Daily Archives

ସୁଦପଡାରେ ଚଳନ୍ତା ପେଟ୍ରାଲ ଟ୍ୟାଙ୍କରରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସୁଦପଡା କଲ୍ୟାଣ ମଣ୍ଡପ ନିକଟରେ ଚଳନ୍ତା ପେଟ୍ରାଲ ଟ୍ୟାଙ୍କରରେ ନିଆଁ ଲାଗିଥିବା ଖବର ମିଳିଛି । ସୂଚନା ଅନୁସାରେ ପାରାଦ୍ୱୀପରୁ ଭାରତୀୟ ପେଟ୍ରୋଲିୟମର ଏକ ପୋଟ୍ରାଲ ଭର୍ତ୍ତି ଟ୍ୟାଙ୍କର କେସିଙ୍ଗାକୁ ଆସୁଥିବା ବେଳେ କୌଣସି କାରଣରୁ ନିଆଁ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଜୁଡାମୁଣ୍ଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଯୁବକ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଖବର ମିଳିଛି । ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହେଲେ ରୂପକ ହନୁମାନ । ସୂଚନା ଅନୁସାରେ
Read More...

ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କ ଦ୍ୱାରା ପୋଖରୀପୁଟ ଡିଏଭିର ୩୧ତମ ଫାଉଣ୍ଡେସନ ଡେ’ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୋଖରୀପୁଟ ଡିଏଭିର ୩୧ତମ ଫାଉଣ୍ଡେସନ ଡେ'କୁ ଗତକାଲି ଉଦ୍‌ଘାଟନ କରିଛନ୍ତି । ଏହି ଅବସରେ ରାଜ୍ୟପାଳ କହିଥିଲେ ଯେ କୌଣସି ବିଷୟରେ ଚିନ୍ତା କର ନାହିଁ, କେବଳ ପ୍ରେମର ସହ ପ୍ରକୃତିକୁ ଭଲ ପାଅ
Read More...

ଆଜିଠୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା

ପଟ୍ଟାମୁଣ୍ଡାଇ : ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଆଜିଠୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ କୌଣସି ପର୍ଯ୍ୟଟକଙ୍କ ପ୍ରବେଶକୁ ଅନୁମତି ମିଳିବ ନାହିଁ । ଏନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ଓଲଟିଲା ପିକଅପ୍ ଭ୍ୟାନ୍ : ୧ ମୃତ ୪ ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ସିନ୍ଦେଇ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନାନୁଯାୟୀ, ମାଳିପୁଟ ପଞ୍ଚାୟତର ସିନ୍ଦେଇ ଗ୍ରାମରୁ ୫ ଜଣ ଶ୍ରମିକ ଏକ ବୋଲରୋ ପିକଅପ୍ ଗାଡିରେ ବିଲ କାମ କରିବାକୁ ଯାଉଥିବା
Read More...

ଟ୍ରକକୁ ପିଟିଲା ଦୃତଗାମୀ ଆମ୍ବୁଲାନ୍ସ : ୩ ମୃତ, ୧ ଗୁରୁତର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପିଟିଲା ଦୃତଗାମୀ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବଡ଼ଚଣା ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ କଟକ ବଡ଼ ମେଡିକାଲକୁ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଜଗନ୍ନାଥପୁର ଗ୍ରାମରେ ଗୌରାଙ୍ଗ ପୃଷ୍ଟିଙ୍କ ହିରୋ ବାଇକକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ଜଗନ୍ନାଥପୁର ଗ୍ରାମର ଗୌରାଙ୍ଗଙ୍କ ଶଳାଙ୍କ ସହିତ ପଦ୍ମପୁର ଗ୍ରାମର ମଣ୍ଟୁ
Read More...

କୂଅରେ ନିଜ ୩ଟି ସନ୍ତାନକୁ ଫିଙ୍ଗିଦେଲା ମଦ୍ୟପ ବାପା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଡେଙ୍ଗୁଳା ପଞ୍ଚାୟତ କୁଲାମୁଣ୍ଡା ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ମଦ୍ୟପ ବାପା ତାର ୩ ସନ୍ତାନଙ୍କୁ କୂଅକୁ ଟେକି ଫିଙ୍ଗି ଦେଇଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ସୂଚନାନୁଯାୟୀ, କୋଇଡା ଥାନା ଅନ୍ତର୍ଗତ ଡେଙ୍ଗୁଳା
Read More...

ମଇ ଦିବସ ପାଳନ ଅବସରରେ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବର୍ଦ୍ଧିତ କଲେ ରାଜ୍ୟ ସରକାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମଇ ଦିବସ ପାଳନ ଅବସରରେ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବର୍ଦ୍ଧିତ କରିଛନ୍ତି ରାଜ୍ୟ ସରକାର । ଅଣ କୂଶଳୀ, ଅର୍ଦ୍ଧ କୂଶଳୀ, କୂଶଳୀ ଏବଂ ଉଚ୍ଚ କୂଶଳୀମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀ ଯଥାକ୍ରମେ ୩୨୬, ୩୬୭, ୪୧୬ ଏବଂ ୪୭୬ ଟଙ୍କାକୁ ବୃଦ୍ଧି ଘଟିଛି ।
Read More...

ମଇ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମଇ ଦିବସ ଅବସରରେ ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଶ୍ରମିକମାନେ ହେଉଛନ୍ତି ବିକାଶର ମୂଳ ଆଧାର । ସେମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ୟ୍ୟକାରୀ
Read More...