Daily Archives

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ନିର୍ମଳ ଏଜୁକେସନ ଟ୍ରଷ୍ଟର ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଗତ ୬ ତାରିଖରୁ ଆରମ୍ଭ ହୋଇଛି । ଏହି ଶିବିର ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଏହି ଶିବିରରେ ସ୍କୁଲରେ ପଢୁଥିବା ଛାତ୍ର
Read More...

ସ୍ୱର୍ଗତଃ ଗୋପିନାଥ ପ୍ରଧାନଙ୍କ ୧୪ତମ ଶ୍ରାଦ୍ଧବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାୟକ ବିଦୂର ଉପାଧିରେ ଭୂଷିତ ତଥା ଦିବଂଗତ ସୁପ୍ରସିଦ୍ଧ ସଂକୀର୍ତ୍ତନ ଗାୟକ ସ୍ୱର୍ଗତଃ ଗୋପିନାଥ ପ୍ରଧାନଂକ ୧୪ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଶନିବାର ଡେଲାଂଗ ବ୍ଲକ ଅଧିନସ୍ଥ ତାଂକ ଗ୍ରାମ ମୁନିନ୍ଦାଠାରେ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ
Read More...

ଫାଇଲେରିଆ ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ ପଶ୍ଚିମ ଓଡିଶା ଯୁବା ମଞ୍ଚ ସଂଗଠନର କର୍ମକର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫାଇଲେରିଆ ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପଶ୍ଚିମ ଓଡିଶା ଯୁବା ମଞ୍ଚ ସଂଗଠନର କର୍ମକର୍ତ୍ତା । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଟିଟଲାଗଡ଼ର ୱାର୍ଡ ନମ୍ବର ୧୨ରେ ରହୁଥିବା ୪୨ ବର୍ଷୀୟ ପର୍ଶୁରାମ ହାତୀ ଯିଏକି ଦୀର୍ଘ ୧୦ ବର୍ଷ ହେବ ଫାଇଲେରିଆ ରୋଗରେ
Read More...

ସୁବର୍ଣ୍ଣପୁର ସହରରେ ଉଦ୍‌ଘାଟିତ ହେଲା ପିଟର୍ ଇଂଲଣ୍ଡର ନୂଆଁ ସୋରୁମ୍

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଖୋଲିଲା ପିଟର୍ ଇଂଲଣ୍ଡର ନୂତନ ସୋରୁମ୍ । ପିଟର୍ ଇଂଲଣ୍ଡର ସୋରୁମ୍‌କୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଶିକ୍ଷାବିଦ କ୍ୟାପଟେନ ରାମସ୍ବାମୀ ମହାପାତ୍ର ଓ ମାଟିପ୍ରେମୀ ବେଣୁଧର ପ୍ରଧାନ ମିଳିତ ଭାବେ
Read More...

ଗଞ୍ଜାମ ରେଡ୍ଡି ମହାଜନ ସଙ୍ଘମର ସଭା ପଣ୍ଡପ ପ୍ରତିଷ୍ଠା ଉତ୍ସବ

ବାଲ୍ୟବିବାହ ଉଚ୍ଛେଦ, ଯୌତୁକ ପ୍ରଥା ଉଚ୍ଛେଦ, ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସଚେତନତା ସଭା ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବିଞ୍ଚଣାପଲ୍ଲୀ ଗ୍ରାମ ନିକଟସ୍ଥ କୁଣ୍ଡାପୁଟ ଗ୍ରାମ ରାସ୍ତାପାର୍ଶ୍ୱରେ ଗଞ୍ଜାମ ତାଲୁକା ରେଡ୍ଡି ମହାଜନ
Read More...

ଲରମ୍ଭା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣକଳସ ଶୋଭାଯାତ୍ରା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଲରମ୍ଭା ପଞ୍ଚାୟତର ଲରମ୍ଭା ଗ୍ରାମରେ ମହାପ୍ରଭୁ ଜଗନ୍ନାଥ ଚତୁର୍ଦ୍ଧାମୁର୍ତିଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଗତକାଲି ପୂର୍ଣ୍ଣ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୁକତେଲ ନଦୀରୁ ପୂର୍ଣ୍ଣ କଳସ ଆଣାଯାଇ ପୂଜା
Read More...

ସାଢେ ୩ କେଜି ଗଞ୍ଜେଇ ଜବତ

ପାଟଣାଗଡ଼,(ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ୍‌ ଧୁବଲପଡା ଗ୍ରାମର ମେଶୁ ମେହେର(୭୦)ଙ୍କ ଘରେ ଅବକାରୀ ବିଭାଗ ଚଢଉ କରି ସାଢେ ୩ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ମେଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମେଶୁ ବେଆଇନ ଭାବେ ଘରେ ଗଞ୍ଜେଇ ରଖିଥବା ଖବର ପାଇ ଅବକାରୀ ବିଭାଗ
Read More...

ଚାରପାଲି ଗ୍ରାମରେ ପାନୀୟ ଜଳ ଅଭାବ : ଲୋକେ ହନ୍ତସନ୍ତ

ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଲେ ସରପଞ୍ଚ ଦୀନେଶ ସେଠ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମରେ ପାନୀୟ ଜଳ ଅଭାବ ଦେଖାଦେଇଛି । ଦୀର୍ଘ ଦିନ ଧରି ପାନୀୟ ଜଳର ଅଭାବ ଯୋଗୁଁ ଲୋକେ ପାନୀୟ ଜଳ ପାଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।
Read More...

ଓଲଟିଲା ଯାତ୍ରୀବାହୀ ଅଟୋ : ଜଣେ ମୃତ, ୪ ଆହତ

ଢ଼େଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳର ପ୍ରସିଦ୍ଧ କପିଳାସ ପୀଠକୁ ଦର୍ଶନ କରିବାକୁ ଯାଉଥିବା ବେଳେ ରାସ୍ତାର ୧୧ ନମ୍ବର ବାଙ୍କରେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ
Read More...

ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଜଳେଶ୍ୱର ରେଳଷ୍ଟେସନ ନିକଟରେ ଟ୍ରେନ୍‌ରେ କଟି ଚାଲିଗଲା ଯୁବକଙ୍କ ଜୀବନ । ମୁଣ୍ଡ-ଗଣ୍ଡି ଅଲଗା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ତେବେ ଏବେ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ଜଣାପଡିନାହିଁ । ଘଟଣାସ୍ଥଳରେ ଜିଆପି ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଯୁବକ
Read More...