pakka

ଭତ୍ତା ପାଇଁ ହିତାଧିକାରୀ ହଇରାଣ ହେଉଥିବା ଅଭିଯୋଗ

bbehera

ଲାଠୋର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ଭତ୍ତାକୁ ନେଇ ହିତାଧିକାରୀ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ, ପ୍ରତିମାସର ୧୫ ତାରିଖ ଦିନ ପଞ୍ଚାୟତ ପରିସରରେ ଭତ୍ତା ଦିଆଯାଉଥିଲା, ପରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରାଗଲା । ହେଲେ ଏହି ବାବ୍ୟସ୍ଥାରେ ସେମାନେ ହଇରାଣ ହେଉଥିବା ଅଭିଯୋଗ କରୁଛନ୍ତି । ତେଣୁ ନିୟମିତ ଭାବେ ଭତ୍ତା ଦେବାକୁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

4 × three =