Daily Archives

ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମଭୋଇ ମେଡିକାଲରେ ଜଳଛତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭୀମଭୋଇ ମେଡିକାଲ ହସପିଟାଲ ସମ୍ମୁଖରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଏକ ଜଳଛତ୍ର ଉଦ୍‌ଘାଟନ କରାଯାଇଛି । ଏଥିରେ ଭୀମଭୋଇ ମେଡିକାଲ ହସ୍‌ପିଟାଲର ଏକାଉଣ୍ଟ ଅଫିସର ମୁରାରି ସାହୁ ଓ ଗାଇସିଲେଟ ବ୍ଲକ ଚେୟାରମେନ ପ୍ରଣୟ ସାହୁ ଫିତାକାଟି
Read More...

ଜାମଗାଁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାମଗାଁଠାରେ ଛାତ୍ରୀ ଆତ୍ମସୁରକ୍ଷା ଶିବିର ୨୬/୪/୨୨ ମଙ୍ଗଳବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଗତ ୧୮ ତାରିଖଠାରୁ ୮ ଦିନ ଧରି ଏହି ତାଲିମ ଶିବିର ଚାଲିଥିବା ବେଳେ ଏଥିରେ ୭୪ ଜଣ ଛାତ୍ରୀ
Read More...

ବେଆଇନ ଟୋଲ ଟ୍ୟାକ୍ସ ଆଦାୟର ପ୍ରତିବାଦ : ବରାହାଗୁଡା ଟୋଲପ୍ଲାଜାରେ ବିକ୍ଷୋଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁମ୍ବାଇରୁ କୋଲକାତା ଯାଇଥିବା ଅସମ୍ପୂର୍ଣ୍ଣ ରାସ୍ତାରୁ ନିର୍ମାଣକାରୀ ସଂସ୍ଥା ଅଶୋକା ବିଲଡିକନ ଗତ ୯ ବର୍ଷ ହେବ ଯାନବାହାନ ଗୁଡିକରୁ ଟୋଲ ଟ୍ୟାକ୍ସ ଆଦାୟ କରିବା ପ୍ରତିବାଦରେ ଆଜି ହାଇଓ୍ବେ ୟୁଜର୍ସ ଫୋରମ୍ ପକ୍ଷରୁ ବରାହାଗୁଡା ଟୋଲପ୍ଲାଜାରେ ବିକ୍ଷୋଭ
Read More...

ମା’ ବରୁଣେଇ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଊରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୂଆପଦା ଗ୍ରାମର ମା' ବରୁଣେଇ ପୀଠ ସ୍ଥଳୀରେ ପ୍ରଥମ ବାର୍ଷିକ ଅଷ୍ଟପ୍ରହରୀ ନାମଯଜ୍ଞ ତିନି ଦିନ ଧରି ଅନୁଷ୍ଟିତ ହୋଇଥିଲା । ଓଁ ମା' ବରୁଣେଇ ନଦିଆ ମଣ୍ଡଳୀ ଓଗେର କୁଆପାଦ ଗ୍ରାମବାସୀ ପକ୍ଷରୁ ଆୟୋଜନ କରଯାଇଥିଲା ।
Read More...

ରମ୍ଭା ପୋଲିସ ଷ୍ଟେସନରେ ନୂତନ କୋଠା ନିର୍ମାଣର ବର୍ଷପୂର୍ତ୍ତି ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜମ ବ୍ଲକ ଅନ୍ତର୍ଗତ ରମ୍ଭା ପୋଲିସ ଷ୍ଟେସନରେ ନୂତନ କୋଠା ନିର୍ମାଣର ବର୍ଷପୂର୍ତ୍ତି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଭୁବନେଶ୍ୱର ଯୋନ ସଂଯୋଜକ ଡ଼. ବୃନ୍ଦାବନ ମିଶ୍ର ଏବଂ ରମ୍ଭା ଗାୟତ୍ରୀ
Read More...

ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ୧ ଲକ୍ଷ ୧୨ ହଜାର ଟଙ୍କା ଲୁଟ ଅଭିଯୋଗ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିପଡା ଗାଁ ନିକଟରେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ ମାରି ୧ ଲକ୍ଷ ୧୨ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଭାରତ ଫାଇନାନ୍ସ କର୍ମଚାରୀ ଗୋପବନ୍ଧୁ ସାହୁ ମହିଳା ଗୃପଠାରୁ ଋଣ ଟଙ୍କା
Read More...

ବାଇକକୁ ଧକ୍କା ଦେଲା ଡମ୍ପର, ୧ ମୃତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଜନମୁରା ଗାଁଠାରେ ବାଇକକୁ ଡମ୍ପର ଧକ୍କା ଦେବାରୁ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତରଥିବା ଜଣାପଡିଛି । ମୃତ ଛାତ୍ର ଜଣକ ଆଲୋକ ଖୁରା ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋନପୁର
Read More...

ବିପ୍ଲବୀ ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନ୍ ସ୍ୱଧୀନତା ସଂଗ୍ରାମୀ ବିପ୍ଲବୀ ଧରଣୀଧର ନାଏକଙ୍କ ଜୟନ୍ତୀ ଅବସରରେ ଆଜି ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଧରଣୀଧରଙ୍କ ଭୁବନେଶ୍ଵର ଇଏସ୍ଆଇ ହସ୍‌ପିଟାଲ ନିକଟରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ
Read More...

ହରିଶଙ୍କରର ଐତିହାସିକ ବୈଶାଖ ମେଳାର ମାନବୃଦ୍ଧି ପାଇଁ ଏକ କୋଟି ଟଙ୍କା ମଞ୍ଜୁର ଦାବୀରେ କୋଶଳ ମୁକ୍ତି ମୋର୍ଚ୍ଚା…

ମଇ ୯ରେ ଆମରଣ ଅନଶନ ଧାରଣ ଦେବାକୁ ଚେତାବନୀ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କରରେ ଚଳିତବର୍ଷ ଆସନ୍ତା ମଇ ୧୪ରୁ ୧୬ ପର୍ଯ୍ୟନ୍ତ ବୈଶାଖ ମେଳା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହି ମେଳାକୁ ସରକାର ଅଣଦେଖା
Read More...

ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଶବ ରଖି କ୍ଷତି ପୂରଣ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ସୁଲେକେଲା ଗାଁର ସ୍ନେହଶିଲା ଦଲେଇ ଓ ତାଙ୍କ ସ୍ବାମୀ ପକ୍ଷୀରାଜ ଦଲେଇ ହାଇଦ୍ରାବାଦର ଏକ ଇଟା ଭାଟିକୁ ଦାଦନ ଖଟିବା ପାଇଁ ଯାଇଥିଲେ । ସେଠାରେ କାମ କରିବା ସମୟରେ ସ୍ନେହଶିଲାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ହେବା ପରେ
Read More...