Daily Archives

ବଡ ଭାଇକୁ ବିଭତ୍ସ ଭାବେ ହତ୍ୟା କଲା ସାନ ଭାଇ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଆଜି ସକାଳୁ ଭବାନୀପାଟଣା ଅନ୍ତର୍ଗତ ପଣ୍ଡି ଗାଁରେ ଏକ ବିଭତ୍ସ ହତ୍ୟା କାଣ୍ଡ ଘଟିଯାଇଛି । ସାମାନ୍ୟ ବଚସାରୁ ଉତ୍ୟକ୍ତ ହୋଇ ସାନ ଭାଇ ବଡ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଖବର ମିଳଛି । ବଡ ଭାଇର ଘଟଣା ସ୍ଥଲରେ ହିଁ ପ୍ରାଣ ବାୟୁ ଉଡି ଯାଇଛି ।
Read More...

କ୍ଲିନ୍ ଆଣ୍ଡ ଗ୍ରୀନ ଏବଂ ମିଶନ ସନ୍‌ଡେ ତରଫରୁ ମିଳିତ ସଫେଇ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସିଭିଲ ଟାଉନ୍ ସ୍ଥିତ କେତିକେ ହସ୍ପିଟାଲ ସାମନା ଏବିଏମ୍‌ ପାର୍କରେ କ୍ଲିନ୍ ଆଣ୍ଡ ଗ୍ରୀନର ରବିବାସରୀୟ ସଫେଇ କାର୍ଯ୍ୟକ୍ରମ ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀ ଓ ସମ୍ପାଦକ ପ୍ରଦୀପ ଦାସଙ୍କ ପୌରାହିତ୍ୟରେ
Read More...

କୁରୁମକେଲ ବିସ୍ଥାପିତ କଲୋନୀ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ବୁଲି ଦେଖିବା ସହ ଡେବ୍ରିଗଡ ଅଭୟାରଣ୍ୟରୁ ବିସ୍ଥାପିତ ହୋଇଥିବା କୁରୁମକେଲ ଗ୍ରାମର
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୪ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷ ରୁ ୧୪ ବର୍ଷ ନିମନ୍ତେ୧୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଅଲାତରା ସାପ୍ତାହିକ ବଜାର ଶିବମନ୍ଦିର ନିକଟସ୍ଥ ଆମ୍ବ ବଗିଚା ପଡିଆକୁ ସ୍ଥାନାନ୍ତରିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଗ୍ରାମ ପଞ୍ଚାୟତର ସପ୍ତାହିକ ବଜାର ରବିବାର ଦିନ ଦୀର୍ଘ ୭ ବର୍ଷ ହେବ ଅଲାତରା ରାମ ମନ୍ଦିର ଛକ ମୁଖ୍ୟ ରାସ୍ତା ଉପରେ ଚାଲୁଥିବା ବଜାରକୁ ଆଜି ଶିବ ମନ୍ଦିର ନିକଟସ୍ଥ ଆମ୍ବ ବଗିଚାକୁ ସ୍ଥାନାନ୍ତରିତ
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ୫, ଖାରବେଳ ନଗର ବଲାଙ୍ଗିର ଜିଲ୍ଲା ଶାଖାର ନିର୍ବାଚନ କମିଟିର ଚୂଡାନ୍ତ ବୈଠକ ଆଜି ପୂର୍ବାହ୍ନ ସକାଳ ଘ.୯ ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନ ନିକଟସ୍ଥ ସଂଘ କାର୍ଯ୍ୟାଳୟଠାରେ ଜିଲ୍ଲା ଅଧ୍ୟକ୍ଷ ସୁଚିତ୍ରା ସୁନାଙ୍କ
Read More...

ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ନବୋଦୟ ବିଦ୍ୟାଳୟକୁ ଗୁଣାତ୍ମକ ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ସାମୂହିକ ସଙ୍କଳ୍ପ ନେବା- ଧର୍ମେନ୍ଦ୍ର ପ୍ରଧାନ• ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ, ପାଠାଗାର ଓ ଛାତ୍ରାବାସ ବୁଲିଲେ କେନ୍ଦ୍ରମନ୍ତ୍ରୀ• ଜାତୀୟ ଶିକ୍ଷା ନୀତିର ରୂପରେଖ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କଲେ•
Read More...

ପୂର୍ବତନ ସୈନିକ ଦିଲିପ ସାହୁଙ୍କ ବିୟୋଗରେ ପୂର୍ବତନ ସୈନିକ ସଂଘର ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ସୈନିକ ଦିଲିପ ସାହୁଙ୍କ ପରଲୋକ ହୋଯାଇଥିବା ଜଣାପଡିଛି । ସ୍ୱର୍ଗତ ଦିଲିପ ସାହୁ ଦୀର୍ଘ ବର୍ଷ ଭାରତ ମାତାର ସେବା କଲାପରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମରେ ନିଜ ପରିବାର ସାଥୀରେ ରହୁଥିବା ବେଳେ ସେ ପୂର୍ବତନ ସୈନକ ସଂଘର ସଭ୍ୟ ମଧ୍ୟ ଥିଲେ
Read More...

ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ଅହେତୁକ ଭାବେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଦୃତ ଗତିରେ ବୃଦ୍ଧି ପାଉଛି । ଏହାକୁ ବିରୋଧ କରି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଅଭିନବ ଢଙ୍ଗରେ
Read More...

ଭାରତର ୨୫ତମ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର

ନୂଆଦିଲ୍ଲୀ, (ପିଆଇବି) : ରାଜୀବ କୁମାର ଆଜି ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନ ଠାରେ ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜୀବ କୁମାର ୧ ସେପ୍ଟେମ୍ବର, ୨୦୨୦ରୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ରେ ନିର୍ବାଚନ କମିଶନର ଭାବରେ କାର୍ୟ୍ୟ କରି
Read More...