pakka

ଦୁଇ ଗୋଷ୍ଠୀ ମୁହାଁମୁହିଁ : ଜଣେ ମହିଳାଙ୍କ ସମେତ ୬ଜଣ ଗୁରୁତର

bbehera

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ମଣ୍ଡପଡ଼ା ପଞ୍ଚାୟତ ଦଣ୍ଡୁଆସିପଡ଼ା ଗାଁରେ ଆଜି ସକାଳୁ ଏକ ଅଘଟଣ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମଣ୍ଡପଡ଼ା ପଞ୍ଚାୟତ ଦଣ୍ଡୁଆସିପଡ଼ା ଗାଁରେ କୌଣସି ବିଷୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇ ଟେକା ପଥର ସହ ଠେଙ୍ଗା ମାଡ଼ ଆରମ୍ଭ ହୋଇଥଲା ଏଥିରେ ଜଣେ ମହିଳାଙ୍କ ସମେତ ୬ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରେ ଅଧିକ ଗୁରୁତର ଥିବା ବ୍ୟକ୍ତିଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି ।

jay balangir
Leave A Reply

Your email address will not be published.

2 × 2 =

error: Content is protected !!