ବଙ୍ଗୋମୁଣ୍ଡା ଏଫ୍‌ଏମ୍‌ୟୁରେ ରାସାୟନିକ ସାର ବ୍ୟବହାରରକୁ ନେଇ କୃଷକମାନଙ୍କ ମଧ୍ୟରେ ସଚେତନତା ଶିବର ଅନୁଷ୍ଠିତ ହୋଇଥିବା ନେଇ ଡିଏଫ୍‌ଓଙ୍କ ସୂଚନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଏଫ୍‌ଏମ୍‌ୟୁରେ ରାସାୟନିକ ସାର ବ୍ୟବହାରରକୁ ନେଇ କୃଷକମାନଙ୍କ ମଧ୍ୟରେ ସଚେତନତା ଶିବର ଅନୁଷ୍ଠିତ ହୋଇଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଏହି ବୈଠକରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଅନେକ କୃଷକ ମାନେ ଯୋଗଦାନ କରିଥିବା ବେଳେ ଏଥିରେ କୃଷକମାନଙ୍କୁ ରାସାୟନିକ ସାର ବ୍ୟବହାରର ବିପଦ ବିଷୟରେ ସଚେନତ କରାଯାଇଥିଲା ।

Leave A Reply

Your email address will not be published.

two + 14 =