Daily Archives

ଭୟଙ୍କର ଅଗ୍ନିକାଣ୍ଡ : ଜୀଅନ୍ତା ଜଳିଗଲେ ୭ ଜଣ

ମଧ୍ୟପ୍ରଦେଶ : ଶୁକ୍ରବାର ମଧ୍ୟରାତ୍ରୀରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଖବର ମିଳିଛି । ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର-ଶନିବାର ମଧ୍ୟରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତ ଦଗ୍ଧ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୩ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଫକୀର ଚରଣ ପାଢ଼ୀଙ୍କ ରଚିତ ‘ସ୍ମୃତିରେ ପ୍ରଫୁଲ୍ଲ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୀଳଚକ୍ର ପ୍ରକାଶନ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ରଚିତ "ସ୍ମୃତିରେ ପ୍ରଫୁଲ୍ଲ 'ଗତକାଲି ଗାନ୍ଧୀପୀଠ ବେରବୋଇଠାରେ ପ୍ରଫୁଲ୍ଲ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ଲୋକାର୍ପିତ ହୋଇଯାଇଛି । ସମାଜସେବୀ
Read More...

ଅର୍ଡା ଗ୍ରାମରେ ଗରମ ପେଜ ପଡି ଦେଢ ବର୍ଷର ଝିଅ ଗୁରୁତର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଅର୍ଡା ଗ୍ରାମରେ ଗରମ ପେଜ ପଡି ଦେଢ ବର୍ଷର ଜଣେ ଝିଅ ଗୁରୁତର ହୋଇଥିବା ବେଳେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଅର୍ଡା ଗ୍ରାମର ସୁବାଷ ବାଗଙ୍କ ସ୍ତ୍ରୀ ଭାତ ରାନ୍ଧିବା
Read More...

ପାରମ୍ପରିକ ଛତ୍ରପୁର ଠାକୁରାଣୀ ଯାତ୍ରାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଐତିହାସିକ ଲୋକକଥା ପ୍ରଚଳିତ କ୍ରମେ ପାଳିତ ହୋଇଆସିଥିବା ପାରମ୍ପରିକ ଛତ୍ରପୁରର ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି । ସହର ସାରା ରଙ୍ଗୀନ ଆଲୋକମାଳାରେ ଝଲସିଉଠି ସହର ଚଳ ଚଞ୍ଚଳ ହୋଇଉଠିଛି । ଗତକାଲି ସନ୍ଧ୍ୟାରେ ମା' ରାମାୟାଣାଆମ୍ମାଙ୍କ
Read More...

ଗଣ୍ଡାବଜା ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଅନୁଷ୍ଠିତ

ପାଟଣାଗଡ଼, (ପୁସ୍ତମ ଯୁଆଡି ) : ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ୍ ହଲ୍ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୁତମୁଣ୍ଡା ମୁହୁରୀ କଳା ପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ହୀରାଧର କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ବାଗତ ଭାଷଣ ଦେଇ
Read More...

ଲକ୍ଷ୍ମୀଯୋରରେ ସ୍ଥିତି ଅନୁଧ୍ୟାନ କଲେ ପୌରଧ୍ୟକ୍ଷା ଲିକା ସାହୁ ଏବଂ ଯୁବନେତା ଅର୍କେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ବିଭୁତିପଡା ଓ ହାଟପଦାପଡା ଅଞ୍ଚଳର ଜନସାଧାରଣଙ୍କ ଅନୁରୋଧ କ୍ରମେ ବର୍ଷା ମାସକୁ ଆଖିଆଗରେ ରଖି ଲକ୍ଷ୍ମୀଯୋରର ସଫେଇ ଏବଂ ପାଖଆଖରେ ଥିବା ତଳିଆ ଅଞ୍ଚଳରେ ଆଗକୁ ଯେମିତି ବନ୍ୟା ପରିସ୍ଥିତିର ସମ୍ମୁଖୀନ ନ ହେବେ ତାହାକୁ ନେଇ ପୌରପରିଷଦର
Read More...

ଜିଲ୍ଲା ପରିଷଦର ପ୍ରଥମ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦର ପ୍ରଥମ ବୈଠକ ଗତକାଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ପରିଷଦର ଅଧକ୍ଷା ମାମିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ସ୍ବାଗତ ଭାଷଣ ଦେଇ ଜିଲ୍ଲାର
Read More...

ୱାଟରହେଡ କନଫରେନ୍ସ ହଲରେ କୃଷି ବିଭାଗ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ୱାଟରହେଡ କନଫରେନ୍ସ ହଲରେ ବଲାଙ୍ଗିର କୃଷି ବିଭାଗ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୃଷି ବିଭାଗ ଦ୍ୱାରା ସଂଗଠିତ "ମୁଖମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା" ଉପରେ କୃଷି ଏବଂ ସହଯୋଗୀ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀଙ୍କ
Read More...

ବଲାଙ୍ଗିର ସହରର ମାଲପଡାରୁ ୬ଟି ହାତୀଦାନ୍ତ ଜବତ ସହ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମାଲପଡାରୁ ୬ଟି ହାତୀଦାନ୍ତ ଜବତ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଏସ୍‌ଟିଏଫ୍‌ ଓ ବଲାଙ୍ଗିର ବନ ବିଭାଗର ମିଳିତ ଉଦ୍ୟମରେ ଗିରଫ କରାଯାଇଛି ବୋଲି ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ତେବେ ଗିରଫ ହୋଇଥିବା
Read More...