Daily Archives

ଦେଶର ଚଳଚ୍ଚିତ୍ର ତାରକା କାନ୍ସରେ ଅନୁରାଗ ଠାକୁରଙ୍କ ସହିତ ପାଇବେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ସେମାନଙ୍କ ମଧ୍ୟରେ ଅଛନ୍ତି ଏ.ଆର ରେହମାନ, ଶେଖର କପୁର, ଅକ୍ଷୟ କୁମାର ପ୍ରମୁଖ ନୂଆଦିଲ୍ଲୀ, (ପିଆଇବି) : ୭୫ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଚଳିତ ଥର ଭାରତୀୟ ଦର୍ଶକମାନଙ୍କ ନିମନ୍ତେ ଏକ ଚିତାକର୍ଷକ ଘଟଣା ହେବାକୁ ଯାଉଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ତାରକାମାନଙ୍କୁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସପ୍ତଦଶ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ବନବିହାରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ପ୍ରାରମ୍ଭ କରିଥିଲେ । ଏହି ଆସରରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକ ଦୁର୍ଗାଚରଣ
Read More...

କେନ୍ଦୁ ପତ୍ର ସଂଗ୍ରହ କରିବାକୁ ଯାଇଥିବାବେଳେ ମହିଳାଙ୍କ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ  ରୋକାଲ ଗ୍ରାମ ପଞ୍ଚାୟତ ଜୟବାହାଲ ଗ୍ରାମର ଜଣେ ମହିଳା କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇଥିବା ବେଳେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ପ୍ରାପ୍ତ ଖବର ଅନୁସାରେ ଜୟବାହାଲ ଗ୍ରାମର କୌଶଲ୍ୟା ବାଗ ବୟସ ୪୮ ସକାଳ ସାତ ଘଂଟା
Read More...

ଇମ୍ପରିୟଲ କଲେଜରେ ପାଲା ମାଧ୍ୟମରେ ନୈତିକତା ଓ ମୂଲ୍ୟବୋଧ ଶିକ୍ଷା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜରେ ପାଲା ମାଧ୍ୟମରେ ନୈତିକତା ଓ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିଦ ବ୍ୟଙ୍ଗକବି ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଗୁରୁ
Read More...

ମା’ ଉମା ମାହେଶ୍ୱରୀଙ୍କ ପୁସ୍ତକ ଲୋକାର୍ପିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ମା' ଉମା ମାହେଶ୍ୱରୀଙ୍କ ଉପରେ ରଚିତ ତାତ୍ତ୍ବିକ ପୁସ୍ତକ ଗତକାଲି ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକାର୍ପିତ ହୋଇଯାଇଛି । ମା' ମାହେଶ୍ୱରୀ ସେନା ଏବଂ କୁରୁଆ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ପୁସ୍ତକ
Read More...

୫ ଶ୍ରେଣୀ ଛାତ୍ରଙ୍କ ଅକାଳ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନୀପୁର ପଞ୍ଚାୟତ ଦାଲୂଅନୁଆପଡା ଗ୍ରାମର ଭରତ ବେହେରାଙ୍କ ପୁତ୍ର ବିଭୂତି ବେହେରା (୧୦)ଙ୍କ ଅକାଳ ବିୟୋଗ ଘଟିଛି । ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଦାଲୂଅନୂଆପଡ଼ା ପ୍ରକଳ୍ପ ପ୍ରାଥମିକ
Read More...

ବାଦିମାଲ ଗ୍ରାମରେ ଚନ୍ଦନ ଯାତ୍ରା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଜ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ବାଦିମାଲ ଗ୍ରାମରେ ଚନ୍ଦନ ଯାତ୍ରା ତିନିଦିନ ଧରି ପାଳିତ ହୋଇ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଦୁଇ ବର୍ଷ କରୋନା କଟକଣାକୁ ନେଇ ଚନ୍ଦନ ଯାତ୍ରା ମହୋତ୍ସବ ବନ୍ଦ ରହିଥିବା ବେଳେ
Read More...

ମାତୃପ୍ରେମୀ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟତିଥି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକଟର-୫ ସ୍ଥିତ ଅରବିନ୍ଦ ଯୋଗମନ୍ଦିରର ଏନେକ୍ସ ହଲରେ ଶିକ୍ଷାବିତ ତଥା ସମାଜସେବୀ ଡକ୍ଟର କିଶୋରୀ ଦାଶଙ୍କ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଚରଣ ଆଶ୍ରିତା ଦିବଙ୍ଗତା ମାଆ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟାତିଥି ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀମା
Read More...

ଆଗଲପୁର ବ୍ଲକ ଡୁଡୁକା ଗ୍ରାମରେ ଜବରଦଖଲ ଉଚ୍ଛେଦ କାମ ଆରମ୍ଭ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ଗ୍ରାମରେ ଜବରଦଖଲ ଉଚ୍ଛେଦ କାମ ଚାଲୁଅଛି । ଉକ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଆଗଲପୁର ତହସିଲଦାର ସୁଚିତା ପୁଷ୍ପାଙ୍କ ତତ୍ୱାବଧାନରେ ଡୁଡୁକା ବସଷ୍ଟାଣ୍ଡରୁ ରାମପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଉପରେ
Read More...