Daily Archives

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଯୁଗ୍ମ ସମ୍ମିଳନୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

● “୭୫ବର୍ଷର ସ୍ୱାଧୀନତା କାଳରେ ଉଭୟ କାର୍ଯ୍ୟ ନିର୍ବାହୀ ଓ ନ୍ୟାୟପାଳିକାର ଭୂମିକା ଓ ଦାୟିତ୍ୱ ନିରବଚ୍ଛିନ୍ନ ଭାବେ ସ୍ପଷ୍ଟ ହୋଇଛି । ଯେତେବେଳେ ଦରକାର ହୋଇଛି, ଏହି ସମ୍ପର୍କର ତଜର୍ମା ହୋଇ ଦେଶକୁ ଦିଗ୍‌ଦର୍ଶନ ମିଳିଛି”● “ଆମେ ଆମର ନ୍ୟାୟିକ ପ୍ରଣାଳୀକୁ ଏପରି ସମର୍ଥ କରିବା ଯାହା ୨୦୪୭
Read More...

୨୦୨୧-୨୨ରେ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କଲା ଖଦୀ କାରବାର

ଭାରତରେ ସମସ୍ତ ଏଫଏମସିଜି କମ୍ପାନିଙ୍କୁ ପଛରେ ପକାଇଲା ନୂଆଦିଲ୍ଲୀ, (ପିଆଇବି) : ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ଏକ ଉଚ୍ଚତା ହାସଲ କରିଛି, ଯାହା କି ଭାରତରେ ସମସ୍ତ ଏଫଏମସିଜି କମ୍ପାନିଙ୍କ ପାଇଁ ଏକ ଦୂର ସ୍ୱପ୍ନ ହୋଇ ରହିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ
Read More...

ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

• ଜୁନ ପହିଲା ୨୦୨୨ ଠାରୁ ହେବ ଲାଗୁ• ୨୦, ୨୩, ୨୪ କ୍ୟାରେଟ୍ ସୁନା ଅଳଙ୍କାର/କଳାକୃତି ସାମିଲ ହେବ ନୂଆଦିଲ୍ଲୀ, (ପିଆଇବି) : ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲା, ୨୦୨୨ ଠାରୁ ଲାଗୁ ହେବ ।
Read More...

ମଇ ପହିଲାରେ ପାଳିତ ହେବ ଉଜ୍ୱଳା ଦିବସ : ଦେଶବ୍ୟାପୀ ୫ହଜାର ଏଲପିଜି ପଞ୍ଚାୟତର ଆୟୋଜନ

ଭୁବନେଶ୍ୱର, (ପିଆଇବି) : ପ୍ରତ୍ୟେକ ବିପିଏଲ୍ ପରିବାରକୁ "ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା" ଯୋଜନାରେ ବିନାମୂଲ୍ୟରେ ଏଲ୍ ପି ଜି ସଂଯୋଜ ଦିଆ ଯାଉଛି । ସାମାଜିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ । ଉତ୍ତରପ୍ରଦେଶର ବଲିଆଠାରେ ୨୦୧୬ ମଇ ପହିଲା ଦିନ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହି
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ ଉଦ୍‌ଯାପିତ

• ଜୈବିକ ଖତର ଉପକାରୀତା ସମ୍ପର୍କରେ ଜନସଚେତନତା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଆନୁକୂଲ୍ୟରେ ଆତ୍ମନିର୍ଭର କୃଷକ ଅଭିଯାନ କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ପାଳିତ ହୋଇଯାଇଛି । ଛତ୍ରପୁର ପୌର ଅଧ୍ୟକ୍ଷା
Read More...

ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ତରଫରୁ ମଣ୍ଡଳ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ରଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ଚଣ୍ଡେଶ୍ଵରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଆଳିପଡାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଶିକ୍ଷକ ସଂଘ
Read More...

କୋଏଲ ନଗର ‘ଡି’ ବ୍ଲକ୍‌ ସ୍ଥିତ ହନୁମାନ ମନ୍ଦିରର ସ୍ଥାପନା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର କୋଏଲ ନଗର ସ୍ଥିତ ‘ଡି’ ବ୍ଲକ୍‌ ହନୁମାନ ମନ୍ଦିରର ସ୍ଥାପନା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଥମେ ଏହି ଅବସରରେ ଶ୍ରୀହନୁମାନ ଚାଳିଶା ପଠନ ସହିତ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ପ୍ରଥମ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବରିଷ୍ଠ ସାମ୍ବାଦିକ, ଲେଖକ, ସ୍ତମ୍ଭକାର ତଥା ସଂଗଠକ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ସେକ୍ଟର ୫ସ୍ଥିତ କଲଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଭାପତି ଡଃ ପ୍ରଭାତ କୁମାର
Read More...

ଖେଳ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲର ଖେଳ ଶିକ୍ଷକ ମୁରଲୀଧର ପଟେଲଙ୍କୁ ଗତକାଲି ପ୍ରଧାନଶିକ୍ଷକ କମଲାକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଖେଳ ଶିକ୍ଷକ ପଟେଲ ୧୯୮୯
Read More...