Browsing Tag

brahmapur news

ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ଆଜି ହାଜର ହେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ନିଆଯିବ ବ୍ରହ୍ମପୁର । ଟାଟାରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ ଗୋଳନ୍ଥରା ଥାନା
Read More...

୪ ଟନ୍ ଅଦରକାରୀ ଲୁହାରେ ୩୦ ଫୁଟର ଭାରତ ମାନଚିତ୍ର ତିଆରି କଲେ ଆଇଟିଆଇ ବିଦ୍ୟାର୍ଥୀ

ବ୍ରହ୍ମପୁର : ପୁଣିଥରେ ବ୍ରହ୍ମପୁର ସରକାରୀ ଆଇଟିଆଇର ବିଦ୍ୟାର୍ଥୀମାନେ କମାଲ୍ କରି ଅଦରକାରୀ ସାମଗ୍ରୀରେ ଏକ ବିଶାଳ ମାନଚିତ୍ର ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି । କ୍ୟାମ୍ପସ୍ ପରିସରରେ ଥିବା ଏସିଆର ସର୍ବବୃତ୍ ସ୍କ୍ରିପ୍ ପାର୍କରେ ଅଦରକାରୀ ୪ ଟନ୍ ଲୁହାରେ ୩୦ ଫୁଟ ଉଚ୍ଚତାର ଏକ
Read More...

କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଜଣ ଗିରଫ । ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ପୋଲିସ ସହାୟତାରେ ଗତରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି । ଗତ ୨୮ ତାରିଖରେ ବୁଗୁଡ଼ା ରେଞ୍ଜ
Read More...

ଗୋ ଖାଦ୍ୟ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ୨ ହଜାର କିଲୋର ଗଞ୍ଜେଇ ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ କନିଷି ନିକଟରୁ ୨ ହଜାର କିଲୋର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ । ଖବର ଅନୁଯାୟୀ, ରାଜ୍ୟ ବାହାରକୁ ବେଧଡ଼କ ଭାବେ ଚାଲିଛି ଗଞ୍ଜେଇ କାରବାର । ଯାହାର ପର୍ଦ୍ଦାଫାସ କରିଛି ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ।
Read More...

ବେଆଇନ ସସ୍ କାରଖାନା ଉପରେ ଚଢାଉ

ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ସୋମନାଥ ନଗରରେ ପୋଲିସର ଚଢାଉ । ବେଆଇନ ଟମାଟୋ ସସ୍ ପ୍ରସ୍ତୁତକାରୀ ୟୁନିଟ୍ ଉପରେ ଚଢାଉ କରିଛି ପୋଲିସ । ଚଢାଉ ବେଳେ ବିପୁଳ ପରିମାଣର ସାମଗ୍ରୀ, ବୋଟଲ୍, ଫ୍ୟାମିଲି ବ୍ରାଣ୍ଡ ନାମର ଷ୍ଟିକର୍ ଜବତ ହୋଇଛି । ପ୍ରସ୍ତୁତକାରୀ ଶଙ୍କର ସ୍ୱାଇଁଙ୍କୁ ପୋଲିସ ଗିରଫ
Read More...

ଜବତ ହେଲା ନକଲି କୋଲଡ୍ରିଙ୍କସ : ଲକ୍ଷାଧିକ ଟଙ୍କାର ମେସିନ୍ ଜବତ

ବ୍ରହ୍ମପୁର : ବିଗତ କିଛି ଦିନ ଭିତରେ ରାଜ୍ୟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି । ରାଜ୍ୟରେ ନକଲି କାରଖାନା ଉପରେ ଜୋରଦାର ଚଢାଉ ଚାଲିଛି । କଟକ, ସମ୍ବଲପୁର, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରୁ ଜବତ ହେଲା ନକଲି କୋଲଡ୍ରିଙ୍କସ । ସୁକୁଣ୍ଡା ଗାଁରେ ନକଲି କୋଲଡ୍ରିଙ୍କସ
Read More...
error: Content is protected !!