Daily Archives

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୯ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୬ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିବା ଗୋଟିଏ ବେଆଇନ ଦାଦନ ସର୍ଦ୍ଦାରର ୩ ଦାଦନ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ବାହାର ରାଜ୍ୟକୁ ଦାଦନ ଖଟିବାକୁ ନେଇଥିବା ଗୋଟିଏ ବେଆଇନ ଦାଦନ ସର୍ଦ୍ଦାରର ୩ ଦାଦନ ଶ୍ରମିକଙ୍କ ମୃତଦେହ ପହଞ୍ଚିଲା ଗାଁରେ । ଏହିଭଳି ଘଟଣା ଘଟିଛି ବେଲପଡା ଥାନା ଧୂମାଭଟା ପଞ୍ଚାୟତ ଖଳଖଳି ଗ୍ରାମରେ । ମିଳିଥିବା
Read More...

ଧଣ୍ଡାମାଳ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଅବସରଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଳ ପଞ୍ଚାୟତର ସତ୍ୟବାଦୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ
Read More...

ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ କରିବାକୁ ମତ ରଖିଲେ ସଦସ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ନୂତନ କର୍ମକର୍ତା ଚୟନ ପରେ ଆଜି ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ମାଲପଡାଠାରେ ଅନୁଷ୍ଠିତ
Read More...

ବିଭୁତିପଡା ଶ୍ମଶାନରେ ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭୁତିପଡା ଶ୍ମଶାନରେ ଜଣେ ଅସହାୟଙ୍କ ଶବ ସତ୍କାର କରିଛି ବଲାଙ୍ଗିରର ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ସ୍ଥାନୀୟ ସାଗରପଡାର ଜଣେ ବୃଦ୍ଧା ସାଧବ ମିଶ୍ର (୬୫)ଙ୍କ ଏଠାରେ କେହି ନଥିବାରୁ ପିଠା ବିକ୍ରି କରି ପେଟ ପୋଷଣ କରୁଥିଲେ । ତେବେ ଆଜି
Read More...

ଜିଲ୍ଲାରେ ଉପର ମୁହାଁ ଏବେ କ୍ରାଇମ ଗ୍ରାଫ୍‌ : ଭୟଭୀତ ବଲାଙ୍ଗିରବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ରାଜ୍ୟରେ ଚର୍ଚ୍ଚାରେ ଏବେ ବଲାଙ୍ଗିର ଜିଲ୍ଲା । ଏଠି କଥାରେ କଥାରେ ଗଡୁଛି ମୁଣ୍ଡ । ଖାଲି ସାଧାରଣ ଜନତା ନୁହେଁ, ହତ୍ୟାକାଣ୍ଡର ଶିକାର ହେଉଛନ୍ତି ରାଜନେତା ଏବଂ ସରାକାରୀ ଅଧିକାରୀମାନେ ମଧ୍ୟ । ତେବେ ଏହାକୁ ରୋକିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ
Read More...

୬ କେଜି ଗଞ୍ଜେଇ ଜବତ : ଜଣେ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଡୁମେରପଦର ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ଚଢାଉ କରି ୬ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ଉକ୍ତ ଗ୍ରାମର କଂସ ଗଉଡ(୪୦) ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ହଜାର
Read More...

ନୂଆପଡା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ଟିକ୍ରାପଡା : ଚଳକି ପଞ୍ଚାୟତ ନୂଆପଡା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରଜନୀ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ରତନି ପଟ୍ଟନାୟକ କର୍ତ୍ତା ଏବଂ କାର୍ତ୍ତିକ ମହାନ୍ତି ପୂଜକ ଥିଲେ । ଗ୍ରାମର କରୁଣା, ଦିଲୁ, ସମୀର, ଭାଗରଥି, ବିଦ୍ୟାଧର, ଭରତ, ବାମନ, ଲଳିତ, ସୁବଳ,
Read More...

ଅମୃତ ଧାରା ପ୍ରକଳ୍ପ ଉଦ୍‌ଘାଟିତ

ଭାଲୁମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକ ଭୁଷଲାଡ ଗ୍ରାମର ଜଗାବଳିଆ ଯୁବକ ସଂଘ ପକ୍ଷରୁ ଏକ ଅମୃତ ଧାରା ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଯୁବକ ସଂଘ ସଭାପତି ଜଗନ୍ନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜୁବାଳା ବେହେରା ମୁଖ୍ୟ
Read More...

ମିଆଦି ଜମା ସୁଧ ହାର ବଢାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : କେତେକ ଅବଧିର ମିଆଦି ଜମା ଉପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁଧ ହାର ୪୦ରୁ ୯୦ ବେସିସ୍‌ ପଏଣ୍ଟ (୦.୪ରୁ ୦.୯୦ ପତିଶତ) ବୃଦ୍ଧି ଘୋଷଣା କରିଛି । ୨ କୋଟି ଏବଂ ତା'ଠାରୁ ଅଧିକ ଜମାରାଶି ଉପରେ ସୁଧ ହାରରେ ଏହି ବୃଦ୍ଧି କରାଯାଇଛି ।
Read More...