jsm

ଅଗ୍ନିଶମ ବିଭାଗ ପକ୍ଷରୁ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ

csstore

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଦମକଳ କେନ୍ଦ୍ର ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଜଳଛତ୍ର ଖୋଲାଯାଇ ଲୋକଙ୍କୁ ଅଂଶୁଘାତ ସମ୍ପର୍କରେ ସଚେତନ କରାଯାଇଛି । ଉଦ୍‌ଘାଟନୀ ସମାରୋହରେ ଅଗ୍ନିଶମ ଅଧିକାରୀ ରଞ୍ଜିତ କେରକେଟା ସଭାପତିତ୍ୱ କରିଥିବା ବେଳେ ଏଥିରେ ମୀନକେତନ ନାଏକ, ଭକ୍ତରାମ ବାରିକ, ସତ୍ୟବ୍ରତ ସେଟ, ସୁଶୀଲ ଭୋଇ, ଲକ୍ଷ୍ମୀକାନ୍ତ ବାଗ, ନରେନ୍ଦ୍ର ଶ୍ରୀଧର, ବିକ୍ରମ ନାଏକ, ଷ୍ଟଫନ ଆଇନ, ସୌମ୍ୟରଞ୍ଜନ ଭୁଏ, ନରେଶ ଖମାରୀ ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.