Daily Archives

ଜମିବାଡି ବିବାଦକୁ ନେଇ ହଣାକଟା

ବାଲିପାଟଣା : ବାଲିପାଟଣା ଥାନା ସରାଟ ଗ୍ରାମରେ ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ଝଟିଥିବା ଖବର ମିଳିଛି । ସୂଚନା ଅନୁସାରେ ସରାଟ ଗ୍ରାମର ସଂଜୟ ବେହେରା ଆଜି ସକାଳୁ ଖାଇବା ପରେ ହାତ ଧୋଉଥିଲେ । ଏହି ସମୟରେ ସଂଜୟଙ୍କ ସାବତ ଭାଇ ଦେବେନ୍ଦ୍ର ତାଙ୍କ ମୁଣ୍ଡକୁ କଟୁରୀରେ ହାଣି ଦେଇଥିଲା ।
Read More...

୪୦ କେଜି ଜିଲେଟିନ ଜବତ

କୋରାପୁଟ : କମ୍ବିଂ ଅପରେସନ ବେଳେ ୪୦ କେଜି ଜିଲେଟିନ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୋରାପୁଟ ଥାନା ନାରାୟଣପାଟଣା ଥାନା ପାଚିଂ ଜଙ୍ଗଲରେ ନାରାୟଣପାଟରା ପୋଲିସ, ଡିଭିଏଫ୍‌ ଓ ବିଏସ୍‌ଏଫର ମିଳିତ କମ୍ବିଂ ଅପରେସନ ବେଳେ ଜଙ୍ଗଲରୁ ରବର ବୁଲେଟ ବନ୍ଧୁକ ଓ ୪୦ କେଜି ଜିଲେଟିନ ଜବତ
Read More...

ଭାରୁଚଠାରେ ଉତ୍କର୍ଷ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମହିଳାଙ୍କ ମର୍ଯ୍ୟାଦା ରକ୍ଷା ଓ ସେମାନଙ୍କ ଜୀବନକୁ ସ୍ୱଚ୍ଛନ୍ଦ କରିଥିବାରୁ ସେ ଅଞ୍ଚଳର ମହିଳାଗଣ ପ୍ରଧାନମନ୍ତ୍ରୀଙ୍କୁ ଏକ ବିଶାଳ ରାକ୍ଷୀ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତିହିତାଧିକାରୀଙ୍କ ସହିତ ଭାବବିନିମୟସରକାର ନିଷ୍ଠା ଓ ସଂକଳ୍ପ ସହ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିଲେ ଆକାଂକ୍ଷିତ
Read More...

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନଏସଡ଼ିସିଆଇ ଇଂଟରନ୍ୟାସନାଲ-ହିନ୍ଦୁସ୍ତାନ ପୋର୍ଟ ମଧ୍ୟରେ ଏମଓୟୁ ସ୍ୱାକ୍ଷର

ଦକ୍ଷ ମାନବସମ୍ବଳ ପ୍ରସ୍ତୁତ ପାଇଁ ବାରଣାସୀ ଠାରେ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର ପ୍ରତିଷ୍ଠା କରାଯିବ-ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ୍‌ କରିବା ନେଇ ୟୁଏଇ ମନ୍ତ୍ରୀଙ୍କ ସହ ଆଲୋଚନା ଲଜିଷ୍ଟିକ୍‌, ବନ୍ଦର ପରିଚାଳନା
Read More...

ସମାଜସେବୀଙ୍କ ପ୍ରୟାସରେ ସ୍କୁଲ ଯିବେ ଅଧାରୁ ପାଠ ଛାଡ଼ିଥିବା ଝିଅ ରୋହିଣୀ ମାଝୀ

ଜୁନାଗଡ଼ : ସମାଜସେବୀଙ୍କ ପ୍ରୟାସରେ ସ୍କୁଲ ଯିବେ ଅଧାରୁ ପାଠ ଛାଡ଼ିଥିବା ଅସହାୟ ଝିଅ ରୋହିଣୀ ମାଝୀ । ସୂଚନା ଅନୁସାରେ ଜୁନାଗଡ଼ ବ୍ଲକ କେନ୍ଦୁପାଟି ପଂଚାୟତ ବ୍ରାହ୍ମଣିଗୁଡା ଗାଁର ସ୍ୱର୍ଗତ ଡମ୍ବରୁ ମାଝୀଙ୍କ ତିନି ସନ୍ତାନ । ବଡ ପୁଅ ଧନୁର୍ଯ୍ୟ ମାଝୀ, ମଝିଆ ତିଳ ମାଝୀ ଓ ସାନ ଝିଅ ରୋହିଣୀ
Read More...

