pakka
Daily Archives

ସଂକ୍ରୀରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉତ୍ସାହ ଉଦ୍ଦୀପନା ସହ ସମ୍ପର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସଂକ୍ରୀ ଗ୍ରାମରେ ନବ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପର୍ଣ୍ଣ ହୋଇଯାଇଛି । ଗତ ମଇ ୨ରୁ ଆରମ୍ଭ ହୋଇ ମଇ ୬
Read More...

ଶିକ୍ଷା ବିଭାଗ କାର୍ଯ୍ୟାଳୟରୁ ଚୋରୀ ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ଗତ ଗୁରୁବାର ରାତ୍ରିରେ କିଛି ଦୁର୍ବୁତ୍ତ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଧୀନରେ ଥିବା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରୁ କବାଟ ଭାଙ୍ଗି ଭିତରେ ପଶି ଚୋରୀ କରିଥିବା ସଇଁତଲା ଥାନା ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ଲିଖିତ ଅଭିଯୋଗ
Read More...

ହଲଧର ନାଗଙ୍କ ରାମକାବ୍ୟ ଶୀର୍ଷକରେ ଆନ୍ତର୍ଜାତିକ ସଂପାନ ଅନୁଷ୍ଠିତ

ରାମକାବ୍ୟ ମାଧ୍ୟମରେ ହଲଧରଙ୍କ ସର୍ବୋକୃଷ୍ଟ ବିରଳ ଦର୍ଶନ ବିଶ୍ବବ୍ୟାପି ପହଂଚି ପାରିଛି ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ସଂସ୍କୃତିର ସର୍ବୋତ୍କୃଷ୍ଟ କାବ୍ୟ ରାମାୟଣ । ଉକ୍ତ ରାମାୟଣରୁ ସଂଗୃହିତ ବିରଳ ଘଟଣାବଳୀ ଓ ଚରିତ୍ରକୁ ଆଧାର କରି ପଦ୍ମଶ୍ରୀ ହଲଧର ନାଗ ଅନେକ କାଳଜୟୀ
Read More...

ସ୍କୁଲ ରାସ୍ତା ମଝିରେ ବାଲି ଗଦା କରିଥିବା ଅଭିଯୋଗ

ବେନକେରା ଆଶ୍ରମ ବିଦ୍ୟାଳୟକୁ ଯିବା ରାସ୍ତାରେ ବାଲି ଗଦା ଛାତ୍ରଛାତ୍ରୀମାନଙ୍କୁ ହେଉଛି କାଳପ୍ରଶାସନ ଦୃଷ୍ଟି ଦେବାକୁ ଅଭିଭାବକଙ୍କ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେନା ଗ୍ରାମରେ ରହିଛି ସରକାର ଅନୁସୁଚୀତ ଜାତି ଓ
Read More...

ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ ସର୍ବ ଭାରତୀୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଛତିଶଗଡ (ରାୟପୁର)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ ଏବଂ ଛତିଶଗଡ ସରକାରଙ୍କ ସଂସ୍କୃତି ବିଭାଗର ମିଳିତ ଆବାହକତ୍ୱରେ ଅନୁଷ୍ଠିତ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ଲବ୍ଧପ୍ରତିଷ୍ଠିତ କାର୍ଟୁନିଷ୍ଟ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ବୈଠକ : ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ନୀଳମଣି ମିଶ୍ରଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ୩ ବର୍ଷ ସକାଶେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଜୟକୃଷ୍ଣ ଦାଶ ଶର୍ମା ନିର୍ବାଚନ କାର୍ଯ୍ୟ ପରିଚାଳନା
Read More...

ବଲାଙ୍ଗିର ପଂଚାୟତ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଞ୍ଚାୟତ ସମିତି ବଲାଙ୍ଗିରର ସଭାଗୃହଠାରେ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗଙ୍କ ସଭାପତିତ୍ୱରେ ପ୍ରଥମ ସମତି ବୈଠକ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଉପସ୍ଥିତ ସମସ୍ତ ଜନ ପ୍ରତିନିଧି ତଥା ବିଭିନ୍ନ ବିଭାଗରୁ ଆସିଥିବା କର୍ମଚାରୀଙ୍କୁ ଗୋଷ୍ଠୀ ଉନ୍ନୟନ
Read More...

ରାଜ୍ୟମାନଙ୍କ ସହ ତାପଜ ବିଦ୍ୟୁତ କେନ୍ଦ୍ରରେ ମିଶ୍ରଣ ପାଇଁ ଆବଶ୍ୟକ କୋଇଲା ଆମଦାନୀର ସ୍ଥିତି ସମୀକ୍ଷା

● କୋଇଲା ଆମ ଆର.କେ ସିଂ● କୋଇଲା କମ୍ପାନୀଗୁଡ଼ିକ ଠାରୁ ମିଳିଥିବା କୋଇଲାର ଅନୁପାତ ଅନୁଯାୟୀ ସବୁ ବିଦ୍ୟୁତ କମ୍ପାନୀଗୁଡ଼ିକୁ ଘରୋଇ କୋଇଲା ଯୋଗାଇ ଦିଆଯିବ● କୋଇଲା ଆମଦାନୀ ପାଇଁ ତାମିଲନାଡ଼ୁ ଓ ମହାରାଷ୍ଟ୍ର ପକ୍ଷରୁ ଅର୍ଡର ଦିଆଯାଇ ସାରିଛି● ଟେଣ୍ଡର ଚୂଡ଼ାନ୍ତ କରିବାର ଅନ୍ତିମ ପର୍ୟ୍ୟାୟରେ
Read More...

ଅଷ୍ଟମ ଭୀମପାହାଡ ମହୋତ୍ସବ ଉଦ୍‌ଯାପିତ

ଭୀମପାହାଡ ପର୍ଯ୍ୟଟନସ୍ଥଳୀର ସର୍ବାଙ୍ଗୀନ ବିକାଶ କରାଯିବ-ମନ୍ତ୍ରୀ ସୁଶାନ୍ତ ସିଂଧରମସିଂ ମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହେବ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଭୀମପାହାଡରେ ୩ଦିନ ଧରି
Read More...

ବରଗଡ଼ ଜିଲ୍ଲାରେ ନୂତନ ଏସ୍‌ପିଙ୍କ ଯୋଗଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ନୂତନ ଏସ୍‌ପି ଭାବେ ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଆଜି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ଵ ଗ୍ରହଣ କରିଛନ୍ତି । ୨୦୧୩ ବ୍ୟାଚ ଆଇପିଏସ୍ ଅଫିସର ଶ୍ରୀ ପର୍ମାର ଏହା ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଏସପି ଭାବେ
Read More...