pakka
Daily Archives

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ସମ୍ମାନିତ

ବରଗଡ଼ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଏକ ଟିମ୍ ଆରକ୍ଷୀ ଅଧିକ୍ଷକଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହା ସହିତ ବରଗଡର ପାରକିଙ୍ଗ ଓ ଅସହାୟ ଲୋକଙ୍କୁ ସେବା ଯୋଗାଇବା
Read More...

ବିବାହ ବେଦୀରେ ପରିବେଶ ସୁରକ୍ଷା ବାର୍ତ୍ତା ସହ ପୁସ୍ତକ ଦାନ କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ପ୍ରତିଷ୍ଠାତା ପରିବେଶ କର୍ମୀ, ସାହିତ୍ୟିକ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ଗତକାଲି ସାକ୍ଷୀଗୋପାଳ ଗୋପାଳଜୀଉ ମନ୍ଦିର ସନ୍ନିକଟ ଦେବରଜ କଲ୍ୟାଣ ମଣ୍ଡପରେ କବି ଗବେଷକ ଭୀମସେନ ମହାପାତ୍ରଙ୍କ
Read More...

ରାଉରକେଲା ବିକାଶ ମଞ୍ଚର ଚତୁର୍ଥ ଜନ ସଚେତନତା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିକାଶ ମଞ୍ଚ ତରଫରୁ ଚତୁର୍ଥ ଜନ ସଚେତନତା ଶିବିର କୋଏଲନଗର ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ଡଃ ସୁମନ ଦତ୍ତଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଦତ୍ତ ରାଉରକେଲା
Read More...

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନତା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ହୋଇ ରେକର୍ଡ଼ ସୃଷ୍ଟି କରିସାରିଛି । ଏହି ଅବସରରେ ପ୍ରକୃତିବନ୍ଧୁ ତଥା ଜୁନିଅର ରେଡ଼କ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶଙ୍କ
Read More...

ପଦ୍ମଶ୍ରୀ ରଜତ କରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶିଷ୍ଠ ସାହିତ୍ୟକ, ଜଗନ୍ନାଥସଂସ୍କୃତିର ଗବେଷକ ଆଜୀବନ ସଦସ୍ୟ, ଭଂଜ ସାହିତ୍ୟର ଗବେଷକ ଓ ପ୍ରଚାରକ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଧାରା ବିବରଣୀ ଘୋଷକ, ନିଖିଳ ଉତ୍କଳ ପାଲା ସଂଘର ସ୍ଥାୟୀ ସଭାପତି, ପ୍ରାର୍ଥନା ଚ୍ୟାନେଲରେ ପ୍ରସାରିତ ବାଦିପାଲାର
Read More...

ପୋଲିସ-ମାଓ ଗୁଳି ବିନିମୟ : ମାଓ ସାମଗ୍ରୀ ଜବତ

ବଲାଙ୍ଗିର, (ଦେବାଶଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ସିମାନ୍ତ ଅଞ୍ଚଳରେ ମାଓ ଗତିବିଧି ଜାରି ରହିଛି । ମଙ୍ଗଳବାର ଦିନ ତୁରେକେଲା ଥାନା ଅନ୍ତର୍ଗତ ଛତ୍ରାଦାଣ୍ଡି ଜଙ୍ଗଲରେ ପୋଲିସ-ମାଓ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅନ୍ଧାର ରାତି ଓ ଜଙ୍ଗଲି ଅଞ୍ଚଳର ଫାଇଦା ଉଠାଇ
Read More...

ସହରରେ ୨୫ଟି ବୁଲା ଗାଇଗୋରୁ ଟେକିନେଲା ପୌର ପରିଷଦ ଏନ୍‌ଫୋର୍ସମେଣ୍ଟ ଟିମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବୁଲୁଥିବା ବୁଲା ଗାଈଗୋରୁଙ୍କ ଥଇଥାନ ପାଇଁ ପୌରପରିଷଦଠାରେ ପୌରପରିଷଦ ଏବଂ ସହରର ଠିକାଦାରପଡାଠାରେ ଥିବା ପୃଥ୍ୱୀରାଜ ଗୋଶାଳା ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । ଆଜି ସକାଳେ ପୌରପରିଷଦ ପକ୍ଷରୁ ସହରର ମୁଖ୍ୟ ରାସ୍ତାଘାଟରେ
Read More...

୧୨ରୁ ନୃସିଂହନାଥ ବୈଶାଖ ମେଳା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ସର୍ବ ବୃହତ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଏକ ଦିନପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ଚଳଚଞ୍ଚଳ ନୃସିଂହନାଥ ପୀଠ । ପ୍ରଶାସନ ତଥା ମନ୍ଦିର
Read More...

ଅନ୍ୱେଷା ଛାତ୍ରୀନିବାସକୁ ଅଚାନକ ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ସହ ଭାବ ଆଦାନ ପ୍ରଦାନ କଲେ ବିଧାୟକ ସରୋଜ ମେହେର

ନିଜ ବିଧାୟକ ପାଣ୍ଠିରୁ ଏକ ଉଚ୍ଚ ପାଣି ଟାଙ୍କି ଓ ପାଣି ଫିଲଟର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଦୁଇ ଦିନ ହେବ ଲଗାତାର ଭାବରେ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିବା କାର୍ଯ୍ୟକ୍ରମ
Read More...

ବଲାଙ୍ଗିର ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ : ଲୋୟର ସୁକତେଲ ନିମନ୍ତେ ତ୍ୱରିତ ଜମି ଅଧିଗ୍ରହଣ ପାଇଁ ନିର୍ଦ୍ଦେଶ

ଦାଖଲ ଖାରଜ ଓ ଘରବାଡି କେସର ତୁରନ୍ତ ଫଇସଲା ପାଇଁ ନିର୍ଦ୍ଦେଶ, ମୁରିବାହାଲ, କଣ୍ଟାବାଞ୍ଜି, ବଙ୍ଗମୁଣ୍ଡା ତହସିଲଦାରଙ୍କୁ କଡା ତାଗିଦ ବେବନ୍ଦୋବସ୍ତ କେଶର ତ୍ୱରିତ ଫଇସଲା ହେବ, ଟିଟିଲାଗଡ଼, ବଙ୍ଗମୁଣ୍ଡା ଓ ସଇଁତଲା ତହସିଲଦାରଙ୍କଠାରୁ ରିପୋର୍ଟ ତଲବ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବାକୁ
Read More...