Browsing Tag

tikrapada news

କୋରମ୍‌ ଅଭାବରୁ ଟିକ୍ରାପଡାରେ ଗ୍ରାମସଭା ବନ୍ଦ

ଟିକ୍ରାପଡା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଟିକ୍ରାପଡା ପଞ୍ଚାୟତରେ କୋରମ ଅଭାବରୁ ଶୁକ୍ରବାର ଗ୍ରାମସଭା ହୋଇପାରି ନଥିଲା । ଏହି ପଞ୍ଚାୟତର ଲୋକସଂଖ୍ୟା ୫ ହଜାରରୁ ଅଧିକ ହୋଇଥିଲେ ମଧ୍ୟ କେବଳ ୨୦ରୁ ୩୦ ଜଣ ଲୋକ ଉପସ୍ଥିତ ଥିଲେ । ସେହିପରି କୌଣସି ଅଙ୍ଗନୱାଡି, ଆଶା, ସ୍ୱାସ୍ଥ୍ୟ
Read More...

ଟିକ୍ରାପଡାରେ ସଫେଇ ଅଭିଯାନ

ଟିକ୍ରାପଡା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଟିକ୍ରାପଡା ପଞ୍ଚାୟତରେ ସରପଞ୍ଚ ନରେନ୍ଦ୍ର କଲେତଙ୍କ ନେତୃତ୍ୱରେ ସଫେଇ ଅଭିଯାନ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ଡିଏସ୍‌ସି ଦୁଷ୍ମନ୍ତ ସାହୁ, ଡ. ପ୍ରଶାନ୍ତ ସାହୁ, ବିଆର୍‌ସି ଆଶୁତୋଷ ପଟେଲ ଯୋଗ ଦେଇଥିଲେ । ଏମ୍‌ବିକେ ପ୍ରମଦା ରାଜପଲିଆ,
Read More...

ବିଦ୍ୟୁତ ଟ୍ରାନ୍‌ସଫର୍ମର ଚୋରି ଅଭିଯୋଗ : ଜଳଯୋଗାଣ ବନ୍ଦ

ଟିକ୍ରାପଡା : ସଇଁତଳା ଥାନା ଟିକ୍ରାପଡ଼ାରେ ଗାଁକୁ ଜଳଯୋଗାଣ ପାଇଁ ଲାଗିଥିବା ଟ୍ରାନ୍‌ସଫର୍ମର ଚୋରି ହୋଇଯାଇଥିବା ଅଭିଯୋଗ ହେଉଛି । ଚୋରମାନେ ବୁଧବାର ରାତିରେ ମୁଖ୍ୟ ରାସ୍ତା କଡରେ ଥିବା ଉକ୍ତ ଟ୍ରାନ୍‌ସଫର୍ମର ଖୋଲି ତମ୍ବା ତାର ଚୋରି କରି ନେଇଛନ୍ତି । ଏ ନେଇ ଗୁରୁବାର ସକାଳେ ଟିକ୍ରାପଡା
Read More...

ବଜ୍ରପାତରେ ଜଣେ ମୃତ

ଟିକ୍ରାପଡା, (କେପିଏନ୍‌ଏସ୍‌) : ସଇନ୍ତଲା ବ୍ଲକ୍‌ ଝଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗ୍ରାମର ମାଟୁ ବଗର୍ତ୍ତୀ (୩୫ ବର୍ଷ)ଙ୍କ ଗତକାଲି ବଜ୍ରପାତରେ ମୃତ୍ୟୁ ଘଟିଛି । ସେ ସନ୍ଧ୍ୟା ସାଢେ ୫ରେ ଲାନ୍ଥ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ । ତାଙ୍କ ସହ ଥିବା ଅନ୍ୟ ୨
Read More...

କେନ୍ଦୁପତ୍ର ପୋଡି ଘଟଣା : ଜେଲ ଗଲା ଅଭିଯୁକ୍ତ

ଟିକ୍ରାପଡା : ସଇଁନ୍ତଲା ବ୍ଲକ ଟିକ୍ରାପଡା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ଲୁଥାକେନ୍ଦ ଗ୍ରାମର କେନ୍ଦୁପତ୍ର ଫଡି ପୋଡି ଘଟଣାରେ ପ୍ରସନ୍ନ ପ୍ରଧାନ(୨୬) ନାମକ ଜଣେ ଯୁବକ ଜେଲ ଯାଇଥିବା ଜଣାପଡିଛି । ତାଙ୍କ ଘର ଲୁଥାକେନ୍ଦରେ ହୋଇଥିବା ବେଳେ ଏବେ ସେ ଝିମନ୍‌ପାଲିରେ ରହୁଛନ୍ତି । ସୂଚନା
Read More...

ଜଳିଗଲା କେନ୍ଦୁପତ୍ର ଫଡି

ଟିକ୍ରାପଡା, (କେପିଏନ୍‌ଏସ୍‌) : ସଇନ୍ତଳା ବ୍ଲକ୍‌ ଟିକ୍ରାପଡା କେନ୍ଦୁପତ୍ର ରେଞ୍ଜ ଅଧୀନସ୍ଥ ତଥା ଟିକ୍ରାପଡା ସର୍କଲ ଅନ୍ତର୍ଗତ ଲୁଥାକେନ୍ଦ ପତ୍ରଫଡି ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ନିଆଁ ଲାଗିଥିବା ସଂପର୍କରେ ବୁଧବାର ରାତି ପ୍ରାୟ ୧୦ଟାରେ ରେଞ୍ଜ ଅଧିକାରୀ ଫୋନ୍‌ରେ ଖବର ପାଇ
Read More...

ନୂଆପଡା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ଟିକ୍ରାପଡା : ଚଳକି ପଞ୍ଚାୟତ ନୂଆପଡା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରଜନୀ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ରତନି ପଟ୍ଟନାୟକ କର୍ତ୍ତା ଏବଂ କାର୍ତ୍ତିକ ମହାନ୍ତି ପୂଜକ ଥିଲେ । ଗ୍ରାମର କରୁଣା, ଦିଲୁ, ସମୀର, ଭାଗରଥି, ବିଦ୍ୟାଧର, ଭରତ, ବାମନ, ଲଳିତ, ସୁବଳ,
Read More...

ବେଆଇନ ଭାବେ ଇଟା ଓ ପଥର ଚାଲାଣ କରୁଥିବା ବେଳେ ସଇଁତଲା ତହସିଲ ପକ୍ଷରୁ ଜୋରିମାନା ଆଦାୟ

ଟିକ୍ରାପଡ଼ା : ବେଆଇନ ଭାବେ ଇଟା ଓ ପଥର ଚାଲାଣ ବେଳେ ସଇଁତଲା ତହସିଲ ପକ୍ଷରୁ ଜୋରିମାନା ଆଦାୟ କରାଯାଇଛି । ସୂଚନା ଅନୁସାରେ ବେଆଇନ ଭାବେ ରାଜସ୍ୱ ପଇଠ ନକରି ଇଟା ଓ ପଥର ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସଇଁତଲା ତହସିଲଦାର ଟିକ୍ରାପଡ଼ାକୁ ଆସିଥିଲେ ଓ ଆଡ଼ିବନ୍ଧ କାମକୁ
Read More...