Daily Archives

ସଡକ ଦୁର୍ଘଟଣା, ୨ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ମୁଖ୍ୟଛକଠାରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣ ଗୁୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଦୁଇଜଣ ପାଇକମାଲ ପଟରୁ ଆସୁଥିବା ଝାରବନ୍ଧ ବ୍ଲକ ତୁର୍ଲା ଗ୍ରାମର ଯେମନ୍ତ ମାଝୀ ଓ ତାଙ୍କ ଧର୍ମପତ୍ନୀ
Read More...

ରେଡକ୍ରସ ସୋସାଇଟି ତରଫରୁ ସ୍ୱାଧାର ଆଶ୍ରୟ ଓ ପୁନର୍ବାସ ଗୃହଠାରେ ହାଇଜେନିକ୍‌ କିଟ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ସହଯୋଗ କ୍ରମେ ବଲାଙ୍ଗିର ଜିଲ୍ଲା ରେଡକ୍ରସ ସୋସାଇଟି ତରଫରୁ ବଲାଙ୍ଗିର ସହର ସ୍ଥିତ ସ୍ୱାଧାର ଆଶ୍ରୟ ଓ ପୁନର୍ବାସ ଗୃହ ଅନ୍ତେବାସୀଙ୍କୁ ହାଇଜେନିକ୍‌ କିଟ୍‌ ବଣ୍ଟନ କରାଯାଇଛି । ଜିଲ୍ଲା ଜରୁରିକାଳୀନ
Read More...

ଲୋ-ଭୋଲଟେଜ ଯୋଗୁଁ ବୈଦ୍ୟୁତିକ ଯନ୍ତ୍ର ନଷ୍ଟ ସହ ଅମୃତ ଧାରା ଅଚଳ ଅଭିଯୋଗ : ଦେଓଗାଁ ଡାକବଙ୍ଗଳାରେ…

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ଦେଓଗାଁ ଡାକ ବଙ୍ଗଳାକୁ ସଂଯୋଗ କରୁଥିବା ବିଦ୍ୟୁତରେ ଲୋ-ଭୋଲଟେଜ ଯୋଗୁଁ ବଙ୍ଗଳା ଅଧିବାସୀ ଓ ଦୋକାନୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାସହ ଡାକବଙ୍ଗଳା ସମ୍ମୁଖରେ ଲାଗିଥିବା ଅମୃତଧାରାରୁ ମଧ୍ୟ ପାଣି ଠିକ୍‌ ଭାବେ ବାହାରୁ
Read More...

କୁଡ଼ାସିଂହା ଆଦିତ୍ୟ ବାହିନୀ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଆନୁକୂଲ୍ୟରେ ଓ ଏକାଦଶୀ ବ୍ରତିମାନଙ୍କ ସହଯୋଗରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବୁଧବାର ଦିନ ଏକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି
Read More...

ଦିବ୍ୟାଙ୍ଗଙ୍କୁ ସହାୟତା ପ୍ରଦାନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦିବ୍ୟାଙ୍ଗଙ୍କୁ ଆନୁଷ୍ଠାନିକ ଭାବେ ସହାୟତା ପ୍ରଦାନ କରିଛନ୍ତି । ଶନିବାର ଅପରାହ୍ନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋର୍ଦ୍ଧା ଜିଲ୍ଲା, ବୋଲଗଡ଼ ଫାସିଓଦା ଗ୍ରାମ ପଞ୍ଚାୟତର ମଣ୍ଡଳସିଂ ଗ୍ରାମକୁ ଯାଇ
Read More...

ପ୍ରଫୁଲ୍ଲ ନାୟକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ନିର୍ବାଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ପ୍ରଫୁଲ୍ଲ କୁମାର ନାୟକ ନିର୍ବାଚିତ ହୋଇଛନ୍ତି । ଗତକାଲି ଏଥିପାଇଁ ଭୋଟ ଗ୍ରହଣ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ପଞ୍ଚାୟତ ନିର୍ବାଚନ ସମୟରେ ଏହି ପଞ୍ଚାୟତର ଜନୈକ
Read More...

ବୃତ୍ତି ଭିତ୍ତିକ ପରାମର୍ଶ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକାଳ ଘ.୯ ସମୟରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକର ବୀଣାପାଣି ଶିକ୍ଷାସୌଧ ବିଦ୍ୟାଳୟରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଆନୁକୂଲ୍ୟରେ ତଥା ଯୁବା ପ୍ରକଳ୍ପ ୟୁନିସେଫ୍‌ ସହାୟତାରେ ଏକ ବୃତ୍ତି ଭିତ୍ତିକ ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି
Read More...

ମହିଳା ସଶକ୍ତିକରଣ କ୍ଷେତ୍ରରେ ସମନ୍ୱିତ କୃଷି ବ୍ୟବସ୍ଥା, ଫଳ ଓ ପନିପରିବାରେ ଉନ୍ନତ ଚାଷର ପ୍ରାଣାଳୀ ଉପରେ ସଚେତନତା…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉଦ୍ୟାନ ବିଭାଗ ଓ ଖପ୍ରାଖୋଲ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିକଳ୍ପର ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସମନ୍ୱିତ କୃଷି ବ୍ୟବସ୍ଥା, ଉନ୍ନତମାନର ଫଳ ଓ ପନିପରିବା ଚାଷର ପ୍ରାଣାଳୀ ଉପରେ ସଚେତନତା କାର୍ଯ୍ୟକ୍ରମ ଖପ୍ରାଖୋଲ ବ୍ଲକ
Read More...

କଣ୍ଟାପଡାଠାରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କଣ୍ଟାପଡାଠାରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଚବିଶ ପ୍ରହର ନାମଯଜ୍ଞରେ ପ୍ରଥମେ କଳସ ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ପୂଜାରେ କର୍ତ୍ତା ଭାବରେ
Read More...

ପଥରଚେପା ସ୍ଥିତ ଓଏଭି ସ୍କୁଲକୁ ପରିଦର୍ଶନ କଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଚ୍‌ଏସ୍‌ଟି ପର୍ଯ୍ୟାୟର ଦ୍ୱିତୀୟ କାର୍ଯ୍ୟକ୍ରମ ଭାବେ ନିଆଯାଇଥିବା ପଥରଚେପା ସ୍ଥିତ ଓଏଭି ସ୍କୁଲକୁ ଆଜି ପରିଦର୍ଶନ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । ଜିଲ୍ଳାପାଳ ଶ୍ରୀ ରାଣା ପରିଦର୍ଶନ କରି ସ୍କୁଲର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ୧୦୦
Read More...
error: Content is protected !!