Daily Archives

ଭୃଗୁବକ୍ସି ପାତ୍ରଙ୍କ ରମ୍ଭା ଏନ୍‌ଏସିର ମୌଳିକ ସମସ୍ୟା ଉପରେ ଅଧ୍ୟକ୍ଷାଙ୍କ ସହ ଆଲୋଚନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟ ବିଜେପିର ଉପସଭାପତି ତଥା ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁବକ୍ସି ପାତ୍ରଙ୍କ ରମ୍ଭା ଏନ୍‌ଏସିର ନବାଗତା ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଓ ମୌଳିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଥିସହିତ ପୂର୍ବତଟ
Read More...

ରମ୍ଭା ଚନ୍ଦନ ଯାତ୍ରାର ପ୍ରସ୍ତୁତି ବୈଠକ : ୧୭ରୁ ଆରମ୍ଭ ୨୩ରେ ଶେଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ରମ୍ଭା ଚନ୍ଦନ ଯାତ୍ରା ଉଭୟ ବାଡ଼କୁ ନେଇ କାର୍ଯ୍ୟକାରି ସଭାପତି ବିଜୟ ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଗତ ଦୁଇ ବର୍ଷଧରି
Read More...

ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ପ୍ରଥମ ଦିନ ଖେଳ ଅତାବିରା ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ବିଡିପିଏଲ - ୭ କ୍ରିକେଟ୍‌ ପ୍ରତିଯୋଗିତା ଗତକାଲି ବିଧିବଦ୍ଧ ଭାବରେ ଉଦ୍‌ଘାଟିତ ହୋଇଯାଇଥିବା ବେଳେ ପ୍ରତିଯୋଗିତାର ମ୍ୟାଚ୍ ଗୁଡ଼ିକ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ ଅତାବିରା ହୁଆଇଟ୍ ହର୍ଷ ଓ ୟୁନାଇଟେଡ଼ ଡ୍ରିମ୍
Read More...

ଅଗ୍ନିଶମ ବିଭାଗ ପକ୍ଷରୁ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଦମକଳ କେନ୍ଦ୍ର ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଜଳଛତ୍ର ଖୋଲାଯାଇ ଲୋକଙ୍କୁ ଅଂଶୁଘାତ ସମ୍ପର୍କରେ ସଚେତନ କରାଯାଇଛି । ଉଦ୍‌ଘାଟନୀ ସମାରୋହରେ ଅଗ୍ନିଶମ ଅଧିକାରୀ ରଞ୍ଜିତ କେରକେଟା ସଭାପତିତ୍ୱ କରିଥିବା ବେଳେ ଏଥିରେ ମୀନକେତନ ନାଏକ, ଭକ୍ତରାମ
Read More...

ରେଳଷ୍ଟେସନ ନିକଟରୁ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ

ସମ୍ବଲପୁର : କ୍ଷେତରାଜପୁର ରେଳଷ୍ଟେସନ୍‌ ନିକଟରୁ ଦଲଦଲିପଡାର ବବୁଲୁ ସତନାମୀ(୨୯)ଙ୍କ ବାଇକ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବବୁଲୁ ସତନାମୀ ସୋମବାର ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ତାଙ୍କ ସାଙ୍ଗ ସୋନୁ ସତନାମୀଙ୍କ ସହ ଚା’ ପିଇବା ପାଇଁ ସେଠାକୁ ଯାଇଥିଲେ । ଏହି ସମୟରେ
Read More...

କୃଷକ ପ୍ରଶିକ୍ଷଣ ଶିବିର

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଳକ୍‌ ରେଙ୍ଗାଲି ବଞ୍ଜାରେନ କୃଷକ ସଂଗଠନ କାର୍ଯ୍ୟାଳୟଠାରେ କୃଷକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ପ୍ରବୀଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିବେକାନନ୍ଦ ପଧାନ, ରିଙ୍କୁ ସାହୁ, କରମ ସାହୁ, ମନୋରଥ ସାହୁ ପ୍ରମୁଖ
Read More...

ଲେମ୍ବୁ ପରେ ଟମାଟୋ ଦର ବଢ଼ିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲେମ୍ବୁ ପରେ ଟମାଟୋ ବଜାରର ଚଢ଼ା ଦରରେ ବିକ୍ରୀ ଆରମ୍ଭ ହୋଇଛି । ଫଳରେ ଅତିଷ୍ଠ ହୋଇପଡ଼ୁଛନ୍ତି ଗ୍ରାହକ । ଲେମ୍ବୁ ପରେ ହଠାତ୍‌ ଟମାଟୋ ଦର ଆକାଶ ଛୁଆଁ ହୋଇପଡ଼ିଛି । ଗତ କିଛିଦିନ ଦିନ ତଳେ ଟମାଟୋ କିଲୋ ପିଛା ୨୦-୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ
Read More...

ଚିକିତ୍ସା ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ଚାଲିଗଲା ଜୀବନ

ବଲାଙ୍ଗିର , (କେପିଏନ୍‌ଏସ୍‌) : ଚିକିତ୍ସା ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ଚାଲିଗଲା ରୋଗୀଙ୍କ ଜୀବନ । ଏହିପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜରେ । ସୂଚନା ଅନୁସାରେ ଲୋଇସିଂହା ଥାନା ଅନ୍ତର୍ଗତ ଯୁଗିସର୍ଡା ଗ୍ରାମର ଚିତ୍ତରଞ୍ଜନ ମିଶ୍ର ଗତକାଲି ଛାତିରେ
Read More...

ଧଣ୍ଡାମୁଣ୍ଡା ଆମୋଦପାର୍କ ଉଦ୍‌ଘାଟିତ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଜବାହରଲାଲ ହାଇସ୍କୁଲଠାରେ ଆମୋଦପାର୍କ ବୁଧବାର ଉଦ୍‌ଘାଟିତ ହୋଇଛି । ଉଦ୍‌ଘାଟନୀ ଉତ୍ସବରେ ପାଟଣାଗଡ଼ ବିଧାୟକ ସରୋଜ ମେହେର, ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଉପାଧ୍ୟକ୍ଷା ସୁଖିରାମ ଷାଣ୍ଢ ,
Read More...

ଡାକ୍ତର ମଧୁସୂଦନ ଦାଶଙ୍କ ବିୟୋଗରେ ଆଇଏମ୍‌ଏ ବରଗଡର ଶୋକସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱର୍ଗତ ଡ଼ା. ମଧୁସୂଦନ ଦାଶଙ୍କ ମହାପ୍ରୟାଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭାରତୀୟ ମେଡିକାଲ ସଂଘ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ କିଶୋରୀ ନର୍ସିଂ ହୋମର ପରିସରରେ ଆୟୋଜିତ ହୋଇଯାଇଛି । ଭାରତୀୟ ଚିକିତ୍ସକ ସଂଘ ବରଗଡ଼ ଶାଖାର ସଭାପତି ଡ଼ା. ରବିନାରାୟଣ
Read More...