pakka
Daily Archives

ମାଲକାନଗିରିର ସ୍ୱାଭିମାନ ଅଂଚଳରେ ପ୍ରତିଷ୍ଠା ହେଲା ନିଜସ୍ୱ ଅଗ୍ନିଶମ ସେବା କେନ୍ଦ୍ର

ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠାରେ ସରକାରଙ୍କ ମାଇଲ୍‌ଖୁଣ୍ଟ ସ୍ଥାପନ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଅଗ୍ନିଶମ ସେବା ଦ୍ୱାରା ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ନିମନ୍ତେ ଚିତ୍ରକୋଣ୍ଡା ଠାରେ ଏବଂ ମୟୁରଭଂଜ ଜିଲ୍ଲାର କୁଳିଅଣା
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ : ସମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, କଂଟାବାଂଜି
Read More...

କଲେଜ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ଘଟଣା : ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦେଶ ପରେ ତଦନ୍ତ ଆରମ୍ଭ

ମନି ରିସିଭ, କେସ୍‌ ବୁକ୍‌ ଓ ବ୍ୟାଙ୍କ ସଞ୍ଚୟ ଖାତାର ବିବରଣୀ ଜବତ  ସଇଁତଲା, (ପ୍ରମୋଦ ସେଲମା) : ଚଳିତ ବର୍ଷ +୩ ପ୍ରଥମ ବର୍ଷ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁତଲା କୁଇକେଡ଼ା ପଞ୍ଚାୟତ ଅଞ୍ଚଳର ଜୈନିକା ଆଦିବାସୀ କଲେଜ ଛାତ୍ରୀ ପରୀକ୍ଷା ଫର୍ମ ପୂରଣ କରିବା ସତ୍ୱ
Read More...

ଲାନ୍ଥବୁଢ଼ା ପୂଜା ସାରି ଫେରୁଥିବା ବେଳେ ଅଘଟନ : ବଜ୍ରପାତରେ ଜଣେ ମୃତ, ପରିବାର ଲୋକଙ୍କୁ ସରକାରୀ ସାହାଯ୍ୟ ପାଇଁ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା  ଟିକ୍ରାପଡା ଫାଣ୍ଡି ଅଞ୍ଚଳରେ ଜଣେ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଭୁବନ ଓରଫ ମାଟୁ (୪୨) ବୋଲି ଜଣାପଡିଛି । ତାଙ୍କ ଘର ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗ୍ରାମରେ । ସେ ପୂଜା କରିବା ପାଇଁ
Read More...

ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଅଂଚଳର ଜନସାଧାରଣଙ୍କ ସୂଚନା ନିମନ୍ତେ ମାର୍ଗ ଦର୍ଶିକା ପୁସ୍ତକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ପ୍ରଭାବିତ ସମସ୍ତ ବ୍ୟକ୍ତିଙ୍କ ସୂଚନା ନିମନ୍ତେ ଜମି ଅଧିଗ୍ରହଣ, ଥଇଥାନ ଏବଂ ପୁନଃବସତିରେ କ୍ଷତିପୂରଣ ଏବଂ ସ୍ୱଚ୍ଛତା ପ୍ରତି ଅଧିକାର ଆଇନ, ୨୦୧୩ ତଥା ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି, ୨୦୦୬ର ବିଭିନ୍ନ ଉପାଦେୟ
Read More...

ବିମଳାଗଡ-ତାଳଚେର ରେଳପଥ ଶୁଣାଣି ଆସନ୍ତା ଅଗଷ୍ଟ ୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ବିମଳାଗଡ ତାଳଚେର ରେଳପଥକୁ ଯଥା ଶୀଘ୍ର ପୂର୍ଣ୍ଣାଙ୍ଗ କରାଯିବା ପାଇଁ ଦିଆଯାଇଥିବା ଜନସ୍ୱାର୍ଥ ମାମଲାର ଶେଷ ଶୁଣାଣି ଆସନ୍ତା ଅଗଷ୍ଟ ମାସ ୮ତାରିଖକୁ ଧାର୍ଯ୍ୟ କରାଯାଇଛି ବୋଲି ମଂଚର
Read More...

ଅଶ୍ୱସ୍ତମା ଦଣ୍ଡିଆଙ୍କ ପରଲୋକ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରର ଅଶ୍ୱସ୍ତମା ଦଣ୍ଡିଆ ୯୦ ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଇହଧାମ ତ୍ୟାଗ କରିଛନ୍ତି । ଗାଁ ମଶାଣିରେ ଆଜି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିଜ ଦୁର୍ବଳତା ମଧ୍ୟରେ
Read More...

ଚାଷୀନେତା ସ୍ୱର୍ଗତ ଡା. ସୁଧିର ପରିଚ୍ଛାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଚାଷୀଙ୍କ ଅର୍ଥେ କାମ କରିପାରିଲେ ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡା. ସୁଧିର ପରିଚ୍ଛା ଥିଲେ ଏକ ମହାନ ଚାଷୀନେତା । କେବଳ ଆମ ଜିଲ୍ଲାରେ ନୁହେଁ ସମଗ୍ର ରାଜ୍ୟର କୃଷକଙ୍କର ସ୍ୱାର୍ଥ ପାଇଁ ସେ ଲଢୁଥିଲେ । ତାଙ୍କ ଭଳିଆ ଅଦମ୍ୟ ସାହାସି ଚାଷୀ ନେତା
Read More...

ରାମକୃଷ୍ଣ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୌରାଞ୍ଚଳ ୱାର୍ଡ ନଂ.୪ ତାଲପାଲିପଡା ରାଧାକୃଷ୍ଣନଗରଠାରେ ପରିଷଦ ସଭାପତି ପରୀକ୍ଷିତ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ଭିତ୍ତି ପ୍ରସ୍ତର
Read More...

ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ସମାଜସେବୀଙ୍କ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାର ସମାଧାନ ଦାବୀ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା - କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା କୋଦୋଭଟାଠାରେ ଥିବା ପଥପ୍ରାନ୍ତ
Read More...