Daily Archives

ମିଶନ ଡ୍ରିମ୍‌ସର ଓଡିଶା ଅଡିସନ ଭୁବନେଶ୍ୱରରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମିଶନ ଡ୍ରିମ୍‌ସର ମିସ୍‌, ମିଷ୍ଟର ଓ ମିସେସ୍‌ ଇଣ୍ଡିଆର ଓଡିଶା ଅଡିସନ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡିଶୀ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମିଶନ ଡ୍ରିମ୍‌ସର ପ୍ରତିଷ୍ଠାତା ପ୍ରିୟା ପ୍ରିୟମ୍ବଦା, ବଲିଉଡ ସିନେ ତାରକା ତଥା
Read More...

ଅମରନାଥ ଯାତ୍ରାର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତିଗୃହ ମନ୍ତ୍ରୀ ସୁରକ୍ଷା ଏବଂ ଯାତ୍ରୀ ମାନଙ୍କର ଆବଶ୍ୟକ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।ଅମିତ ଶାହ କହିଛନ୍ତି ଯେ ଅମରନାଥ
Read More...

ସହରରେ ଲୋକାର୍ପିତ ହେଲା ୨ଟି ସୁଲଭ ଶୌଚାଳୟ

ଦଳମତ ନିର୍ବିଶେଷରେ ବଲାଙ୍ଗିର ବିକାଶ ପାଇଁ ଆଗେଇ ଆସନ୍ତୁ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଭିଡ କଟକଣା ଯୋଗୁଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପ୍ରାୟ ଦୁଇ ବର୍ଷ କାଳ ପଡି ରହିଥିଲା । ଏବେ ଧିରେ ଧିରେ ସେ ସବୁ ବାସ୍ତବତାର ରୂପ ନେଉଛି । ସେହି କ୍ରମରେ ଗତକାଲି ବଲାଙ୍ଗିର
Read More...

ରାମଚରିତ ମାନସ ନବାହ୍ନ ପରାୟଣ ଜ୍ଞାନଯଜ୍ଞ ଓ ରାମଲୀଳା ପରିବେଷଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସମଗ୍ର ବିଶ୍ଵ ତୃତୀୟ ବିଶ୍ଵଯୁଦ୍ଧ ଆଶଙ୍କାରେ ଭୟଭୀତ ରହିଥିବା ବେଳେ ଏହି ସମଗ୍ର ଦୃଶ୍ୟମାନ ଜଗତରେ ହେଉଛି କାଳର ଅଧିନ, କାଳ ଈଶ୍ୱରଙ୍କ ଅଧିନ, ଈଶ୍ୱର ନାମର ଅଧିନ ଏବଂ ନାମ ଭକ୍ତର ଅଧିନ ଅଟନ୍ତି । ଘୋର କଳିର ଅନ୍ତିମ ଚରଣରେ ପଞ୍ଚଭୂତମାନଙ୍କ ଦ୍ଵାରା
Read More...

ଗ୍ରୀଷ୍ମ ଛୁଟି କରିବା ଦାବୀରେ ବାଲୁକା କଳାରେ ଚିତ୍ର ନିର୍ମାଣ

କଳାହାଣ୍ଡି, (ନରୋତ୍ତମ ସେଲମା) : ସମ୍ପ୍ରତି ଗ୍ରୀଷ୍ମପ୍ରକୋପ ବୃଦ୍ଧି ପାଉଥିବା ବେଳେ ଛାତ୍ରଛାତ୍ରୀମାନେ ଡହକ ବିକଳ ହେଉଛନ୍ତି । ପୂର୍ବାହ୍ନ ୯ ଟାରୁ ଖରା ତେଜ ଅଧିକ ରହୁଥିବାରୁ ବାହାରକୁ ବାହାରିବାକୁ ଡର ଲାଗୁଛି, ଏପରି କ୍ଷେତ୍ରରେ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଉଚ୍ଚସ୍ତରୀୟ ଟିମ୍‌ଙ୍କ ଅନୁସନ୍ଧାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ, ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଆଗମନ ସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କରିଛନ୍ତି ।
Read More...

ତାରାତାରିଣୀଙ୍କ ପୀଠରେ ନବୀନ ଅବତରଣ କରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ପ୍ରତିଷ୍ଠିତ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ଋଷିକୂଲ୍ୟା ତୀରେ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ମା' ତାରାତାରିଣୀଙ୍କ ମନ୍ଦିରର ପୁନଃ-ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ନିର୍ଦ୍ଧାରୀତ ସମୟ ସକାଳ
Read More...

ମନ୍ଦିର ପୁନଃ ପ୍ରତିଷ୍ଠା ଅବସରରେ ଅନୁଷ୍ଠିତ ଯଜ୍ଞ ଧର୍ମାନୁଷ୍ଠାନରେ ମୁଖ୍ୟକର୍ତ୍ତା ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ବର୍ଷର ଅନ୍ୟତମ ତନ୍ତ୍ର ସାଧନାର ସ୍ଥଳ ଓଡିଶାର ପ୍ରତିଷ୍ଠିତ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ଋଷିକୂଲ୍ୟା ତୀରେ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ମା' ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ
Read More...

ଖୋର୍ଦ୍ଧା ମା’ ବାଶେଳୀ ଠାକୁରାଣୀଙ୍କ ଚାଚେରା ଭୋଗ ଖିଆ ପର୍ବ ଶେଷ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ସହର ପୌରପରିଷଦ ଅଧିନରେ ଅବସ୍ଥାପିତ ବାଶେଳି ସାହିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ବାଶେଳି ଠାକୁରାଣୀ । ପ୍ରତିବର୍ଷ ପରି ଚଳିତ ବର୍ଷ ଚୈତ୍ର ପୂର୍ଣ୍ଣିମା ଦିନଠାରୁ ମା' ବାଶେଳି ଆଖପାଖ ପ୍ରତ୍ୟେକ ଗାଁକୁ ଗାଁ ଯାଇ ଚାଚେରା ଭୋଗ
Read More...

ଜିଲ୍ଲା ଭାଜପାର ପ୍ରତିନିଧି ଏସ୍‌ପିଙ୍କୁ ଭେଟିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଏକ ପ୍ରତନିଧି ଦଳ ଗତକାଲି ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କୁ ଭେଟି ବରଗଡ଼ ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଏକ ଦାବୀ ପତ୍ର ଦେବା ସହ ଏହାର ଅତିଶୀଘ୍ର ସୁଧାର ପାଇଁ ଦାବୀ କରିଥିଲେ
Read More...
error: Content is protected !!