Daily Archives

ଭେଙ୍ଗରାଜପୁରରେ ଧାନମଣ୍ତି ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମରେ ଧାନମଣ୍ତି ଉଦ୍‌ଘାଟନ କରାଯାଇଛି । ଏହି ମଣ୍ତିକୁ ଭେଙ୍ଗରାଜପୁର ଗ୍ରାମର ଅଗ୍ରଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବା ପାଇଁ ପ୍ରଶାସନ ସ୍ୱୀକୃତି ପ୍ରଦାନ କରଛନ୍ତି । ମୁଖ୍ୟଅତିଥି ଭାବେ
Read More...

ହରିଶଙ୍କର ମହୋତ୍ସବ ଉପଲକ୍ଷେ ପ୍ରାଣୀସମ୍ପଦ ବିକାଶ ବିଭାଗ ଖପ୍ରାଖୋଲ ପକ୍ଷରୁ ପ୍ରାଣୀ ପାଳକଙ୍କ ଉନ୍ନତି ତଥା ଆବଗତି…

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ସରକାରଙ୍କ ପ୍ରାଣୀସମ୍ପଦ ବିକାଶ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ତା ୧୪/୫/୨୦୨୨ରୁ ୧୬/୦୫/୨୦୨୨ ପର୍ଯ୍ୟନ୍ତ ପଥପ୍ରାନ୍ତ ପାଲା ଅନୁଷ୍ଠିତ କରାଯାଇଛି । ଏହି ସମୟରେ ମା' ଦୁର୍ଗା ପାଲା ଦଳ, ସାନ ଉଦେନ, ଖପ୍ରାଖୋଲର କଳାକାରମାନଙ୍କ ଦ୍ଵାରା ଗାଈ
Read More...

ବରପଦାରେ ଗ୍ରାମ୍ୟ ଉଦ୍ୟାନ ଓ ନୂତନ ଗୃହ ଶିଳାନ୍ୟାସ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟ ମାଟିଆପଢ଼ା ଗ୍ରାମ ପଞ୍ଚାୟତ ବରପଦା ଗ୍ରାମରେ ଗ୍ରାମ୍ୟ ଉଦ୍ୟାନ ଓ ନୂତନ ଗୃହର ଭିତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରଜନୀ ସାସମଲ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବଜ୍ରପାତରେ ଜଣେ ମୃତ

ଟିକ୍ରାପଡା, (କେପିଏନ୍‌ଏସ୍‌) : ସଇନ୍ତଲା ବ୍ଲକ୍‌ ଝଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗ୍ରାମର ମାଟୁ ବଗର୍ତ୍ତୀ (୩୫ ବର୍ଷ)ଙ୍କ ଗତକାଲି ବଜ୍ରପାତରେ ମୃତ୍ୟୁ ଘଟିଛି । ସେ ସନ୍ଧ୍ୟା ସାଢେ ୫ରେ ଲାନ୍ଥ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ତାଙ୍କ ସହ ଥିବା ଅନ୍ୟ ୨
Read More...

ନୃସିଂହନାଥ ବୈଶାଖ ମେଳା ପଛପଟେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶ୍ରୀ ନୃସିଂହନାଥରେ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ବୈଶାଖ ମେଳା ଉଦ୍‌ଯାପିତ ହୋଇଯାଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାରେ ଏକତ୍ରିତ ହୋଇ ନିଜ ନିଜ କାମ ସାରି ଫେରି ଯାଇଛନ୍ତି । ଶହ ଶହ ଅସ୍ଥାୟୀ ଦୋକାନ ବଜାରର ଅସ୍ତିତ୍ୱ ପଡ଼ି
Read More...

ମୁରଲିପାଲି ଗାଁରେ ପାନୀୟ ଜଳ ସମସ୍ୟା

ଝାରସୁଗୁଡ଼ା : ଖରାର ପ୍ରକୋପ ବଢ଼ି ବଢ଼ି ଚାଲିଥିବା ବେଳେ ଜଳସ୍ତର କମି କମି ଯାଇଥିବାରୁ ଲୋକେ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ମୁରଲିପାଲି ଗାଁରେ । ସୂଚନା ଅନୁସାରେ ଏହି ଗାଁରେ ଥିବା ବୋର୍ ୱେଲ
Read More...

ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଦ୍‌ଯାପିତ

ମହୋତ୍ସବକୁ ରାଜ୍ୟସ୍ତରୀୟ କରିବାକୁ ଉଦ୍ୟମ ହେଉଛି ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି । ମନ୍ଦିର ପରିସରରେ ଆୟୋଜିତ ହୋମ ଯଜ୍ଞ ଅପରାହ୍ନରେ
Read More...

ଜୁଆ, ସଟ୍ଟା ଏବଂ ବେଆଇନ କଫ୍‌ ସିରଫ୍‌ ବିକ୍ରି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲା ବିଜେପି

ବରଗଡ, (ନିରୋଜ କୁମାର ପାଣୀ) : ବିଜେପି ତରଫରୁ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଘୋର ଉଦବେଗ ପ୍ରକାଶ କରିବା ସହିତ ଜୁଆ, ସଟ୍ଟା ତଥା ବେଆଇନ କଫ ସିରଫ ବିକ୍ରି
Read More...

କାନ୍ସ ଚଳଚ୍ଚିତ୍ର ମହୋତ୍ସବର ବିପୁଳ ସଫଳତା କାମନା କଲେ ପ୍ରଧାନମନ୍ତ୍ରୀ

• ଭାରତର ସ୍ବାଧୀନତା, କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଏବଂ ଭାରତ-ଫ୍ରାନ୍ସ କୂଟନୈତିକ ସମ୍ପର୍କ ଏକ ସମୟରେ ୭୫ ବର୍ଷ ପୂରଣ କରିବାର ବିରଳ ସଂଯୋଗ ବିଷୟରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ• ‘‘ଭାରତରେ କହିବା ଲାଗି ଅନେକ କାହାଣୀ ରହିଛି ଏବଂ ବିଶ୍ବର କଣ୍ଟେଣ୍ଟ ହବ୍‌ (ବିଷୟବସ୍ତୁ କେନ୍ଦ୍ର) ହେବାର
Read More...