Browsing Tag

brahmapur news

ରମ୍ଭା ଏନ୍.ଏ.ସି.ରେ ବିଜେଡିର ଦମଦାର ପ୍ରଚାର ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ଐତିହାସିକ ସ୍ଥଳ ପୂର୍ଣ୍ଣତ୍ତୋୟା ନିଳାମ୍ବୁ ଚିଲ୍ଲିକା ପ୍ରବାହିତ ବାଣିଜ୍ୟ ଓ ପର୍ଯ୍ୟଟନର ସହର ରମ୍ଭା ନଗରୀରେ ବିଜେଡିର ଏକ ଦମଦାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ
Read More...

ଘରେ ପଶି ମହିଳାଙ୍କୁ ହତ୍ୟା ଅଭିଯୋଗ

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଅଳକାପୁରୀରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରାଯାଇଥିା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ବିଜୟ ଚରଣ ବେହେରାଙ୍କ ସ୍ତ୍ରୀ ସୁରଜା ବେହେରା (୫୮) ବୋଲି ଜଣାପଡିଛି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶୃଙ୍ଖଳିତ, ଅବାଧ ଓ ନିରପେକ୍ଷ କରିବାକୁ ବିଜେପିର ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ହିଂସାକାଣ୍ଡ ଘଟି ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଘଟିଛି । ତା' ସହିତ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ପୋଲିଂ ଅଧିକାରୀଙ୍କୁ ଧରି ବିଜେଡି ଦଳର ଗୁଣ୍ଡାମାନେ ବିଭିନ୍ନ ସ୍ଥାନରେ ଭୟର ବାତାବରଣ
Read More...

ହରିଡ଼ାଖଣ୍ଡି ମୌଜା ଅନ୍ତର୍ଗତ ଉତ୍ତରାମୁଖୀ ସାହିର ୧୪୫ ପରିବାରକୁ ପଟ୍ଟା ୪ ମାସ ମଧ୍ୟରେ ପ୍ରଦାନ ପାଇଁ ବ୍ରହ୍ମପୁର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରିଟ୍‌ ପିଟିସନ ଦାଖଲ କରାଯାଇଛି, ଯାହା ଡବ୍ଲ୍ୟୁପିସି ନଂ. ୩୨୨୫୦/୨୦୨୧ରେ ବ୍ରହ୍ମପୁର ତହସିଲ ଅନ୍ତର୍ଗତ ହରିଡ଼ାଖଣ୍ଡି ମୌଜାର ଉତ୍ତରମୁଖୀ ସାହିରେ ଦୀର୍ଘ ୬୦
Read More...

୯୩ ବର୍ଷର ବୃଦ୍ଧ ଦେଲେ ଭୋଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଳକ୍ ଅନ୍ତର୍ଗତ ନିମଖଣ୍ଡି ପଞ୍ଚାୟତରେ ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ସମାହିତ ହୋଇଯାଇଛି । ନିମଖଣ୍ଡି ଗ୍ରାମପଞ୍ଚାୟତର ନିମଖଣ୍ଡି ଗ୍ରାମରେ ୧୯୪୭ ମସିହାରେ ସ୍ଥାପିତ ଶ୍ରୀକୃଷ୍ଣଚନ୍ଦ୍ର ସାହୁ ହାଇସ୍କୁଲର
Read More...

ଛତ୍ରପୁର : କଣମଣା ଗ୍ରାମପଞ୍ଚାୟତ ପାଇଁ ବିଜେଡିକୁ ଅଡୁଆର ସମ୍ମୁଖୀନ ହେବା ଆଶଙ୍କା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ୱିତୀୟ ପର୍ୟ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବା ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ଗ୍ରାମପଞ୍ଚାୟତ ପାଇଁ ବିଜେଡିକୁ ଅଡ଼ୁଆର ସମ୍ମୁଖୀନ ହେବା ସମ୍ଭାବନା ଦେଖାଦେଇଛି । ସର୍ବମୋଟ ୬୦୧୭ ଜଣ ଭୋଟର ଥିବା ଏହି ପଞ୍ଚାୟତରେ ୨୯୨୦ ପୁରୁଷ ଓ ୩୦୯୭ ଜଣ
Read More...

ସାନଖେମୁଣ୍ଡି ପମ୍ପ ହାଉସ୍ ନିକଟରେ ଅସ୍ଥାୟୀ ମଦ ଗୋଦାମକୁ ଜନତାଙ୍କ ବିରୋଧ : ଗ୍ରାମବାସୀ ରାତି ତମାମ ଘେରି ବସିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ୬୨ ନଂ. ଜୋନ୍ କଲରାପଦର ପଞ୍ଚାୟତର ମାଟିଆବରାଇ ଗ୍ରାମର ପମ୍ପ ହାଉସ୍‌ରେ ବିପୁଳ ପରିମାଣର ମଦ ରଖାଯାଇଛି । ଗ୍ରାମବାସୀ ବାରମ୍ବାର ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିବା
Read More...

ଦୁଇ ଗୋଷ୍ଠୀ ମୁହାଁମୁହିଁ : ଜଣେ ମହିଳାଙ୍କ ସମେତ ୬ଜଣ ଗୁରୁତର

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ମଣ୍ଡପଡ଼ା ପଞ୍ଚାୟତ ଦଣ୍ଡୁଆସିପଡ଼ା ଗାଁରେ ଆଜି ସକାଳୁ ଏକ ଅଘଟଣ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମଣ୍ଡପଡ଼ା ପଞ୍ଚାୟତ ଦଣ୍ଡୁଆସିପଡ଼ା ଗାଁରେ କୌଣସି ବିଷୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇ ଟେକା ପଥର ସହ ଠେଙ୍ଗା ମାଡ଼ ଆରମ୍ଭ ହୋଇଥଲା
Read More...

କୋଭିଡ କଟକଣା ମଧ୍ୟରେ ପାଳିତ ହେବ ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ : ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୃହ ବିଭାଗର ନିର୍ଦ୍ଦେଶ ପ୍ରକାରେ ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତହେବ। କୋଭିଡ କଟକଣା ଯୋଗୁଁ ବୈଠକ ବଦଳରେ ଆଲୋଚନା କରାଯାଇ, ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସଟିକୁ ପାଳନ କରିବା ନେଇ ଜିଲ୍ଲାପାଳ ବିଜୟ ଅମୃତା
Read More...

ଛତ୍ରପୁର ମହୋତ୍ସବରେ ଓଲିଉଡ଼ ତାରକା ଦୀପ୍ତିରେଖା ପାଢ଼ୀ, ଆଶୁତୋଷ ମହାନ୍ତିଙ୍କ ଗୀତରେ ଦର୍ଶକ ଝୁମିଲେ ଓ ନାଚିଲେ

• ଅବ୍ୟବସ୍ଥା ନେଇ ସାମ୍ବାଦିକମାନେ ଅତିଷ୍ଠ : ସ୍ଥାନ ବର୍ଜ୍ଜନ ଭଳି ଅଭାବନୀୟ ଘଟଣା ଏବେ ଆଲୋଡିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଥନୈତିକର ବିକାଶ ଓ ପ୍ରସାର ନିମନ୍ତେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଷ୍ଟଲରେ
Read More...