jsm

ପଦ୍ମଶ୍ରୀ ରଜତ କରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶିଷ୍ଠ ସାହିତ୍ୟକ, ଜଗନ୍ନାଥସଂସ୍କୃତିର ଗବେଷକ ଆଜୀବନ ସଦସ୍ୟ, ଭଂଜ ସାହିତ୍ୟର ଗବେଷକ ଓ ପ୍ରଚାରକ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଧାରା ବିବରଣୀ ଘୋଷକ, ନିଖିଳ ଉତ୍କଳ ପାଲା ସଂଘର ସ୍ଥାୟୀ ସଭାପତି, ପ୍ରାର୍ଥନା ଚ୍ୟାନେଲରେ ପ୍ରସାରିତ ବାଦିପାଲାର ସମୀକ୍ଷକ, ବୈଦେଇଶ ବିଳାସର ସୁପ୍ରବକ୍ତା ତଥା ରାଜ୍ୟର ପୂର୍ବତନ ଶିକ୍ଷା ନିର୍ଦେଶକ, ବିଶିଷ୍ଠ ସାହିତ୍ୟକ ତଥା ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ଡେଲାଙ୍ଗ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ଗଭୀରଦୁଃଖ ପ୍ରକାଶ କରିବା ସହ ମାହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ସ୍ବର୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

yuvodaya
Leave A Reply

Your email address will not be published.