pakka

ପାଟନା ଛକ ଠାରେ ଶିତଳ ଜଳଛତ୍ରକୁ ଉଦ୍‌ଘାଟନ କଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରେ ଅସହ୍ୟ ଗରମ । ଏଥିପ୍ରତି ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ନିଆଯାଇଥିବା ବେଳେ ସ୍ଥାନେ ସ୍ଥାନେ ଜଳଛତ୍ର ଖୋଳାଯାଇଥିଲେ ମଧ୍ୟ ଆଜି ଶ୍ୱେତାମ୍ବର ତେରାପନ୍ଥି ସଭା ତରଫରୁ ସ୍ଥାନୀୟ ପାଟନା ଛକ ଠାରେ ସାଧାରଣ ଜନତାଙ୍କ ପାଇଁ ଏକ ଶିତଳ ଜଳଛତ୍ରର ଶୁଭାରମ୍ଭ ହୋଇଯାଇଛି । ଏହି ଶିତଳ ଜଳଛତ୍ରକୁ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତି ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦ୍‌ଘାଟନ କରିଥିଲେ ।

Leave A Reply

Your email address will not be published.

six + eighteen =