pakka
Daily Archives

ମାଡପିଟ୍‌ ମାମଲାରେ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୭ ଜଣ ଗଲେ ଜେଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ପୁରେନା ଛକରେ ଜଣେ ସମାଜସେବୀ ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ବରତୁଣ୍ତା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୀତା ସୁନାଙ୍କ
Read More...

ଗଇଁତଲା ଗ୍ରାମରେ ଜଗନ୍ନାଥ ନବ ବିଗ୍ରହ ପ୍ରତିଷ୍ଠା ଯଜ୍ଞ ୨୪ ପ୍ରହରୀ ନାମ ସଂକିର୍ତ୍ତନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଗଇଁନ୍ତଲା ଗ୍ରାମରେ ଗତ ତିନି ମଇ ୨୦୨୨ ତାରିଖ ଠାରୁ ସାତ ତାରିଖ ଯାଏ ଗ୍ରାମରେ ବିଜେ ପ୍ରଭୂ ଜଗନ୍ନାଥଙ୍କ ବିଗ୍ରହ ପରିବର୍ତନ ଉପଲକ୍ଷେ ଯଜ୍ଞ ତଥା ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତ୍ରିଦିବସୀୟ ଯଜ୍ଞର କର୍ତ୍ତା ଭାବରେ
Read More...

କୁଡ଼ାସିଂହା ଗାୟତ୍ରୀ ପୀଠରେ ଆଦିଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ଗାୟତ୍ରୀ ପୀଠରେ ଆଦିଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଏକ ବୈଠକରେ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ମିଳିତ ଆନୁକୁଲ୍ୟରେ ସଭାପତି ରେବତ ଜାଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ
Read More...

ରାମଚନ୍ଦ୍ରପୁର ଗ୍ରାମର ବିଏସ୍‌ଏସ୍‌ଏଲ୍‌ ୨ଜି ମୋବାଇଲ ନେଟୱର୍କ ଦୀର୍ଘ ୭ ଦିନ ହେଲା ସମ୍ପୂର୍ଣ୍ଣ ଭାବରେ ବନ୍ଦ ଥିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ବିଏସ୍‌ଏସ୍‌ଏଲ୍‌ ୨ଜି ମୋବାଇଲ ନେଟୱର୍କ ଦୀର୍ଘ ୭ ଦିନ ହେଲା ସମ୍ପୂର୍ଣ୍ଣ ଭାବରେ ଫେଲ ରହିଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ କଲ କରିବାରୁ ବଞ୍ଚିତ ହେଉଛନ୍ତି ବୋଲି ଅସନ୍ତୋଷ ପ୍ରକାଶ
Read More...

ଜିଲ୍ଲାସ୍ତରୀୟ ଗଉଡ ବାଡି ଖେଳ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନରେ ପ୍ରଥମ ଥର କରି ଆୟୋଜିତ ହେବ ଜିଲ୍ଲାସ୍ତରୀୟ ଗଉଡ ବାଡି ଖେଳ ମହୋତ୍ସବ । କିଶୋର ଜାଲଙ୍କ ଆବାହକତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ପୌରାଞ୍ଚଳ ସଭାପତି ପଙ୍କଜ ସେଲମା । ଜାତିର ପରମ୍ପରା ବାଡି ଖେଳ ଲୋପ
Read More...

ସଡକ ଦୁର୍ଘଟଣା : ଡ୍ରାଇଭର ଗୁରୁତର

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ଯମୁନାକୋଟ ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା କୋଇଲା ବୋଝେଇ ଦଶ ଚକିଆ ଟ୍ରକକୁ ପଛରୁ ପିଟିଲା ମାର୍ବଲ ଓ ଟାଇଲ ବୋଝେଇ ଟ୍ରେଲର । ଏଥିରେ ଟ୍ରେଲର ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଟ୍ରେଲର
Read More...

ନଦୀରେ ବୁଡ଼ି ୧ ମୃତ

କୁଚିଣ୍ଡା : ଗୋବିନ୍ଦପୁର ଥାନା ପଣ୍ଡିରୀପଥର ଗାଁରେ ନଦୀରେ ବୁଡ଼ି ଜଣକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅଦୁସାରେ ଗୋବିନ୍ଦପୁର ଥାନା ପଣ୍ଡିରୀପଥର ଗାଁରେ ଶ୍ଳୋକଙ୍କ ଆଈର ଦଶାହ କାର୍ଯ୍ୟ ଶନିବାର ରହିଥିଲା । ଆଈର ଦଶାହ କାମ ପାଇଁ ନଦୀ ଘାଟକୁ ଅନ୍ୟମାନଙ୍କ ସହ ଶ୍ଳୋକ ଯାଇଥିଲେ ।
Read More...

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ କଲେ ବାପଘର ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ପିପଲପଦର ଗାଁରୁ ଜୁବିରାଣୀ ସାହୁ ନାମ୍ନୀ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଏହି ଗାଁର ପ୍ରକାଶ ସାହୁଙ୍କ ସ୍ତ୍ରୀ ଜୁବିରାଣୀ ଘରେ ଆତ୍ମହତ୍ୟା
Read More...

ଜଙ୍ଗଲ ବିଭାଗର ଜାଣତରେ ଦିନ ଦ୍ୱିପହରରେ ଗଛକାଟ ଚାଲିଥିବା ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବନବିଭାଗ ରେଞ୍ଜ କିରିବାଞ୍ଜି ଗଏଲମରା ବିଟ୍ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବିଗତ କିଛି ଦିନ ହେବ ବହୁ ମୂଲ୍ୟବାନ ଶାଗୁଆନ ଗଛ କାଟି ଦିଆଯାଇଥିବା ଦେଖିବାକୁ ମିଳିଛି । ସଂରକ୍ଷିତ ଜଙ୍ଗଲରୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହଯୋଗରେ ବ୍ୟାପକ ଭାବେରେ ଗଛ
Read More...

ସରପଞ୍ଚ ତାରାକାନ୍ତୀ ତାଣ୍ଡିଙ୍କ ସହାୟତାରେ ଭାଙ୍ଗି ପଡିଥିବା ଗଛ ରାସ୍ତାରୁ ହଟିଲା

ପାଟଣାଗଡ଼, (ଗୋରେଖନାଥ ବରିହା) : କାଳବୈଶାଖୀ ଯୋଗୁଁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦମାଇଁପାଲି ପଞ୍ଚାୟତର ବଡଉଡେନ ଗ୍ରାମର ରାସ୍ତାକଡ଼ରେ ଥିବା ଏକ ବିରାଟ ଆମ୍ବ ଗଛ ଭାଙ୍ଗି ପଡ଼ିଥିଲା । ଯାହାଫଳରେ ବଡଉଡେନ ଓ ବାଞ୍ଜିପାଲି ରାସ୍ତାରେ ଆମ୍ବ ଗଛ ଭାଙ୍ଗି ପଡିଥିବା ଯୋଗୁଁ ରାସ୍ତାରେ
Read More...