ଟିକ୍ରାପଡାରେ ସଫେଇ ଅଭିଯାନ

ଟିକ୍ରାପଡା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଟିକ୍ରାପଡା ପଞ୍ଚାୟତରେ ସରପଞ୍ଚ ନରେନ୍ଦ୍ର କଲେତଙ୍କ ନେତୃତ୍ୱରେ ସଫେଇ ଅଭିଯାନ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ଡିଏସ୍‌ସି ଦୁଷ୍ମନ୍ତ ସାହୁ, ଡ. ପ୍ରଶାନ୍ତ ସାହୁ, ବିଆର୍‌ସି ଆଶୁତୋଷ ପଟେଲ ଯୋଗ ଦେଇଥିଲେ । ଏମ୍‌ବିକେ ପ୍ରମଦା ରାଜପଲିଆ, ଭାର୍ଗବୀ ରାଜପଲିଆ, ସନ୍ତୋଷିନୀ ରାଜପଲିଆ, ସୁଭଦ୍ରା କଲେତ, କୁମୁଦିନୀ ରଣା, ସନ୍ତୋଷିନୀ କାଲସାଏ, ବନିତା ସାହୁ, ନମିତା ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × 1 =

error: Content is protected !!