pakka

ମା’ ବରୁଣେଇ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଊରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୂଆପଦା ଗ୍ରାମର ମା’ ବରୁଣେଇ ପୀଠ ସ୍ଥଳୀରେ ପ୍ରଥମ ବାର୍ଷିକ ଅଷ୍ଟପ୍ରହରୀ ନାମଯଜ୍ଞ ତିନି ଦିନ ଧରି ଅନୁଷ୍ଟିତ ହୋଇଥିଲା । ଓଁ ମା’ ବରୁଣେଇ ନଦିଆ ମଣ୍ଡଳୀ ଓଗେର କୁଆପାଦ ଗ୍ରାମବାସୀ ପକ୍ଷରୁ ଆୟୋଜନ କରଯାଇଥିଲା । ବୁଧବାର ନଦିଆ ସଂକ୍ରିର୍ତ୍ତନ ଧ୍ଵନି ସାଙ୍ଗକୁ ହରେ କୃଷ୍ଣ, ହରେ ରାମ ଉଚ୍ଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନଗର ପରିକ୍ରମା ଓ ଯମୁନା ଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁଙ୍କ ସାମିଲ ହୋଇଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

8 + two =