jsm

ବାବା ବାଣେଶ୍ଵର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଡେଲାଙ୍ଗ କୋଠବାଡ଼ ଗ୍ରାମ ପଂଚାୟତର ବଡ ଆଙ୍କୁଲା ଗ୍ରାମରେ ବାବା ବାଣେଶ୍ୱରଙ୍କ ପୀଠସ୍ଥଳୀରେ ସପ୍ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡେଲାଙ୍ଗ ପିପିଲିର ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ସାହୁ, ୧୬ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ ଏବଂ ଡେଲାଙ୍ଗ ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ବୈରାଗି ଜେନା ଉପସ୍ଥିତ ରହି ପ୍ରଭୁ ବାବା ବାଣେଶ୍ବରଙ୍କର ଆର୍ଶୀବାଦ ନେଇଥିଲେ ।

yuvodaya
Leave A Reply

Your email address will not be published.