pakka

ନୂଆପଡା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ଟିକ୍ରାପଡା : ଚଳକି ପଞ୍ଚାୟତ ନୂଆପଡା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରଜନୀ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ରତନି ପଟ୍ଟନାୟକ କର୍ତ୍ତା ଏବଂ କାର୍ତ୍ତିକ ମହାନ୍ତି ପୂଜକ ଥିଲେ । ଗ୍ରାମର କରୁଣା, ଦିଲୁ, ସମୀର, ଭାଗରଥି, ବିଦ୍ୟାଧର, ଭରତ, ବାମନ, ଲଳିତ, ସୁବଳ, ନୀଳ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

10 + 4 =