ରେଙ୍ଗାଲଜୁରୀ ଗ୍ରାମରେ ପାନୀୟ ଜଳ ପାଇଁ ଲୋକେ ଡହକ ବିକଳ

ମରାମତି ଦାୟିତ୍ୱ ପଞ୍ଚାୟତର ନା' ଆଉ କାହର : ରେଙ୍ଗାଲଜୁରୀ ଗ୍ରାମବାସୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାନୀୟ ଜଳ ସମସ୍ୟା ଦୂର କରିବାକୁ ପଂଚାୟତ ଗୁଡିକକୁ ଦାୟିତ୍ୱ ଦିଆଯାଇଛି । ହେଲେ ନଳକୂପ ମରାମତି କାର୍ଯ୍ୟ ପଂଚାୟତକୁ ହସ୍ତାନ୍ତର ପରେ ଦୁର୍ଦଶା ବଢୁଛି ବୋଲି ଅଭିଯୋଗ ହେଉଛି ।
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦର କାର୍ଯ୍ୟାଳୟ ଉଦ୍‌ଘାଟନ

ଗନ୍ଧମାର୍ଦ୍ଦନ ସୁରକ୍ଷା ସମିତି ପକ୍ଷରୁ ଗାଁକୁ ଗାଁ ଯାଇ ଲୋକଙ୍କୁ ସଚେତନ କରାବାକୁ ନିଷ୍ପତ୍ତି ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକରେ ପବିତ୍ର ତୀର୍ଥସ୍ଥଳୀ ହରିଶଙ୍କର ପୀଠଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦରୁ ଏକ କାର୍ଯ୍ୟାଳୟ
Read More...

ମଦ୍ୟପ ସ୍ୱାମୀର କାଠ ଫାଳିଆ ମାଡରେ ସ୍ତ୍ରୀର ମୃତ୍ୟୁ, ପରେ ବିଷ ପିଇ ସ୍ୱାମୀର ଆତ୍ମହତ୍ୟା

ପାଟଣାଗଡ଼, (ଗୋରେଖନାଥ ବରିହା) : ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ମଦ୍ୟପ ସ୍ୱାମୀର କାଠ ଫାଳିଆ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ବିଷ ପିଇ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଘାଷି ତଅଁଲା ପ୍ରତିଦିନ ମଦପିଇ ଘରକୁ ଆସି
Read More...

ନ୍ୟାୟ ପାଇଁ ସରପଞ୍ଚଙ୍କ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଭୁର୍ଶାଗୁଡା ପଂଚାୟତରେ ମନରେଗା କାମକୁ ନେଇ ଗାଁରେ ଗଣ୍ଡଗୋଳ ପରେ ଥାନା ଦ୍ବାରସ୍ଥ ହୋଇଥିଲେ ସରପଞ୍ଚ ପୁଷ୍ପାଞ୍ଜଳି ଛୁରା । ତେବେ ଘଟଣାରେ ଗାଁର କିଛି ଲୋକ ମନରେଗା କାମ କରାଇଦେବୁ
Read More...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍ ଚାଳକ ଗୁରୁତର ଆହତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଧୂମାଭଟାରୁ ପାଟଣାଗଡ଼ ଯିବା ରାସ୍ତାରେ ଘୁମପାଲି ଛକଠାରେ ଜଣେ ବାଇକ୍ ଚାଲକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । ଆହତ ବାଇକ୍ ଜଣକ ହେଲେ ଖପ୍ରାଖୋଲ ଥାନା ବେନକେରା ଗ୍ରାମର ସୁଶାନ୍ତ ସାହୁ (୪୨) । ବାଇକ୍ ଚାଲକ
Read More...