର ତରଫରୁ ୧୧ ତମ ଚାର୍ଟର ଡେ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରୋଟାରୀ ଇଲାଇଟ୍‌ ବଲାଙ୍ଗିର ତରଫରୁ ୧୧ ତମ ଚାର୍ଟର ଡେ ସ୍ଥାନୀୟ ସରୋଜିନୀ ରେସିଡେନ୍ସି ଠାରେ ପାଳିତ ହୋଇଯାଇଛି । ସର୍ବପ୍ରଥମେ ଏହି କାର୍ଯ୍ୟକ୍ରମରେ ସେକ୍ରେଟାରୀ ନୂତନ ନାୟକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରେସିଡେଣ୍ଟ ସଂଦୀପ ପାଣିଗ୍ରାହୀ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ଉପସ୍ଥିତ ଥିବା ସମସ୍ତ ରୋଟାରୀ ଇଲାଇଟ୍‌ର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହି ଏହି ଦିବସକୁ ସଫଳ କରିଥିଲେ । ଶେଷରେ ରୋଟାରିଏନ୍‌ ବବିତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × 1 =