pakka

ସୁବର୍ଣ୍ଣପୁର ସହରରେ ଉଦ୍‌ଘାଟିତ ହେଲା ପିଟର୍ ଇଂଲଣ୍ଡର ନୂଆଁ ସୋରୁମ୍

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଖୋଲିଲା ପିଟର୍ ଇଂଲଣ୍ଡର ନୂତନ ସୋରୁମ୍ । ପିଟର୍ ଇଂଲଣ୍ଡର ସୋରୁମ୍‌କୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଶିକ୍ଷାବିଦ କ୍ୟାପଟେନ ରାମସ୍ବାମୀ ମହାପାତ୍ର ଓ ମାଟିପ୍ରେମୀ ବେଣୁଧର ପ୍ରଧାନ ମିଳିତ ଭାବେ ଉଦ୍‌ଘାଟନ କରିଛନ୍ତି । ବିକାଶ ଦୌଡରେ ଆଗକୁ ଆଗକୁ ଆଗଉଥିବା ସୁବର୍ଣ୍ଣପୁର ସହରରେ ବଢୁଥିବା ଜନସଂଖ୍ୟା, ଲୋକଙ୍କୁ ରୁଚିବୋଧ ଏବଂ ସୌଖିନ ସାମଗ୍ରୀର ଚାହିଦା ସହ ବ୍ରାଣ୍ଡେଡ୍ କମ୍ପାନୀର ପରିଧାନ ପ୍ରତି ବଢୁଥିବା ଆଗ୍ରହକୁ ପିଟର୍ ଇଂଲଣ୍ଡ ପୂରଣ କରିବ ବୋଲି ଆଶା କରାଯାଉଛି । ବିଶ୍ବସ୍ତରୀୟ ପରିଧାନ ବଜାରରେ ପିଟର୍ ଇଂଲଣ୍ଡର ପ୍ରସିଦ୍ଧି ରହିଥିବା ବେଳେ ସ୍ବଳ୍ପ ଦାମରୁ ଆରମ୍ଭ କରି ଗ୍ରାହକଙ୍କ ମନପସନ୍ଦର ନାମୀଦାମି ପ୍ୟାଣ୍ଟ, ସାର୍ଟ, କୋର୍ଟ କମିଜ୍ ସହ ଅନ୍ୟାନ୍ୟ ବସ୍ତ୍ର ଉପଲବ୍ଧ ରହିଛି ।

Leave A Reply

Your email address will not be published.

5 × three =