Daily Archives

ବାବା ବାଣେଶ୍ଵର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଡେଲାଙ୍ଗ କୋଠବାଡ଼ ଗ୍ରାମ ପଂଚାୟତର ବଡ ଆଙ୍କୁଲା ଗ୍ରାମରେ ବାବା ବାଣେଶ୍ୱରଙ୍କ ପୀଠସ୍ଥଳୀରେ ସପ୍ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡେଲାଙ୍ଗ ପିପିଲିର ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଡେଲାଙ୍ଗ ବ୍ଲକ
Read More...

ପଦ୍ମପୁରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର ସିଭିଲ୍ କୋଟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହେବା ସହ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ
Read More...

ଚଙ୍ଗରିଆ ପାଞ୍ଚଛକରେ କୋଶଲ ମୁକ୍ତି ମୋର୍ଚ୍ଚାର ରାଜ୍ୟସ୍ତରୀୟ ସମାବେଶ

ଅଲଗା କୋଶଲ ରାଜ୍ୟ ଗଠନ ଦାବୀରେ ବିଧାନସଭା ଓ ଲୋକସଭା ଘେରାଉ କରିବା ନିଷ୍ପତ୍ତି ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପାଟଣେଶ୍ୱରୀ କଲେଜ ନିକଟସ୍ଥ ପାଞ୍ଚ ଛକ ଠାରେ କୋଶଲ ମୁକ୍ତି ମୋର୍ଚ୍ଚା ଆହ୍ୱାନ କ୍ରମେ ଚଙ୍ଗରିଆ ପଞ୍ଚାୟତ ସରପଞ୍ଚ ସୁଶୀଲ କୁମାର ଗୁରୁଙ୍କ
Read More...

ଯାଦବ ଭବନଠାରେ ଶ୍ରମିକ ଦିବସ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଇ ୧ ତାରିଖ । ଏହି ଦିନକୁ ସାରା ବିଶ୍ୱରେ ଶ୍ରମିକ ଦିବସ ହିସାବରେ ପାଳନ କରାଯାଏ । ତେବେ ଆଜି ଏହି ଅବସରରେ ବଲାଙ୍ଗିର ରାଜ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ତରଫରୁ ସଂଘର ସଭାପତି ଶମ୍ଭୁ ନାଗଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ସୁବର୍ଣ୍ଣପୁରଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ - ୨୦୨୨ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ଟାଉନହଲଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ରାଷ୍ଟ୍ର ଗଠନ ସହ ଦେଶର ଅର୍ଥନୈତିକ ବିକାଶରେ ଶ୍ରମିକ ତଥା
Read More...

ରଇଁଶୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଅରିଶଲ ପଞ୍ଚାୟତର ରଇଁଶୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ବେହେରାଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ଵ କରିଥିଲେ
Read More...

ଚାଣକ୍ୟ ଫେଲୋସିପ୍‌ ପାଇଁ ମନୋନୀତ ବରଗଡ଼ର ଛାତ୍ର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସର୍ବ ଭାରତୀୟ ସ୍ତରରେ ଅଧ୍ୟୟନରତ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ ପ୍ରତିବର୍ଷ ବିଜ୍ଞାନ ବିଷୟରେ ଗବେଷଣାର ଭିତ୍ତିଭୂମିର ପ୍ରସ୍ତୁତି ପାଇଁ ଚାଣକ୍ୟ ଫେଲୋସିପ୍‌ ପ୍ରଦାନ କରାଯାଇଥାଏ । ଉକ୍ତ ଫେଲୋସିପ୍‌ ନିମନ୍ତେ ମନୋନୀତ ହୋଇଥିବା
Read More...

କାଠଗଣ୍ଡି ଚୋରା ଚାଲାଣ ବେଳେ ଭିଜିଲାନ୍ସ ସ୍କ୍ୱାର୍ଡ ଦ୍ଵାରା ଧରାପଡିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭଟଲି ବନଖଣ୍ଡ ଅଞ୍ଚଳରୁ ଗତକାଲି ମୂଲ୍ୟବାନ କାଠଗଣ୍ଡି ଏକ ମହେନ୍ଦ୍ର ପିକ୍‌ଅପ୍‌ ଭ୍ୟାନରେ (ସିଜି ୧୩ ଏଜେ୦୮୦୪) ଚୋରା ଚାଲାଣ ବେଳେ ବଡ଼ମାଳ ବନଖଣ୍ଡ ଚେକ୍‌ଗେଟ୍‌ରେ ବନ ବିଭାଗ ଓ ଭିଜିଲାନ୍ସ ସ୍କ୍ୱାର୍ଡ ଦ୍ଵାରା ଧରାପଡିଥିଲେ । ଗାଡି
Read More...

ପିଡିଏସ୍‌ ଚାଉଳ ହଡ଼ପ ଘଟଣା : ତଦନ୍ତ ଓ ଦୃଢ଼ ପଦକ୍ଷେପ ପାଇଁ ଗରିବ ସେନା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ୨ମାସର ପିଡିଏସ୍‌ ଚାଉଳ ହଡ଼ପ ଘଟଣାର ତଦନ୍ତ ସହ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନୂଆପଡ଼ା ଜିଲ୍ଲା ଗରିବ ସେନା ଜିଲ୍ଲା ସଭାପତି ରବି ମଙ୍ଗରାଜଙ୍କ ତରଫରୁ ଉପଜିଲ୍ଲାପାଳ ତରଣୀସେନ ନାୟକଙ୍କୁ
Read More...

ଅଲାତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦମ୍ପତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, (ପି.କେ.ସାହୁ) : କଲାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବାବାଜୀ ଚରଣ ରାଉତ ଓ ଶିକ୍ଷୟତ୍ରୀ ମନୋରମା ସାମଲ ଉଭୟ ଶିକ୍ଷକ ଦମ୍ପତିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ସ୍କୁଲ ପରିଚାଳନା
Read More...