ବେଆଇନ ଭାବେ ଇଟା ଓ ପଥର ଚାଲାଣ କରୁଥିବା ବେଳେ ସଇଁତଲା ତହସିଲ ପକ୍ଷରୁ ଜୋରିମାନା ଆଦାୟ

ଟିକ୍ରାପଡ଼ା : ବେଆଇନ ଭାବେ ଇଟା ଓ ପଥର ଚାଲାଣ ବେଳେ ସଇଁତଲା ତହସିଲ ପକ୍ଷରୁ ଜୋରିମାନା ଆଦାୟ କରାଯାଇଛି । ସୂଚନା ଅନୁସାରେ ବେଆଇନ ଭାବେ ରାଜସ୍ୱ ପଇଠ ନକରି ଇଟା ଓ ପଥର ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସଇଁତଲା ତହସିଲଦାର ଟିକ୍ରାପଡ଼ାକୁ ଆସିଥିଲେ ଓ ଆଡ଼ିବନ୍ଧ କାମକୁ ଆସୁଥିବା ପଥର, ଇଟା ବିନା ରାଜସ୍ୱରେ ଅଣାଯାଉଥିବା ତଦନ୍ତ କରି ଜାଣିଥିଲେ । ଏହାପରେ ସେ ଉକ୍ତ ୩ଟି ଟ୍ରାକ୍ଟର ଠାରୁ ଜୋରିମାନା ଆଦାୟ ପରେ ସେଗୁଡ଼ିକୁ ଜବତ କରିଥିଲେ । ଏହା ସହିତ ଟିକ୍ରାପଡ଼ା ଆର୍‌ଆଇଙ୍କୁ ମଧ୍ୟ ସୂଚନା ଦେଇଥିଲେ ।

Leave A Reply

Your email address will not be published.

4 + eight =

error: Content is protected !!