ବିଦ୍ୟୁତ ଟ୍ରାନ୍‌ସଫର୍ମର ଚୋରି ଅଭିଯୋଗ : ଜଳଯୋଗାଣ ବନ୍ଦ

ଟିକ୍ରାପଡା : ସଇଁତଳା ଥାନା ଟିକ୍ରାପଡ଼ାରେ ଗାଁକୁ ଜଳଯୋଗାଣ ପାଇଁ ଲାଗିଥିବା ଟ୍ରାନ୍‌ସଫର୍ମର ଚୋରି ହୋଇଯାଇଥିବା ଅଭିଯୋଗ ହେଉଛି । ଚୋରମାନେ ବୁଧବାର ରାତିରେ ମୁଖ୍ୟ ରାସ୍ତା କଡରେ ଥିବା ଉକ୍ତ ଟ୍ରାନ୍‌ସଫର୍ମର ଖୋଲି ତମ୍ବା ତାର ଚୋରି କରି ନେଇଛନ୍ତି । ଏ ନେଇ ଗୁରୁବାର ସକାଳେ ଟିକ୍ରାପଡା ଫାଣ୍ଡିରେ ଅଭିଯୋଗ ହୋଇଛି । ଫଳରେ ଗାଁକୁ ପାନୀୟ ଜଳଯୋଗାଣ ବନ୍ଦ ହୋଇଛି । ପ୍ରଶାସନ ଅଞ୍ଚଳରେ ଚୋରି ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.

18 + 16 =

error: Content is protected !!