pakka

ମିଆଦି ଜମା ସୁଧ ହାର ବଢାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : କେତେକ ଅବଧିର ମିଆଦି ଜମା ଉପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁଧ ହାର ୪୦ରୁ ୯୦ ବେସିସ୍‌ ପଏଣ୍ଟ (୦.୪ରୁ ୦.୯୦ ପତିଶତ) ବୃଦ୍ଧି ଘୋଷଣା କରିଛି । ୨ କୋଟି ଏବଂ ତା’ଠାରୁ ଅଧିକ ଜମାରାଶି ଉପରେ ସୁଧ ହାରରେ ଏହି ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.

fifteen − four =