Daily Archives

ବେଆଇନ ବାଲି, ପଥର ଚୋରାଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ : ୨ ଟ୍ରାକ୍ଟର ମାଲିକ ଠାରୁ ୨୦,୨୨୨ ଟଙ୍କା ଜୋରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ସକାଳେ ସରଗଡା ନଦୀରୁ ଏକ ଟ୍ରାକ୍ଟର (ଓଡ଼ି ୦୩ଟି ୩୭୯୪)ରେ ବାଲି ଚାଲାଣ କରୁଥିବା ବେଳେ ରତନପୁର ନିକଟରେ ଓ ଘୁଚିପାଲିରୁ ପଥର ଚୋରାଚାଲାଣ ବେଳେ ଘୁଚିପାଲି ନିକଟରେ ଏକ ଟ୍ରାକ୍ଟର (ଓଡି ୧୭ବି ୦୬୩୦) ଗାଡ଼ି ଉପରେ ଦେଓଗାଁ ତହସିଲଦାର ଯୁଗଳ କିଶୋର
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜ ଦ୍ୱାରା ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ନିଶୁକ୍ଳ ବ୍ରତୋପନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜ ଦ୍ୱାରା ସ୍ଥାନୀୟ ନରସିଂହ ମନ୍ଦିର ପ୍ରାଙ୍ଗଣରେ ମହନ୍ତ ମାହାରାଜଙ୍କ ଆଶୀର୍ବାଦରେ ସଭାପତି ପଣ୍ଡିତ ଗିରିଧାରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଗରିବ ୯ ଜଣ ପିଲାଙ୍କ ନିଶୁକ୍ଳ ବ୍ରତୋପନୟନ କରାଯାଇଥିଲା । ଏହି ବ୍ରତୋପନୟ
Read More...

ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଦଳର ଗୋଆ ଗସ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମେ ୨୦ ଓ ୨୧ ଦୁଇ ଦିନ ଧରି ଗୋଆର ସାଗ କମ୍ପାଲ ଇନ୍‌ଡୋର ଷ୍ଟାଡିୟମରେ ସର୍ବ ଭାରତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାଗ ନେବା ପାଇଁ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍‌ର ୭ ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । କରାଟେ
Read More...

ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ : ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବ୍ୟାନର ପୋଷ୍ଟର ଜାରି

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡାଗାଁ, ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର
Read More...

ରେଳ ଲାଇନ ଦୋହରୀକରଣ ସରିବ କେବେ ?

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ଦଶ ବର୍ଷରୁ ଅଧିକ ହେବ ସମ୍ବଲପୁର ଟିଟିଲାଗଡ଼ ରେଳପଥ ଦୋହରୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ଦେଖାଯାଉନାହିଁ । ଇତି ମଧ୍ୟରେ ଟିଟଲାଗଡରୁ ବଲାଙ୍ଗିର ଏବଂ ବଲାଙ୍ଗିରରୁ ବରଗଡ଼ ଜିଲ୍ଲାର ବରପାଲି ଷ୍ଟେସନ ପର୍ଯ୍ୟନ୍ତ ଲାଇନ ଦୋହରୀକରଣ
Read More...

ଆନନ୍ଦ ଆଚାର୍ଯ୍ୟ ଫୁଟବଲ୍ ପ୍ରିମୀୟର ଲିଗ୍ : ବରଗଡ ୱାରିୟରସ୍ ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଆନନ୍ଦ ଆଚାର୍ଯ୍ୟ ଫୁଟବଲ୍ ପ୍ରିମୀୟର ଲିଗ୍ ପ୍ରତିଯୋଗିତାର ତୃତୀୟ ଦିନରେ ଆଜି ଅନୁଷ୍ଠିତ ଗୋବିନ୍ଦପାଲି ଏସ୍‌ଏସ୍‌ୱାଇଏସ୍‌ ଓ ବରଗଡ ୱାରିୟରସ୍‌ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ୱାରିୟରସ ଦଳ ୧-୦
Read More...

ନୂଆପଡା ଜିଲ୍ଲାପାଳଙ୍କ ଉପାନ୍ତ ଅଞ୍ଚଳ ଗସ୍ତ : ବିଭିନ୍ନ ସ୍ଥାନରେ ଗ୍ରାମୀଣ ହାଟ କଲେ ଉଦ୍‌ଘାଟନ, ବିଭିନ୍ନ ସମସ୍ୟା ନେଇ…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲାପାଳ ସ୍ୱାଧ୍ୟାଦେବ ସିଂ ଆଜି ସିନାପାଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଗସ୍ତକରି ବିଭିନ୍ନ ସ୍ଥାନରେ ନବ ନିର୍ମିତ ଗ୍ରାମୀଣ ହାଟର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉପାନ୍ତ ଘାଟମାଲ ପଞ୍ଚାୟତ ଅନ୍ତର୍ଗତ ପୋଡାପଦର, ରାନିମୁଣ୍ଡା ପଞ୍ଚାୟତ,
Read More...

କୃଷକ ଉତ୍ପାଦକ ସଂଗଠନମାନଙ୍କର ତ୍ରୟମାସିକ ଯୋଜନା ଓ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ନାବାର୍ଡ଼ ଅନୁଦାନ ପ୍ରାପ୍ତ କୃଷକ ଉତ୍ପାଦକ ସଂଗଠନମାନଙ୍କର ତ୍ରୟମାସିକ ବୈଠକ ଆଜି ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନାବାର୍ଡ଼ର ଡି.ଡି.ଏମ୍‌. ତାପସ ଶଙ୍କର ରାଉତ
Read More...

ପ୍ରଥମ ଦିନରେ ଦକ୍ଷିଣ ଓଡ଼ିଶାର ରମ୍ଭା ଚନ୍ଦନ ଯାତ୍ରା ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସିଲା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗତ ଦୁଇବର୍ଷ ଧରି କରୋନା କଟକଣା ଚାଲିଥିବା ବେଳେ ବିଧି ବିଧାନ ଅନୁସାରେ କାର୍ଯ୍ୟକାରି କରାଯାଉଥିଲା । କିନ୍ତୁ ଚଳିତ ବର୍ଷ ଆଂଶିକ ହଟିବା ପରେ ବାସିନ୍ଦାଙ୍କ ପକ୍ଷରୁ ଉତ୍ସାହ ଉଦ୍ଧୀପନା ସହ ପ୍ରତିଟି କ୍ଷେତ୍ରରେ ଉଭୟ ବାଡ଼ ଯାତ୍ରା କରିବା ପାଇଁ ଅଣ୍ଟା
Read More...

ପ୍ରତିଶୃତି ପରେ ରେଳରୋକ ଆନ୍ଦୋଳନ ପ୍ରତ୍ୟାହାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୁରୀ-ତିରୁପତି ଏବଂ ହିରାଖଣ୍ଡ ଦୃତଗାମୀ ଟ୍ରେନ ରହଣି ଦାବୀ ନେଇ ଗଞ୍ଜାମ ରେଳଷ୍ଟେସନରେ ମଙ୍ଗଳବାର ଗଞ୍ଜାମ ଅଞ୍ଚଳବାସୀଙ୍କ ପକ୍ଷରୁ ରେଳରୋକ କରାଯାଇଥିଲା । ଭୋର ସମୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ହିରାଖଣ୍ଡ ଏକ୍ସପ୍ରେସ୍‌ ଟ୍ରେନକୁ ଶତାଧିକ
Read More...