Daily Archives

କୁବ୍ରିମହୁଲ ଭିଏସଏସର ୫୯ଜଣ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ ପାଇଁ ସୁବିଧା ନେଇ ଡିଏଫ୍‌ଓଙ୍କ ସୂଚନା

ପାଟଣାଗଡ, (ଗୋରେଖନାଥ ବରିହା) : ଭାରତ ପେଟ୍ରୋଲିୟମ ସହିତ ସମ୍ମିଶ୍ରଣରେ ଏବଂ ହାବିଟାଟ୍ ଫର୍‌ ହ୍ୟୁମାନିଟି ଇଣ୍ଡିଆ ଦ୍ୱାରା କାର୍ୟ୍ୟକାରୀ ହେବାପରେ ପାଟଣାଗଡ ଏଫ୍‌ଏମ୍‌ୟୁର ପି-ଏନଜିଓ ଦଳର ସଦସ୍ୟମାନେ ଶୌଚାଳୟ ନିର୍ମାଣ ପାଇଁ କୁବ୍ରିମହୁଲ ଭିଏସଏସର ୫୯ଜଣ ହିତାଧିକାରୀଙ୍କୁ ସୁବିଧା
Read More...

ଆନ୍ଦୋଳନକୁ ଓହ୍ଲାଇବ ଜିଲ୍ଲା ନିଖିଳ ଆଶା କର୍ମୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଯାଦବ ଭବନ ଠାରେ ଏଆଇଟିୟୁସି ସହ ସହବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘ ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରୀ କମିଟିର ଜିଲ୍ଲାସ୍ତରୀୟ ଏକ ଜରୁରି ବୈଠକ ଜିଲ୍ଲା ସଭାପତି ସାଥୀ ତୀର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ରାଜ୍ୟ
Read More...

ବଙ୍ଗୋମୁଣ୍ଡା ଏଫ୍‌ଏମ୍‌ୟୁରେ ରାସାୟନିକ ସାର ବ୍ୟବହାରରକୁ ନେଇ କୃଷକମାନଙ୍କ ମଧ୍ୟରେ ସଚେତନତା ଶିବର ଅନୁଷ୍ଠିତ ହୋଇଥିବା…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଏଫ୍‌ଏମ୍‌ୟୁରେ ରାସାୟନିକ ସାର ବ୍ୟବହାରରକୁ ନେଇ କୃଷକମାନଙ୍କ ମଧ୍ୟରେ ସଚେତନତା ଶିବର ଅନୁଷ୍ଠିତ ହୋଇଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଏହି ବୈଠକରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଅନେକ
Read More...

ଟ୍ରାଇର ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

“ଦୂର ସଞ୍ଚାର କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ଆତ୍ମନିର୍ଭରଶୀଳତା ଦିଗରେ ସ୍ୱଦେଶୀ ୫ ଜି ବେଡ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ”“ଏକବିଂଶ ଶତାବ୍ଦୀର ଭାରତରେ ସଂଚାର ହିଁ ପ୍ରଗତିର ନିର୍ଣ୍ଣାୟକ ହେବ”“ଦେଶର ପ୍ରଶାସନିକ କ୍ଷେତ୍ରରେ ୫ଜି ପ୍ରଯୁକ୍ତି ସକାରାତ୍ମକ ପରିବର୍ତ୍ତନ ଆଣିବା ସହ
Read More...

ପିଜି ସିଟ୍‌ ଖୋଲିବାରେ ଭୀମଭୋଇ ମେଡିକାଲ କଲେଜ ନୂତନ କଲେଜମାନଙ୍କ ମଧ୍ୟରୁ ପ୍ରଥମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜର ଇତିହାସରେ ସଫଳତାର ଏକ ନୂତନ ଅଧ୍ୟାୟ ଯୋଡି ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଏମ୍‌ବିବିଏସ୍‌ ଶିକ୍ଷାଦାନ ହେଉଥିବା ଏହି ଅନୁଷ୍ଠାନରେ ଚଳିତ ବର୍ଷ ମେ’ ମାସ ଠାରୁ ପୋଷ୍ଟ ଏମ୍‌ବିବିଏସ୍‌ ଡିପ୍ଲୋମା(୨ ବର୍ଷ) ପାଠ୍ୟକ୍ରମରେ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୭୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ବିଭିନ୍ନ ୩୯ ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ
Read More...

ଓଲଟିଲା ପିକ୍ଅପ୍ ଭ୍ୟାନ : ୨ ମୃତ, ୧୨ ଗୁରୁତର

ଧର୍ମଗଡ : କଳାହାଣ୍ଡି ଜିଲ୍ଲା କଲମପୁର- ଥିଆମୂଳ ରାମପୁର ସୀଙ୍ଗାରି ଘାଟିରେ ପିକ୍ଅପ୍ ଭ୍ୟାନ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତକୁ ପିଡିଏସ ଚାଉଳ ଆଣିବା ପାଇଁ
Read More...

ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁୁମାର ପାଣୀ) : ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ପଦ୍ମପୁର ସହରରେ ପୂର୍ବରୁ ହୋଇଥିବା ପ୍ରକଳ୍ପ ଅନୁଯାୟୀ କ୍ଷୁଦ୍ର ଜଳସେଚନ ବିଭାଜିକାର କିଛି କେନାଲ ବର୍ତ୍ତମାନର ବସ୍ତି
Read More...

ଶ୍ରୀ ଶ୍ରୀ ନୃସିଂହନାଥ ବୈଶାଖ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବିନ୍ଧ୍ୟବାସିନୀ ମଣ୍ଡପରେ ଲୋକନୃତ୍ୟରେ ଝୁମିଲେ ଦର୍ଶକ ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧଗିରିରେ ମୁଷିକ ଦୈତ୍ୟ ଆତ୍ମଗୋପନ କରିବା ପରେ ମୂଷିକ ଶତୃର ପ୍ରତୀକ ମାର୍ଜାର କେଶରୀ ବେଶରେ ଭଗବାନ ଛକି ରହିବା କିମ୍ବଦନ୍ତୀ ମାଧ୍ୟମରେ ଅସତ୍ୟ ଉପରେ ସତ୍ୟର ବିଜୟ ବାର୍ତା ସର୍ବ କାଳୀନ ଅଟେ
Read More...

ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ବ୍ରହ୍ମପୁରରୁ ଉଦ୍ଧାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ରାମେଶ୍ୱରରୁ ଭୁବନେଶ୍ୱର ଟ୍ରେନରେ ଆସୁଥିବା ବେଳେ ବ୍ରହ୍ମପୁରରୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ଅଣାଯାଉଛି । ସୂଚନା ଅନୁସାରେ ସରୋଜ କୁମାର ପାଢୀ ଗତ ୧୨ ତାରିଖରେ ଭୁବନେଶ୍ୱର
Read More...