Daily Archives

ମ.ରାମପୁର ଶ୍ରୀରାମଲୀଳା ମହୋତ୍ସବ: ମହୋଦଧି ସ୍ନାନ ଓ ଜଗନ୍ନାଥ ଦର୍ଶନ କଲେ ରାବଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ତଥା ଜିଲ୍ଲା ବାହାରେ ନିଜର ଏକ ସ୍ୱତନ୍ତ୍ର ପ୍ରସିଦ୍ଧିଲାଭ କରିଥିବା ମ.ରାମପୁର ପାଇକପଡ଼ାର ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନର ରାମଲୀଳା ଶେଷ ହୋଇଛି । ରାବଣ ରାଜ୍ ଶେଷ ହେବା ପରେ ରାବଣ ବଧ ସହିତ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ
Read More...

ଆର୍‌ଟିଓ ଛକ୍‌ ଠାରେ ଦିବ୍ୟ ଜୀବନ ସଂଘ ତରଫରୁ ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିବ୍ୟ ଜୀବନ ସଂଘ ତରଫରୁ ଗୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କ ଆରାମ ପାଇଁ ଟିଟିଲାଗଡ ରୋଡ ସ୍ଥିତ ଆର୍‌ଟିଓ ଛକ୍‌ ଠାରେ ଆଜି ଦହି ପାଣି ବଣ୍ଟନ କରାଯାଇଛି । ଏହି ଦହି ପାଣି ବଣ୍ଟନ ଗୋଟିଏ ମାସ ହେବ ପ୍ରତି ରବିବାର କରାଯାଉଛି । ସଂଘର ସଭାପତି
Read More...

ପାଟନା ଛକ ଠାରେ ଶିତଳ ଜଳଛତ୍ରକୁ ଉଦ୍‌ଘାଟନ କଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରେ ଅସହ୍ୟ ଗରମ । ଏଥିପ୍ରତି ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ନିଆଯାଇଥିବା ବେଳେ ସ୍ଥାନେ ସ୍ଥାନେ ଜଳଛତ୍ର ଖୋଳାଯାଇଥିଲେ ମଧ୍ୟ ଆଜି ଶ୍ୱେତାମ୍ବର ତେରାପନ୍ଥି ସଭା ତରଫରୁ ସ୍ଥାନୀୟ ପାଟନା ଛକ ଠାରେ ସାଧାରଣ ଜନତାଙ୍କ ପାଇଁ ଏକ ଶିତଳ ଜଳଛତ୍ରର
Read More...

ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଖର୍ଲିକାନି ଗାଁକୁ ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗରିବ ଆଦିବାସୀ ଭୂମିହୀନଙ୍କୁ ବିଗତ ୧୯୯୫ ମସିହାରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଜମି ପଟ୍ଟାର ଭୂମି ଚିହ୍ନଟ ପୂର୍ବକ ହିତାଧିକାରୀଙ୍କୁ ହସ୍ତାନ୍ତର ପାଇଁ ବିଭାଗୀୟ ଅଧିକାରୀଙ୍କଙ୍କୁ ନେଇ ସହର ଉପକଣ୍ଠ ଖର୍ଲିକାନି
Read More...

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ମଇ ଦିବସ ତଥା ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : ଆଜି ଭାବନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ଓଡିଶା କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି । ଏହି ଦିବସରେ
Read More...

ବଲାଙ୍ଗିର ସିଭିଲ କୋର୍ଟର ବରିଷ୍ଠ ଟାଇପିଷ୍ଟ ଶିବରାମ ପଣ୍ଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସିଭିଲ କୋର୍ଟର ବରିଷ୍ଠ ଟାଇପିଷ୍ଟ ଶିବରାମ ପଣ୍ଡାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ବିଚାର ବିଭାଗୀୟ ସଂଘ ତରଫରୁ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ
Read More...

ଜିଲ୍ଲା ତୈଳିକ ବୈଶ୍ୟ ସମାଜ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶ୍ରମିକ ଦିବସ ଅବସରରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ତରଫରୁ ଜିଲ୍ଲା ସଭାପତି ଉମାକାନ୍ତ ସାହୁ, ସଂପାଦକ ପ୍ରଦୀପ ସାହୁ, ନଗର ସଭାପତି ରେବତିକାନ୍ତ ସାହୁଙ୍କ ତତ୍ତ୍ୱାବଧନରେ ଶାନ୍ତିପଡା ଦୁର୍ଗା ମଣ୍ଡପ ସମ୍ମୁଖରେ ସମୟ ୯ ଘଣ୍ଟା ରୁ ୧୧ ଘଣ୍ଟା ପର୍ଯ୍ୟନ୍ତ
Read More...

ବ୍ରହ୍ମପୁର ରେଡିଓ ଷ୍ଟେସନଠାରୁ ଲୋଚ୍ଚାପଡା ପର୍ଯ୍ୟନ୍ତ ନିର୍ମାଣାଧିନ ଥିବା ରାସ୍ତା ଏବଂ ଡ୍ରେନ କାମକୁ ତ୍ୱରାନ୍ୱିତ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସହର ସନ୍ନିକଟ ତଥା ସହର ତଳି ଅଞ୍ଚଳ ସ୍ଥିତ ବ୍ରଜନଗରର ବ୍ରଜନଗର ଉନ୍ନୟନ ପରିଷଦ ପକ୍ଷରୁ ରେଡିଓ ଷ୍ଟେସନଠାରୁ ଲୋଚ୍ଚାପଡା ପର୍ଯ୍ୟନ୍ତ ନିର୍ମାଣାଧିନ ଥିବା ରାସ୍ତା ଏବଂ ଡ୍ରେନ କାମ ଦୀର୍ଘ ତିନି ବର୍ଷ ଧରି ଚାଲୁ ରହିଥିବା ବେଳେ ସରିବାର ନାମ
Read More...

ଓଡିଶା ଜୀବିକା ମିଶନ ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ବାରଖମା ପଞ୍ଚାୟତ ସ୍ତରୀୟ ମହାସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାଲିଗୁଡା ବ୍ଲକରୁ ବିପିଏମ୍‌ ସରୋଜିନୀ ପ୍ରଧାନ,
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ

ଶ୍ରମିକମାନେ ନିଜ ଅଧିକାର ସମ୍ପର୍କରେ ସଚେତନ ହେବା ଉପରେ ଗୁରୁତ୍ୱାରୋପ ବଲାଙ୍ଗିିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଆଜି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବିଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଓଡିଶା କୋଠାବାଡି ଓ ନିର୍ମାଣ
Read More...